Odisha Link
Bridging the Missing Links in Odisha

ରାଜରାସ୍ତାରେ ଜଳିଗଲା ଟ୍ରକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ମଞ୍ଚେଶ୍ବର ଅଞ୍ଚଳରେ ଜଳିଗଲା ଟ୍ରକ୍। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ଜଳିଯାଇଛି। ଟ୍ରକ୍‌ଟି ଜଳିବା ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ କେଉଁ କାରଣରୁ ଟ୍ରକ୍‌ରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ବର୍ତ୍ତମାନ ସୁଦ୍ଧା ଟ୍ରକ୍‌ରେ ନିଆଁ ଲାଗି ହୋଇବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।

Comments are closed.