Odisha Link
Bridging the Missing Links in Odisha
Daily Archives

October 23, 2020

ରାଜ୍ୟରେ କରୋନା: ୨୩୭୭ ଆଉ ଆକ୍ରାନ୍ତ…

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୭୭ କରୋନା ଆକ୍ରାନ୍ତ। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର…

ଡିସେମ୍ବରରୁ ନୂଆ ସଂସଦ ଭବନ ନିର୍ମାଣ…

ନୂଆଦିଲ୍ଲୀ: ଡିସେମ୍ବରରୁ ଆରମ୍ଭ ହେବ ନୂଆ ସଂସଦ ଭବନ କାର୍ଯ୍ୟ। ନିର୍ମାଣ କାର୍ଯ୍ୟ ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବ ବେଲିଆକଳନ କରାଯାଇଛି।ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ପ୍ରସ୍ତୁତିକୁ ନେଇ ଆଜି ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ନୂତନ ସଂସଦ ଭବନ ପାଇଁ ନିର୍ମାଣ କାର୍ଯ୍ୟ…

ଟିଆର୍‌ପି ଜାଲିଆତି ମାମଲା: ରିପବ୍ଲିକ୍‌…

ମୁମ୍ବାଇ: ଟିଆରପି ଜାଲିଆତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ରିପବ୍ଲିକ୍‌ ଟିଭି କର୍ମଚାରୀଙ୍କ ନାଁରେ ଏତଲା। ଆଜି ମୁମ୍ବାଇ ପୋଲିସ ରପବ୍ଲିକ ମିଡିଆ ନେଟୱର୍କର ଏକ ହଜାର କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରିଛି। ଏହି ଏତଲା ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହଙ୍କ ନିର୍ଦ୍ଦେଶରେ ରୁଜୁ ହୋଇଥିବା…

ବିହାର ଲୋକଙ୍କୁ ଏବେ ଆଉ ଲଣ୍ଠନ ଦରକାର…

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାସାରାମ ଓ ଗୟା ରାଲିକୁ ସମ୍ବୋଧିତ କରି ମୋଦୀ ବିରୋଧୀ ଦଳକୁ ଅନେକ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ଟାର୍ଗେଟ୍ କରି କହିଛନ୍ତି, ବିହାରର…

ମୋଦି ବିହାରବାସୀଙ୍କୁ ମିଛ ପ୍ରତିଶ୍ରୁତି…

ପାଟଣା: ବିହାର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଆଜି ବିହାର ନୱାଡ​‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଏକ ନିର୍ବାଚନୀ ରାଲିକୁ ସମ୍ଭୋଧିତ କରିଛନ୍ତି।…

ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ…

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି। ଏନେଇ ବିଗତ ଦିନରେ ଅନେକ ଅଭିଯୋଗ କରିବା ପରେ ବି ଶାସକ ଦଳର ମନ୍ତ୍ରୀ ଓ ନେତାମାନେ ଚେତୁନାହାଁନ୍ତି। ନିର୍ବାଚନ ଜିତିବା ଲାଗି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…

ଉପନିର୍ବାଚନ କର୍ମଚାରୀଙ୍କ ପାଇଁ…

ଭୁବନେଶ୍ୱର: ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଘୋଷଣା ହୋଇଛି ଅନୁକମ୍ପା ରାଶି। ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କ ପାଇଁ ଏହି ଅନୁକମ୍ପା ରାଶି ଘୋଷଣା ହୋଇଛି। ଉପନିର୍ବାଚନ ସମୟରେ କରୋନାରେ ଆକାନ୍ତ ହୋଇ ମୃତ୍ୟୁ ହେଲେ ନିୟୋଜିତ କର୍ମଚାରୀଙ୍କ ପରିବାରକୁ ମିଳିବ…

ମଧ୍ୟପ୍ରଦେଶ: ହାଜତ ଭିତରେ ୧୦ ଦିନ ଯାଏଁ…

ଭୋପାଳ: ହାଜତ ଭିତରେ ଜଣେ ୨୦ ବର୍ଷୀୟ ଅଭିଯୁକ୍ତ ଯୁବତୀଙ୍କୁ ୫ ଜଣ ପୁଲିସ କର୍ମଚାରୀ ୧୦ ଦିନ ଯାଏଁ ଧର୍ଷଣ କରିବାର ଅଭିଯୋଗ ହୋଇଛି। ଘଟଣା ମେ ମାସରେ ଘଟିଥିଲେ ବି ଅକ୍ଟୋବର ୧୦ ତାରିଖରେ ଏକ ନ୍ୟାୟିକ ଗୋଷ୍ଠୀ ଜେଲ୍‌ ପରିଦର୍ଶନରେ ଯାଇଥିବା ବେଳେ ଘଟଣା ସାମନାକୁ ଆସିଛି। ରେଓ୍ବା ଜିଲ୍ଲା ମଙ୍ଗଓ୍ବାନ…

ଖୁବ୍‌ଶୀଘ୍ର ଆସିବ କରୋନା ଟିକା, ନାମ…

ଭୁବନେଶ୍ବର: ଖୁବଶୀଘ୍ର କୋଭିଡ ଭ୍ୟାକ୍ସିନ ଉପଲବ୍ଧ ହୋଇପାରେ । ଏନେଇ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଡାଟାବେସ୍‌ ପ୍ରସ୍ତୁିତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏଥିସହିତ ସମସ୍ତ ମେଡିକାଲ ସଂଘକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। କୋଭିଡ ଭ୍ୟାକସିନ୍‌ ପାଇଁ ଡାଟା ବେସ୍ ପ୍ରସ୍ତୁତ…

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ + ୨ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହାୟର୍‌ ସେକେଣ୍ଡାରୀ ଏଜୁକେସନ୍‌ର ୮ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ କୃତିତ୍ୱର ସହ ସମ୍ମାନ ଜନକ ସ୍ଥାନ (ର‌୍ୟାଙ୍କ) ରଖି ସଫଳତା ହାସଲ କରିଛନ୍ତି। ନିଟ୍‌ରେ ସଫଳତା…