Odisha Link
Bridging the Missing Links in Odisha
Browsing Tag

winter session

ମାତ୍ର ୪ ଦିନରେ ବନ୍ଦ ହେଲା ବିଧାନସଭା

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା ବିଧାନସଭାର ଶୀତକାଳୀନ ଅଧିବେଶନ। ମୋଟ ୩୦ଟି କାର୍ଯ୍ୟ ଦିବସ ଥିଲା। ହେଲେ ୨୬ଟି କାର୍ଯ୍ୟଦିବସ ଥାଇ ଆଜି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଶାସକ…

ଡିସେମ୍ବର ୪ରୁ ଆରମ୍ଭ ସଂସଦର ଶୀତ…

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ। ଶୀତ ଅଧିବେଶନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଚଳିତଥର ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି। ବର୍ତ୍ତମାନ ଦେଶର ୫ଟି ରାଜ୍ୟରେ…

କାଲିଠୁ ବିଧାନସଭା ଶୀତ ଅଧିବେଶନ

ଓଏଲ୍ ବ୍ୟୁରୋ: ବିଧାନସଭାରେ କାଲିଠୁ ହେବ ଶୀତ ଅଧିବେଶନ। ସରକାରଙ୍କୁ ଘେରିବାକୁ ବିଭିନ୍ନ ପ୍ରସଙ୍ଗ ନେଇ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଥିବାବେଳେ ଚାଷୀ ଓ ଅନ୍ୟ ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିପାରନ୍ତି ରାଜ୍ୟ ସରକାର। ବିଜେପି ଉଠାଇବ ଅର୍ଚ୍ଚନା, ଧର୍ମେନ୍ଦ୍ର ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି…

ଡିସେମ୍ବର ୭ରୁ ସଂସଦର ଶୀତକାଳୀନ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୭ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଚଳିତ ଥର ଶୀତ ଅଧିବେଶନ ମୋଟ ୨୩ ଦିନ ଧରି ଚାଲିବ। ଏହା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ସେ ଟ୍ବିଟ୍‌ କରି କହିଛନ୍ତି ଯେ, ୨୦୨୨ର ସଂସଦୀୟ…

ନଭେମ୍ବର ୨୪ରୁ ବିଧାନସଭା ଶୀତ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ। ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଷୋଡ଼ଶ ବିଧାନସଭାର ୧୧ ତମ ଅଧିବେଶନ ନଭେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତଥର ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି।

ଆହୁରି ୨ ଦିନ ଶୀତରେ ଥରିବ ଓଡ଼ିଶା, ୧୦…

ଭୁବନେଶ୍ୱର: ଓଡ଼ିଶାେ ଦିନକୁ ଦିନ ଶୀତର ପାରଦ ଖସିବାରେ ଲାଗିଛି। ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଅଛି। ଫୁଲବାଣୀ ଏବେ ଓଡ଼ିଶାର ସବୁଠୁ କାଲୁଆ ଅଞ୍ଚଳ ପାଲଟିଛି। ଫୁଲବାଣୀରେ ରାତି ତାପମାତ୍ରା ୪ ଡିଗ୍ରୀ ସେଲସିୟସ ତଳେ ରହିଛି । ଯାହାକି ସ୍ୱାଭାବିକଠାରୁ ୪…

ଏବର୍ଷ ସଂସଦରେ ହେବନି ଶୀତ ଅଧିବେଶନ

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ସଂସଦରେ ହେବ ନାହିଁ ଶୀତକାଳୀନ ଅଧିବେଶନ। ଶୀତ ଅଧିବେଶନ ନ ହେବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି କି, ମହାମାରୀ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଶୀତ ଅଧିବେଶନକୁ ବନ୍ଦ ରଖାଯାଇଛି। ସମସ୍ତ ରାଜନୈତିକ ଦଳ ଶୀତ ଅଧିବେଶନକୁ…

ସରିଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା ଶୀତ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। କରୋନା କଟକଣା ଭିତରେ ମାତ୍ର ୧୦ ଦିନରେ ସରିଲା ବିଧାନସଭା ଶୀତ ଅଧିବେଶନ। ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ଅନିର୍ଦ୍ଦିଷ୍ଟ କାଳ…

ଶୀତକାଳୀନ ଅଧିବେଶନରେ ପୁଣି ଉଠିଲା ହାଜତ…

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣି ଉଠିଛି ହାଜତ ମୃତ୍ୟୁ ପ୍ରସଙ୍ଗ। ଗୃହରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ ଏଥିନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି ସବୁ କାର୍ଯ୍ୟସୂଚୀ ବାତିଲ୍ କରି ମୋସନ ଆକାରରେ ଆଲୋଚନା ଦାବି କରିଛନ୍ତି। ସେ ହାଜତ ମୃତ୍ୟୁ…

ଶୀତ ଅଧିବେଶନ: ୩ଟା ପର୍ଯ୍ୟନ୍ତ ଗୃହ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଶୀତ ଅଧିବେଶନ। ଆଜି ବିଧାନସଭା ଆରମ୍ଭରୁ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ପୂର୍ବତନ ବାଚସ୍ପତି ଶରତ କର, ଏଥିସହ ୨ ପୂର୍ବତନ ବିଧାୟକ କାର୍ତ୍ତିକେଶ୍ବର ପାତ୍ର ଓ…