Odisha Link
Bridging the Missing Links in Odisha

ଶୀତକାଳୀନ ଅଧିବେଶନରେ ପୁଣି ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନରେ ପୁଣି ଉଠିଛି ହାଜତ ମୃତ୍ୟୁ ପ୍ରସଙ୍ଗ। ଗୃହରେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଏହି ପ୍ରସଙ୍ଗ ଉଠାଇଛନ୍ତି।

ସେ ଏଥିନେଇ ବାଚସ୍ପତିଙ୍କ ରୁଲିଂ ଦାବି କରି ସବୁ କାର୍ଯ୍ୟସୂଚୀ ବାତିଲ୍ କରି ମୋସନ ଆକାରରେ ଆଲୋଚନା ଦାବି କରିଛନ୍ତି। ସେ ହାଜତ ମୃତ୍ୟୁ ଘଟଣାକୁ ନିନ୍ଦା କରିଛନ୍ତି। ଏହି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିରୋଧୀଦଳ ନେତା।

Comments are closed.