Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ ଟ୍ବିନ ସିଟି ବେହାଲ

ଭୁବନେଶ୍ଵର: ଘୁର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଠାରୁ ଟ୍ବିନ ସିଟି କଟକ-ଭୁବନେଶ୍ଵରରେ ଲଗାଣ ବର୍ଷା ଲାଗିରହିଛି। ଯାହା ଫଳରେ ଟ୍ବିନ ସିଟି ବେହାଲ ହୋଇପଡିଛି। କଟକ-ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ରାସ୍ତାରେ ଆଣ୍ଠୁଏ-ଆଣ୍ଠୁଏ ଉଚ୍ଚର ପାଣି ଜମି ରହଛି। ଯାହା ଯାତାୟତରେ ସମସ୍ୟା ସୃଷ୍ଟି କରିଛି।

Comments are closed.