Odisha Link
Bridging the Missing Links in Odisha
Daily Archives

October 6, 2019

ଭାଇରାଲ ହେଲା ହିରୋଇନ ଦିବ୍ୟାଙ୍କର ଫଟୋ

ପୁରୀ : ପୁରୀ ଶ୍ରୀମନ୍ଦିରରେ କଡାକଡି ସୁରକ୍ଷା ଥାଇ ମଧ୍ୟ ପୁଣି ଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍ ହୋଇଛି। ‘ମିଷ୍ଟର ମଜନୁ’ ସିନେମାର ନାୟିକା ଦିବ୍ୟାଙ୍କୁ ଏହି ଫଟୋରେ ଦେଖିବାକୁ ମିଳିଛି। ସେ ପରିବାର ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବା ସମୟରେ ଫଟୋଟି ଉଠାଇଥିଲେ ଓ ଯାହା ଏବେ ଭାଇରାଲ୍ ହୋଇଛି ।…

ହାଓଡ଼ା ପୂଜା ମଣ୍ଡପରେ ଦେଖିବାକୁ ମିଳିବ…

ଭୁବନେଶ୍ବର : ଚଳିତ ବର୍ଷ ହାଓଡ଼ାରେ ଏକ ନୂଆ ପ୍ରକାର ପୂଜା ପେଣ୍ଡାଲ ଦେଖିବାକୁ ମିଳିଛି । ଏଠାରେ ୧୦୬ ବର୍ଷ ପୂର୍ବେ ଆଟଲାଣ୍ଟିକ୍‌ ମହାସାଗରରେ ବୁଡ଼ି ଯାଇଥିବା ଟାଇଟାନିକ୍‌ ଜାହାଜକୁ ଦେଖିବାକୁ ମିଳିବ। ଏହାକୁ ରାମକୃ‌ଷ୍ଣ ସ୍ବାମୀଜୀ ସ୍ମୃତି ସଂଘ ପକ୍ଷରୁ ରାମକୃଷ୍ଣପୁର ଲଞ୍ଚ ଘାଟ ନିକଟରେ ନିର୍ମିତ…

ତିନି ଦିନରେ ୧୦୦କୋଟି ହାସିଲ କଲା ଏହି…

ମୁମ୍ବଇ : ସୁରେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶିତ ସିନେମା “ସାଇ ରା ନରସିଂହା ରେଡ୍ଡି” ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଛି। ସିନେମାଟି ଅକ୍ଟୋବର ୨ ଗାନ୍ଧୀ ଜୟୟନ୍ତୀରେ ବକ୍ସଅଫିସରେ ମୁକ୍ତିଲାଭ କରିଥିଲା । ସେହି ଦିନ ୱାର ସିନେମା ମଧ୍ୟ ରିଲିଜ ହୋଇଥିଲା । ଉଭୟ ସିନେମା ବକ୍ସଅଫିସରେ ଭଲ…

ୱିକେଣ୍ଡ ବାରରେ ସାମ୍ନାକୁ ଆସିଲା…

ଭୁବନେଶ୍ବର : ବିଗବସ 13 ର ଶନିବାର ୱିକେଣ୍ଡକୁ ସମସ୍ତେ ଚାହିଁ ବସିଥାନ୍ତି କାରଣ ସେ ଦିନ ସଲମାନ ଖାନ ଘରଲୋକଙ୍କ ସହ ମଜାମସ୍ତି କରିବା ସହିତ ତାଙ୍କର କ୍ଲାସ ମଧ୍ୟ ନେଇଥାନ୍ତି । ପୁରା ସପ୍ତାହ ବିଗବସରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ସଲମାନ ଖାନ ସମସ୍ତ ପ୍ରତିଯୋଗୀଙ୍କୁ ପଚାରିଥିଲେ ବିଗବସ…

ହ୍ୱିଲ୍ ଚେୟାରରେ ନିଲ୍ ନିତିନ୍ ମୁକେଶ

ମୁମ୍ବଇ : ବଲିଉଡ଼ ନିର୍ଦ୍ଦେଶ ନମନ ନିତିନ୍ ମୁକେଶ ଙ୍କ ସିନେମା ‘ବାଏ ପାସ ରୋଡ଼’ର ଟ୍ରେଲର ରିଲିଜ୍ ହୋଇଛି। ଏହି ସିନେମାରେ ମୁଖ୍ୟ ଭୂମିକାରେ ନୀଲ୍ ନିତିନ୍ ମୁକେଶ ନଜର ଆସିବେ। ତାଙ୍କ ସହ ସୁଧାଂଶୁ ପାଣ୍ଡେ, ରଜିତ୍ କପୁର୍, ଗୁଲ୍ ପନାଗ୍, ଶମା ସିକନ୍ଦର୍, ମନିଷ ଚୌଧୁରୀ ଆଦି କଳାକାର ନଜର ଆସିବେ।…

ଆଜି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦୈନିକ ଓଡ଼ିଆ ଖବର କାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଆଜି ଯୋଗଦେବେ ଉପରାଷ୍ଟ୍ରପତି। ଏଥିପାଇଁ କଟକ ସ୍ଥିତ ଜବାହାଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି। ଆଜି ଅପରାହ୍ଣ ୩ଟା ୫୦ ମିନିଟ୍‌ରେ ଏହି…