Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ସୋଗର ଶାଳୁଆ ଛକ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।
ଆଜି ଭୋର ୫ଟା ସମୟରେ ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ତୁମୁସିଙ୍ଗା ଥାନା ଗୋଦୁରିବିଲି ଗାଁର ହୃଦାନନ୍ଦ ମଲ୍ଲିକ। ହୃଦାନନ୍ଦଙ୍କ ମୃତ୍ୟୁର ଖବର ଶୁଣି ପରିବାରଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Comments are closed.