Odisha Link
Bridging the Missing Links in Odisha
Browsing Tag

Kamakhyanagar

ଏଟିଏମ୍ ଲୁଟ୍‌ରେ ବିଫଳ ହେଲେ ଦୁର୍ବୃତ୍ତ

କାମାକ୍ଷାନଗର: ଏଟିଏମ୍ ଲୁଟ୍‌ରେ ବିଫଳ ହୋଇ ଏଟିଏମ୍ ମେସିନ୍ ଭାଙ୍ଗିଲେ ଦୁର୍ବୃତ୍ତ। କାମାକ୍ଷାନଗର ମହାବୀର ବଜାର ସ୍ଥିତ କାନାରା ବ୍ୟାଙ୍କରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ରୁ ଲୁଟ୍ ଉଦ୍ୟମ କରିଥିଲେ । ଲୁଟ୍‌ରେ ବିଫଳ ହେବା କାରଣରୁ ଏଟିଏମ୍ ମେସିନ୍‌କୁ ଭାଙ୍ଗି ଦେଇଛନ୍ତି…

ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ସୋଗର ଶାଳୁଆ ଛକ ନିକଟରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଆଜି ଭୋର ୫ଟା ସମୟରେ ଶୌଚ ପାଇଁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି ତୁମୁସିଙ୍ଗା ଥାନା ଗୋଦୁରିବିଲି ଗାଁର ହୃଦାନନ୍ଦ ମଲ୍ଲିକ।…