Odisha Link
Bridging the Missing Links in Odisha
Daily Archives

November 5, 2019

ଡିସେମ୍ବରରେ ହେବ ଆଇପିଏଲ ଖେଳାଳି ନିଲାମ,…

ମୁମ୍ବାଇ: ଆସନ୍ତା ଡିସେମ୍ବର ୧୯ରେ ୨୦୨୦ ଆଇପିଏଲ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ହେବ। ପ୍ରତିବର୍ଷ ବେଙ୍ଗାଲୁରୁରେ ନିଲାମ ପ୍ରକ୍ରିୟା ହେଉଥିବା ବେଳେ ଏଥର କୋଲକାତାରେ ଏହା ଅନୁଷ୍ଠିତ ହେବ। ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ଜଣେ ସଦସ୍ୟ କହିଛନ୍ତି, “ପ୍ରଥମଥର ପାଇଁ ବେଙ୍ଗାଲୁରୁ ବଦଳରେ…

ମହାରାଷ୍ଟ୍ର: ଆରଏସ୍‌ଏସ୍‌ ମୁଖ୍ୟଙ୍କୁ…

ମୁମ୍ବାଇ: ଦିନକୁ ଦିନ ନୂଆ ମୋଡ଼ ନେଉଛି ମହାରାଷ୍ଟ୍ର ରାଜନୀତି। କେତେବେଳେ ବାକ୍‌ ଯୁଦ୍ଧ ରାଜନୀତି ତ ଆଉ କେତେବେଳେ ଭେଟା ଭେଟି ରାଜନୀତି। ନିର୍ବାଚନ ଫଳ ସାମ୍ନାକୁ ଆସିବାରେ ଇତିମଧ୍ୟରେ ୨ ସପ୍ତାହ ବିତିଯାଇଥିବାବେଳେ ପ୍ରତିଦିନ ନୂଆ ମୋଡ଼ ନେବାରେ ଲାଗିଛି ମହାରାଷ୍ଟ୍ର ରାଜନୀତି। ବିଜେପିର ସହଯୋଗୀ ଦଳ…

ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର…

ଭୁବନେଶ୍ୱର: କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ। ସ୍ନାନ ପୂର୍ଣ୍ଣିମା ଦିନ କଥା ଦେଲେ ଅଂଳା ନବମୀ ଦିନ କଥା ରଖିଲେ ନବୀନ। କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଲୋକସେବା ଭବନର…

ରାଜ୍ୟରେ ୫’T’ ଚାଲିନି,…

ବ୍ରହ୍ମପୁର: ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଅପରପକ୍ଷେ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ରାସ୍ତାକୁ ଓହ‌ଲାଇଛି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା। ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ…

ଆରସିଇପିରୁ ଓହରିଲା ଭାରତ, ମୋଦି କହିଲେ…

ନୂଆଦିଲ୍ଲୀ: ଭାରତ ରିଜିଅନାଲ କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍‌ ପାର୍ଟନରଶିପ୍‌ (ଆରସିଇପି)ରୁ ଓହରିଯାଇଛି। ଏହା ଦେଶର ମାର୍କେଟ୍‌କୁ ମୁକ୍ତ କରିବା ସହ ଟାରିଫ୍‌କୁ ମଧ୍ୟ ପ୍ରଭାବିତ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ଚୁକ୍ତି ଭାରତ ବିନା ହିଁ ଆଗେଇବ। ଆମେରିକା ଏବଂ ଚାଇନା ମଧ୍ୟରେ ବାଣିଜ୍ୟିକ…

ବିନା ଆଖିରେ ବଞ୍ଚନ୍ତି ଏହି ଗ୍ରାମବାସୀ

ଟରଣ୍ଟୋ  : ଶରୀରରେ ଆଖୀ ହେଉଛି ଏକ ଅମୂଲ୍ୟ ଅଙ୍ଗ । ଆଖି ବିନା ବଞ୍ଚିବା ଅସମ୍ଭବ କାରଣ ଆଖି ଦ୍ବାରା ଏ ସୁନ୍ଦର ଦୁନିଆକୁ ଦେଖିବା ସମ୍ଭବ । କାନାଡ଼ା ଓଣ୍ଟୋରିଓ ପ୍ରଦେଶରେ ରହିଛି ତିଲଟେକ ଗାଁ । ଏଠାରେ ଜୋପଟେକ ଜନଜାତି ଲୋକେ ବାସକରିଥାନ୍ତି । ଏଠାରେ ଜୋପଟେକ ଜନଜାତିର ଲୋକ ବାସକରନ୍ତି । ଏଠାର ଲୋକ…

ପୋଖରୀରୁ ଉଦ୍ଧାର ହେଲା ୪ବର୍ଷ ଶିଶୁର…

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଖିଡିକିଦ୍ବାର ସାହିରେ ଗତକାଲିଠାରୁ ନିଖୋଜ ଥିବା ୪ବର୍ଷର ଶିଶୁର ମୃତଦେହ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି। ସୂଚନା ଅନୁସାରେ ଗତକାଲି ଦିନବେଳେ ଜିତେନ୍ଦ୍ର ନାଏକଙ୍କ ଚାରି ବର୍ଷର ପୁଅ ଦିବ୍ୟାଙ୍କର ନାଏକ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି…

ନୂଆଦିଲ୍ଲୀ: ପୁଲିସ୍‌ ମୁଖ୍ୟାଳୟରେ…

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ଦିଲ୍ଲୀ ପୁଲିସ୍‌ଙ୍କ ବିକ୍ଷୋଭ। ଦିଲ୍ଲୀ ପୁଲିସ୍‌ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କ ଆଶ୍ୱାସନା ସତ୍ତ୍ୱେ ଥମିବାର ନାଁ ନେଉନି ବିକ୍ଷୋଭ। ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟ ବାହାରେ ହଜାର ହଜାର ପୁଲିସ୍‌ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ସକାଳଠାରୁ ସେମାନେ ଆନ୍ଦୋଳନ ଜାରି…

ବାତ୍ୟା ଲଗାଇଲା ପରିବା ବଜାରରେ ନିଆଁ

ଭୁବନେଶ୍ବର: ବାତ୍ୟା ଖବର ଶୁଣି ବଜାରରେ ହୁ ହୁ ହୋଇ ବଢିଲା ପରିବା ଦର। ଗୋଟିଏ ପଟେ ସମ୍ଭାବ୍ୟ ବତ୍ୟା ଖବର ଗଣମାଧ୍ୟରୁ ଶୁଣି ବଜାର ହାଟରେ ଲୋକଙ୍କ ପ୍ରବଳ ଗହଳି ଲାଗିଥିବା ବେଳେ ଅନ୍ୟପଟେ ଲୋକଙ୍କ ଆବଶ୍ୟକତାର ଫାଇଦା ନେଉଛନ୍ତି ବେପାରୀ। ବାତ୍ୟା ଆଳରେ ପରିବା ଦରକୁ ମନଇଚ୍ଛା ବଢାଇଛନ୍ତି ବେପାରୀ।…

ଲୋକଜନଶକ୍ତି ପାର୍ଟିର ସଭାପତି ହେଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବ ନେତାଙ୍କୁ ଗୁରୁତ୍ବ ଦେଉଛନ୍ତି ବିଭିନ୍ନ ରାଜନୈତିକ ଦଳ। ସେହିପରି ବିଜେପିର ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟିର ମଙ୍ଗ ମଧ୍ୟ ଧରିଛନ୍ତି ସାଂସଦ ଚିରାଗ ପାଶଓ୍ୱାନ୍। ଦଳର ପ୍ରତିଷ୍ଠାତା ତଥା ବିଦାୟୀ ସୁପ୍ରିମୋ ରାମବିଳାସ ପାଶଓ୍ୱାନ (୭୩) ଆଜି ଏହା ଘୋଷଣା କରିଛନ୍ତି।…