Odisha Link
Bridging the Missing Links in Odisha
Daily Archives

November 23, 2019

ଓ୍ବାର୍ଲ୍ଡ ପାନୋରମା ଏସିଆ ପ୍ରିମିୟରରେ…

ଭୁବନେଶ୍ବର: ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ ସମସ୍ୟା ପାଲଟିଛି। ଏହାର ପରିବର୍ତ୍ତନ ଓ ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ୧୧ ଦେଶର ୧୧ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର 'ଇଣ୍ଟରଡିପେଣ୍ଡେନ୍ସ' ଗୋଆ…

ମଦ ବେପାରୀଙ୍କଠାରୁ ମଦ ଛଡାଇ ନେଇ ମହିଳା

କୃଷ୍ଣପ୍ରସାଦ: ମଦ ବେପାରୀଙ୍କଠାରୁ ମଦ ଛଡାଇ ନେଇଛନ୍ତି ମହିଳା ସଂଘ। ଚିଲିକା ନୂଆପଡା ମହିଳା ମହାସଂଘ ମଦ ବେପାରୀଙ୍କୁ ଅଟକାଇବା ସବ ତାଙ୍କଠାରୁ ମଦ ଛଡାଇ ନେଇଯାଇଛନ୍ତି। ବେପାରୀଙ୍କଠାରୁ ୩୦ କାର୍ଟୁନ ମଦ ଛଡାଇ ନେଇଛନ୍ତି ମହିଳାମାନେ। ଏହାସହ ରାସ୍ତା ଉପରେ ବସି ମହିଳାମାନ ପ୍ରତିବାଦ କରିଛନ୍ତି।…

ମାର୍ଚ୍ଚ ସୁଦ୍ଧା ବିଦ୍ୟାଳୟରେ ପହଞ୍ଚିବ…

ଭୁବନେଶ୍ୱର: ଏଥର ଶିକ୍ଷାବର୍ଷ ଆରମ୍ଭରୁ ବିଦ୍ୟାଳୟରେ ପହଞ୍ଚିବ ମାଗଣା ପାଠ୍ୟପୁସ୍ତକ। ଆସନ୍ତା ଏପ୍ରିଲରୁ ୨୦୨୦-୨୧ ଶିକ୍ଷାବର୍ଷ ଆରମ୍ଭ ହେବ। ଏଥିପାଇଁ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚିବ। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ…

ବସ୍‌ ଦୁର୍ଘଟଣାରେ ୧୫ରୁ ଅଧିକ ଗୁରୁତର

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏନଏଚ୍-୫୩ ବାଲିଝାଟି ଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଦୁର୍ଘଟଣାରେ ୧୫ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଭୁବନ ବ୍ଲକ ଏନଏଚ୍-୫୩ ବାଲିଝାଟି ଛକରେ ଏକ…

ଗଞ୍ଜାମ ସ୍କୁଲ୍‌ରେ ‘ଓ୍ବାଟର…

ବ୍ରହ୍ମପୁର: ପାଣିର ଗୁରୁତ୍ବକୁ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ନେଇଛନ୍ତିଏକ ପ୍ରଶଂସନୀୟ ପଦକ୍ଷେପ । ସ୍କୁଲରେ ପିଲାମାନେ ଯେପରି ଠିକ୍ ସମୟରେ ପାଣି ପିଇବେ ସେଥି ନିମନ୍ତେ ଜିଲ୍ଲାପାଳ ‘ୱାଟର ବେଲ୍’ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି କରିଛନ୍ତି । ନଭେମ୍ବର ୨୫ରୁ…

ନିର୍ଦ୍ଦେଶକ ଓ ଅଭିନେତାଙ୍କ ଝଗଡ଼ାର…

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏବଂ ଷ୍ଟାରଙ୍କ ପରସ୍ପର ଭିତରେ ଅନେକ ସମୟରେ ଝଗଡ଼ା ହୋଇଥାଏ । ସେପରି ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କ ସହ ଅଭିନେତା ଅକ୍ଷୟ କୁମାରଙ୍କ ଜୋରଦାର ଝଗଡା ଲାଗିଯାଇଛି । ଉଭୟଙ୍କର ଝଗଡ଼ା କ୍ୟାମେରାରେ ରେକର୍ଡିଂହୋଇଯାଇଛି । ସୋସିୟାଲ ମିଡିୟାରେ ଭିଡ଼ିଓ ଟି ଭାରାଲ ହେବାରେ ଲାଗିଛି ।…

ପୂର୍ବରୁ କହିଥିଲି, ଏବେ ବୁଝି ପାରୁଥିବେ:…

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନୀତନୀ ଗଡ଼କରୀଙ୍କ ଭବିଷ୍ୟବାଣୀ ସତ ହେଲା। ମହାରାଷ୍ଟ୍ରରେ ଆଜି ସକାଳୁ ବିଜେପି ସରକାର ଗଢ଼ିଛି। ମୁଖ୍ୟମନ୍ତ୍ରୀ ଭାବରେ ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଅଜିତ ପାଓ୍ୱାର ଶପଥ ନେଇଛନ୍ତି। ଆଜି କିନ୍ତୁ ଶିବସେନା-ଏନସିପି-କଂଗ୍ରେସ ନେତା…

ମହାରାଷ୍ଟ୍ରରେ ରାତିରାତି କେମିତି ହେଲା…

ମୁମ୍ବାଇ: ରାତାରାତି ବଦଳିଗଲା ମହାରାଷ୍ଟ୍ର ରାଜନୀତିର ଚିତ୍ର। କାରଣ ରାତି ପାହିଲେ ରାଜ୍ୟପାଳଙ୍କ ପାଖକୁ ସରକାର ଗଠନ କରିବା ପାଇଁ ଯାଇଥାନ୍ତେ ଶିବସେନା, କଂଗ୍ରେସ ଓ ଏନସିପି। ହେଲେ ସବୁକିଛି ଓଲଟପାଲଟ ହୋଇଗଲା। ଆଜି ସକାଳ ପାଉ ପାଉ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ବିଜେପି ନେତା ଦେବେନ୍ଦ୍ର…

ଚାକିରି ଦେବା ଆଳରେ ଟଙ୍କା ଲୁଟ୍

ରଣପୁର: ଚାକିରୀ ଦେବା ଆଳରେ ବେକାରୀ ଯୁବକଙ୍କୁ ଠକି ଟଙ୍କା ନେବା ଘଟଣା ସାମ୍ନାକୁ ଆସିଛି। ନୟାଗଡ ଜିଳ୍ଲା ରଣପୁର ଅଞ୍ଚଳରେ ବେକାରୀ ଯୁବକ ମାନଙ୍କୁ ମାଲେସିଆରେ ଚାକିରୀ କରେଇ ଦେବା ପ୍ରଲୋଭନ ଦେଖାଇ ଏକ ଠକେଇ ଗୋଷ୍ଠୀ ସେମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଲୁଟି ନେଇଛନ୍ତି। ସେମାନେ ଜଣଙ୍କୁ ଚାକିରୀ ଦେବା…

‘ଦଳ ଏବଂ ପରିବାର ଭାଙ୍ଗିଲା’

ମୁମ୍ୱାଇ: ଗତକାଲି ରାତି ପର୍ଯ୍ୟନ୍ତ ଶିବସେନା, କଂଗ୍ରେସ ଓ ଏନସିପି ମିଶି ସରକାର ଗଠନ କରିବା ପାଇଁ ଚାଲିଥିଲା ଘନ ଘନ ବୈଠକ। ହେଲେ ସକାଳ ହେବା ମାତ୍ରେ ସବୁକିଛି ଓଲଟପାଲଯ ହୋଇଗଲା। ଏନସିପି ନେତା ଅଜିତ ପାଓ୍ୱାର ବିଜେପିକୁ ସମର୍ଥନ କରିବା ପରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ…