Odisha Link
Bridging the Missing Links in Odisha
Daily Archives

December 21, 2019

୪୩ ଆଇଏଏସ୍ ଓ ଆଇପିଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ରାଜ୍ୟର ୨୭ ଜଣ ଆଇଏଏସ୍ ଓ ୧୬ଜଣ ଆଇପିଏସଙ୍କ ସମେତ ମୋଟ ୪୩ ଜଣ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ୧୯୯୫ ବ୍ୟାଚର ୪ ଜଣ ଆଇଏଏସଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଥିବେ ବେଳେ ୪ ଜଣ ଆଇପିଏସଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ତେବେ ଏହି…

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ବିଭିନ୍ନ…

ଭୁବନେଶ୍ୱର : ରାଜ୍ୟ ସରକାର କୃଷିର ଉନ୍ନତି ଓ କୃଷକଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟକରୁଥିବା ସ୍ଥଳେ ଓଡିଶା ଉଠା ଜଳ ସେଚନ ନିଗମ ଏହି ସଂକଳ୍ପକୁ ସଠିକ୍ ରୂପାୟନ ନିମନ୍ତେ ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ଗତକାଲି ଓ.ଏଲ୍.ଆଇ.ସି.ର ଅଧ୍ୟକ୍ଷ ଅମରେଶ ପତ୍ରୀ କଟକ…

ପ୍ରଥମ ଜାତୀୟ ପଦକର ନିକଟତର ଓଡ଼ିଶା

ଭୁବନେଶ୍ୱର: ଆଜି ପୂର୍ବତଟ ରେଳବାଇ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ୩୩ତମ ୟୋନେକ୍ସ-ସନରାଇଜ୍ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ୧୫ ବର୍ଷରୁ କମ୍ ମିକ୍ସଡଡବଲ୍ସ ଇଭେଣ୍ଟର ଫାଇନାଲଷର ପ୍ରବେଶକରି ଓଡିଶାର ତାରକା ସଟ୍ଲର ଶ୍ୱେତପର୍ଣ୍ଣା ପଣ୍ଡା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଜାତୀୟ ପଦକର ନିକଟତର…

ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ…

ଭୁବନେଶ୍ୱର : ଭାରତୀୟ ସଂସ୍କୃତି ଓ ପରମ୍ପରାର ଅନନ୍ୟ କାର୍ଯ୍ୟକ୍ରମ \"ପ୍ରତିଭା ସଙ୍ଗମ\" ଆଗାମୀ ୨୬ ରୁ ୨୮ ଡିସେମ୍ବର ତିନିଦିନ ଧରି ସରଶ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର, ନିଳାଦ୍ରି ବିହାର, ଭୁବନେଶ୍ୱର ଠାରେ ଅନୁଷିତ ହେବ । ଏହି କାର୍ଯ୍ୟକ୍ରମ ପୂର୍ବରୁ ୨୦୦୬, ୨୦୧୦, ୨୦୧୪, ୨୦୧୭ରେ ଅନୁଷ୍ଠିତ…

ମଧ୍ୟାହ୍ନ ଭୋଜନର ମାନ ପରଖିଲେ ନବକିଶୋର

ଭୁବନେଶ୍ୱର :  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ଯୋଗିମାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଚାନକ ପହଞ୍ଚି ମଧ୍ୟାହ୍ନ ଭୋଜନର ମାନ ଓ ଗୁଣବତ୍ତା ପରଖିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ । ପରେ ବିଦ୍ୟାଳୟର ଶିକ୍ଷକ…

ଶ୍ରୀଉତ୍ସବ ପାଳିତ

ଭୁବନେଶ୍ବର : ଶ୍ରୀଉତ୍ସବ ମାଧ୍ୟମରେ ଆମେ ଅସ୍ପୃଶ୍ୟତା ମୁକ୍ତ,ସ୍ଵଚ୍ଛ ଓ ସଶକ୍ତ ସମାଜ ର କଲ୍ପନା କରିବା ଆମ ମୁଖ୍ୟ ଲକ୍ଷ । ବଳରାମ ଦାସଙ୍କ ଦ୍ଵାରା ଚରିତ ଲକ୍ଷ୍ମୀପୁରାଣରେ ମା ଲକ୍ଷ୍ମୀ ଦେଇଥିବା ସାମାଜିକ ବାର୍ତ୍ତା ଦ୍ଵାରା ଏକ ସଚେତନତା ସୃଷ୍ଠି କରି ଏହାକୁ କାର୍ଯ୍ୟକାରୀ କରିବା ଉଦେଶ୍ୟ ନେଇ କଲ୍ପନା…

ଫର୍ହାନ୍ ଙ୍କ ନାଁ ରେ ଅଭିଯୋଗ

ମୁମ୍ବାଇ :ବଲିଉଡ଼ର ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥାଏ । ବର୍ତ୍ତମାନ ଅଭିନେତା ଫରହାନ୍ ଅଖତରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ନାଁରେ ହିନ୍ଦୁ ସଂଗଠନ ପକ୍ଷରୁ ହାଇଦ୍ରାବାଦର ଏକ ଥାନାରେ ଅଭିଯୋଗ କରାଯାଇଛି। ସୂଚନା ଅନୁସାରେ, ଫରହାନ୍ ଗତ ୧୭ ତାରିଖରେ…

ସେଣ୍ଟ୍‌ ଜାଭିୟର ହାଇସ୍କୁଲରେ…

ଭୁବନେଶ୍ବର: ସାମନ୍ତରାପୁର ସ୍ଥିିିତ ସେଣ୍ଟ ଜାଭିୟର ହାଇସ୍କୁଲରେ ଖ୍ରୀଷ୍ଟପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତୀମାନେ ମଦର ମେରୀ, ମେଷପାଳକ, ଯୋସେଫ୍, ସାନ୍ତାକ୍ରୁଜ, ପରୀ ଆଦି ବେଶରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ସବ ପାଳନ କରିଥିଲେ। ସାନ୍ତକ୍ରୁଜ ବିଭିନ୍ନ ଉପହାର…

ଆମେରିକା ସାଂସଦଙ୍କ ୩୭୦ ଧାରା ଉଚ୍ଛେଦକୁ…

ୱାଶିଂଟନ : ଆମେରିକାର ଜଣେ ସାଂସଦ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ସମର୍ଥନ କରିଛନ୍ତି। ଏହା ଦ୍ବାରା ଜମ୍ମୁ-କାଶ୍ମୀରର ଆର୍ଥିକ ଅଭିବୃଦ୍ଧି ହେବା ସହିତ ଦୁର୍ନିତୀ, ଭ୍ରଷ୍ଟାଚାର ଇତ୍ୟାଦିରେ ଆକୁଂଶ ଲାଗି ପାରିବ ବୋଲି ସେ କହିଛନ୍ତି। ଦକ୍ଷିଣ କ୍ୟାରୋଲିନାର ରିପବ୍ଲିକାନର ଏହି ସାଂସଦ ଭାରତର…

ଜନସାଧାରଣଙ୍କୁ ସେବା ଯୋଗାଇବାରେ…

ଭୁବନେଶ୍ୱର: ରାଜ୍ୟରେ ଆର୍ଥିକ ବିକାଶ କ୍ଷେତ୍ରରେ ଏସ୍‌ଏଲ୍‌ବିସି, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ନାବାର୍ଡ, ଅର୍ଥ ବିଭାଗ ଏବଂ ସମସ୍ତ ବ୍ୟାଙ୍କିଂ କ୍ଷେତ୍ରର ସହଭାଗିତା ଜାରି ରହି ଆର୍ଥିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟ ସକି୍ରୟ ଭାବେ ସଂପାଦନା କରାଯାଉଥିବା ସଂପର୍କରେ ଆଜିର ୧୫୭ତମ ରାଜ୍ୟସ୍ତରୀୟ…