Odisha Link
Bridging the Missing Links in Odisha
Daily Archives

December 21, 2019

ଭାରତ-ଚୀନ ସୀମା ବିବାଦକୁ ନେଇ ଆଲୋଚନା

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଉଛି। ଆଜି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଇ ଏ ସଂପର୍କରେ ଆଲୋଚନା କରିଛନ୍ତି। ସୀମାରେ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳୁଛି ବୋଲି ତାଙ୍କ ବ୍ୟକ୍ତିଗତ ସଚିବ ଗୌରବ ଆରୋରା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ପୁଲିସକୁ ଏକ ପତ୍ର ଲେଖି ଗୌତମ କହିଛନ୍ତି ଯେ ଗତ କିଛି ଦିନ ଧରି ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ…

ସହର ମଝିରେ ସେକ୍ସ ରାକେଟ

ବାରିପଦା: ବଡଧରଣର ସେକ୍ସ ରାକେଟ ଠାବ କରାଯାଇଛି । ଅସଞ୍ଜତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଛି ବାରିପଦା ପୋଲିସ । ଏହି ରାକେଟ ଆଉ କେତେ ଜଣ ସାମିଲ ରହିଛନ୍ତି ସେନେଇ ପୋଲିସ ଛାନଭିନ ଜାରି ରଖିଛି । ମିଳିଥିବା ସୂଚନା ଅନୁସାରେ ବାରିପଦା ସହର ମଝିରେ ଥିବା ୩ ଟି ଲଜ୍ ରେ ଟାଉନ ପୋଲିସର ଚଢଉ…

ସ୍କୁଲ ସୂଚନା ଫଳକ ଖସି ଛାତ୍ର ଗୁରୁତର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍‌ ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ଛାତରୁ ସିମେଣ୍ଟ ସୂଚନା ଫଳକ ଖସି ଜଣେ ଛାତ୍ର ଗୁରୁତ୍ବର ଆହତ ହୋଇଛନ୍ତି। ଛାତ୍ରଙ୍କ ନାଁ ବିସ୍ମୟ ମାଝୀ। ସେ ଅଷ୍ଟମ ଶ୍ରେଣୀର ଛାତ୍ର। ଆଜି ସକାଳେ ବିସ୍ମୟ ସ୍କୁଲ ଛାତ ଉପରେ ଚଢ଼ି ଝାଡ଼ୁ କରୁଥିଲେ।…

ଏନକାଉଣ୍ଟର ମୃତକଙ୍କ ପୁଣି ପୋଷ୍ଟମର୍ଟମ

ହାଇଦରାବାଦ: ହାଇଦରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ମୃତଦେହ ପୁନଃ ବ୍ୟବଚ୍ଛେଦ ହେବ। ତେଲଙ୍ଗାନା ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଗାନ୍ଧୀ ହସ୍ପିଟାଲର ଶବଗୃହରେ ସଂରକ୍ଷିତ ରଖା ଯାଇଥିବା ୪ ଅଭିଯୁକ୍ତଙ୍କ ମୃତଦେହକୁ ପୁନର୍ବାର ବ୍ୟବଚ୍ଛେଦ…

ପୁଲିସକର୍ମୀଙ୍କ ଜୋତା ସଫା କରି ଚୁମ୍ବନ…

ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ସାଂସଦଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହୋଇଛି। ୱାଇଏସଆର କଂଗ୍ରେସର ସାଂସଦ ଗୋରନ୍ତଲା ମାଧବ ଜଣେ ସହିଦ ପୁଲିସ କର୍ମଚାରୀଙ୍କ ଜୋତାକୁ ସଫା କରିବା ସହ ଚୁମ୍ବନ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଏବେ…

ଭିନ୍ନକ୍ଷମଙ୍କ ଶବକୁ କାନ୍ଧ ଦେଲେ…

ନୂଆପଡା: ମାନବିକତାର ଏକ ଉଦାହରଣ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲାର କିଛି ଯୁବକ। ଜଣେ ଭିନ୍ନକ୍ଷମଙ୍କ ଶବକୁ କାନ୍ଧ ଦେଇ ଗାଁ ମଶାଣିରେ ସତ୍କାର ମଧ୍ୟ କରିଛନ୍ତି । ନୂଆପଡା ଜିଲ୍ଲା କୋମନା ବ୍ଲକ ଜଡାମୁଣ୍ତା ବସଷ୍ଟାଣ୍ତ ନିକଟ କେନାଲ ପାଖରେ ଏକ କୁଡ଼ିଆ ଘରେ ରହୁଥିଲେ ଭିନ୍ନକ୍ଷମ ସୁଦର୍ଶନ ମିର୍ଦ୍ଧା ।…

ଗ୍ୟାଲେରିରେ ଫ୍ୟାନଙ୍କ ଭିଡକୁ ଦେଖି ଖୁସି…

କଟକ: ବାରବାଟୀ ଦିନିକିଆକୁ ବେଶ ଗୁରୁତ୍ୱଦେଇଛି ଟିମ ଇଣ୍ଡିଆ । ଅନ୍ୟପଟେ ସନ୍ଧ୍ୟାରେ ପଡୁଥିବା କାକର ମ୍ୟାଚକୁ ପ୍ରଭାବିତ କରିବ ।ସେ ନେଇ ଭାରତୀୟ ଦଳ ପ୍ରସ୍ତୁତ ଥିବା ପ୍ରେସମିଟ କରି କହିଛନ୍ତି ଯୁବ ବ୍ୟାଟସ ମ୍ୟାନ ଶ୍ରେୟସ ଅୟର। ଟିମ ଇଣ୍ଡିଆ ବାରବାଟୀରେ ଅଭ୍ୟାସ କରୁଥିବା ଅବସରରେ ଗଣମାଧ୍ୟମକୁ ସୂଚନା…

କଠୋର କାର୍ଯ୍ୟାନୁଷ୍ଠାନ ହେବ: ଏସ୍‌ପି

ଭୁବନେଶ୍ୱର: ଖୋର୍ଦ୍ଧା ସଦର ଥାନା କାଇପଦରରେ ଜଣେ ଯୁବକଙ୍କୁ ମାଡ଼ ଓ ତାଙ୍କ ମୁହଁରେ ପରିସ୍ରା କରାଯିବା ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ଥିବା ଜଣାଯାଇଛି । ଗିରଫଦାରୀ ନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଖୋର୍ଦ୍ଧା ସଦର ଥାନା ପୁଲିସ ରାଜେନ୍ଦ୍ର…

ପୁଣି ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କେଲେ…

ବନେଶ୍ୱର: ଏନଆରସି ଓ ସିଏଏକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ ତାଙ୍କୁ ଜଣେ ପରେ ଜଣେ ରାଜନେତା ସମାଲୋଚନା କରିବାରେ ଲାଗିଛନ୍ତି । ପ୍ରଥମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପରେ ଶନିବାର ପୁଣି ନିରଞ୍ଜନ ପଟ୍ଟନାୟକଙ୍କୁ ନବୀନଙ୍କୁ…