Odisha Link
Bridging the Missing Links in Odisha

ସହର ମଝିରେ ସେକ୍ସ ରାକେଟ

ବାରିପଦା: ବଡଧରଣର ସେକ୍ସ ରାକେଟ ଠାବ କରାଯାଇଛି । ଅସଞ୍ଜତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଛି ବାରିପଦା ପୋଲିସ । ଏହି ରାକେଟ ଆଉ କେତେ ଜଣ ସାମିଲ ରହିଛନ୍ତି ସେନେଇ ପୋଲିସ ଛାନଭିନ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ବାରିପଦା ସହର ମଝିରେ ଥିବା ୩ ଟି ଲଜ୍ ରେ ଟାଉନ ପୋଲିସର ଚଢଉ କରିଛି । ପୋଲସର ଚଢାଉ ବେଳେ ବଡ ଧରଣର ସେକ୍ସ ରାକେଟ୍ ଠାବ ହୋଇଛି । ଶନିବାର ଦିନ୨ଟା ବେଳେ ବାରିପଦା ଟାଉନ ପୋଲିସ ବାରିପଦା ମଧ୍ୟଭାଗରେ ଥିବା କ୍ରିଷ୍ଣା , ଶାନ୍ତି ଓ ଶ୍ରୀ କ୍ରିଷ୍ଣା ନାମକ ୩ ଟି ଲଜ୍ ରେ ଏକ କାଳୀନ ଚଢାଉ କରିଛି। ଆପତ୍ତିଜନକ ଅବସ୍ଥା ରେ ପୋଲିସ ୧୫ଟି ଯୋଡି ପୁଅ-ଝିଅ ଙ୍କ ସହିତ ୪ଜଣ ଲଜ୍ କର୍ମଚାରୀ ଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି ।

Comments are closed.