Odisha Link
Bridging the Missing Links in Odisha
Daily Archives

December 23, 2019

ଜାତୀୟ ରାଜପଥରେ ହାତୀ

କଟକ : ଆଜି ୫୫ ନମ୍ବର ଜାତୀୟ ରାଜପଥ ଗୋପାଳପୁର ଛକରେ ୨ଟି ହାତୀ ରାସ୍ତା ଉପରେ ବୁଲୁଥିଲେ। ୨ ହାତୀଙ୍କ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପଟେ ଗାଡ଼ି ଅଟକି ରହିବାରୁ ଯାତ୍ରୀମାନେ ହଇରାଣର ସମ୍ମୁଖୀନ ହୋଇଛନ୍ତି ବୋଲି ସୂଚନା ମିଳିଛି। ଖବର ପାଇ ବନବିଭାଗ କର୍ମଚାରୀ ଓ ପୁଲିସ…

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ସାହୁ ବିନ୍ଧାଣୀ। ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଭଣ୍ଡାର କଲୋନୀସାହିରେ ଗଛ ଡାଳ କଟାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି । ସାଗୁ ସିଂହ ନାମକ ଜଣେ…

ଚର୍ଚ୍ଚରେ ୧୭୫ ଶିଶୁଙ୍କୁ ଯୌନ ଶୋଷଣ!

ମେକ୍ସିକୋସିଟି : ଚର୍ଚ୍ଚରେ ଶିଶୁଙ୍କୁ ପାଦ୍ରୀଙ୍କ ଯୌନ ଶୋଷଣ ଘଟଣା ଏବେ ସାମ୍ନାକୁ ଆସିଛି। ମେକ୍ସିକୋର ରୋମାନ୍‌ କ୍ୟାଥ୍‌ଲିକ ଚର୍ଚ୍ଚରେ ୧୭୫ ଜଣ ଶିଶୁଙ୍କୁ ଯୌନ ନିର୍ଯା‌ତନା ଦିଆଯାଉଥିଲା। ଲିଜିଓନାରିଜ୍‌ ଅଫ୍‌ ଖ୍ରୀଷ୍ଟ ଚର୍ଚ୍ଚର ପ୍ରତିଷ୍ଠାତା ମାର୍ସିଆଲ୍‌ ମେସିଲ୍‌ ତାଙ୍କ ମୃତ୍ୟୁ ପୂର୍ବରୁ…

ମାଲକାନଗିରିରେ ଜିଲ୍ଲାପାଳଙ୍କୁ ହଟାଇବା…

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦୁର୍ନୀତିଗ୍ରସ୍ତ ଓ ଲାଞ୍ଚୁଆ ଭଳି ଅଭିଯୋଗ ଆଣିଲେ ଜିଲ୍ଲା କଂଗ୍ରେସ। ଏ ନେଇ ଆଜି ଜିଲ୍ଲା କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ମାଲକାନଗିରି ଜିଲ୍ଲାର…

ବାପାଙ୍କୁ ମାରି ନିଜେ ଆତ୍ମହତ୍ୟା କଲା…

ନୂଆପଡା: ସାମାନ୍ୟ ଝଗଡ଼ାରୁ ବାପାଙ୍କୁ ପଥରରେ ଛେଚି ହତ୍ୟା କଲା ପୁଅ। ଏହାପରେ ମାନସିକ ଭାରସାମ୍ୟ ହରାଇ ନିଜେ ମଧ୍ୟ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏପରି ଅଭାବନୀୟ ଘଟଣା ନୂଆପଡା ଜିଲ୍ଲା କୋମନା ଥାନା ଗାତିବେଡା ଗାଁରେ ଘଟିଛି । କୋମନା ଥାନା ଗାତିବେଡା ଗାଁ ଆମପଡାରେ ବାପା ରାମ ସିଂ…

ଦିନକ ପରେ ବଡ ଦିନ, ସବୁଆଡେ ଉତ୍ସବର…

ଭୁବନେଶ୍ୱର: ଆଉ ଦିନକ ପରେ ପବିତ୍ର ବଡଦିନ। ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଯୀଶୁ। ସେଥିପାଇଁ ଏବେ ଠାରୁ ଚଳଚଞ୍ଚଳ ହୋଇ ପଡିଛି ଗୀର୍ଜାଘରଗୁଡିକ। ସୁନ୍ଦର ଆଲୋକମାଳାରେ ଝଲସୁଛି ଚର୍ଚ୍ଚ ଗୁଡିକ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡଦିନରେ ପ୍ରଭୁ ଯୀଶୁଙ୍କ ସ୍ବାଗତ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର…

ଓଡ଼ିଶା ଛାଡିଲେ ବିରାଟ ବାହିନୀ

ଭୁବନେଶ୍ବର: ଗତକାଲି ବାରବାଟୀ ବିଜୟ ପରେ ଆଜି ଭୁବନେଶ୍ୱର ହୋଟେଲ ଛାଡିଛନ୍ତି ଭାରତୀୟ ଦଳର ଖେଳାଳି । ପର୍ଯ୍ୟାୟ କ୍ରମେ ଖେଳାଳି ହୋଟେଲ ମେ ଫେୟାରରୁ କଡା ସୁରକ୍ଷା ଭିତରେ ଯାଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର। ହୋଟେଲରୁ ଖେଳାଳିଙ୍କୁ ବିମାନବନ୍ଦରକୁ ନିଆଯିବା ବେଳେ କମିଶନରେଟ୍ ପୋଲିସ କରିଥିଲା କଡା…

ଝାଡ଼ଖଣ୍ଡରେ ଜେଏମଏମ ମେଣ୍ଟ ଠାରୁ ବିଜେପି…

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଅଦ୍ୟାବଧି ମିଳିଥିବା ସୂଚନା ଅନୁଯାୟୀ ୮୧ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି, ଜେଏମଏମ-କଂଗ୍ରେସ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେଉଛି । କେତେବେଳେ ବିଜେପି ଆଗରେ ରହୁଛି ତ କେବେ ଜେଏମଏମ-କଂଗ୍ରେସ ମେଣ୍ଟ । ତେବେ ସରକାର…

ଝାଡ଼ଖଣ୍ଡ ଜନାଦେଶ : ବିଧାନସଭା ନିର୍ବାଚନ…

ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବ। ସକାଳ ୮ଟାରୁ ମତଗଣନା ଜାରି ରହିଛି । ୮୧ ସିଟ୍ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ମତଦାନ ହୋଇଛି । ଝାଡ଼ଖଣ୍ଡରେ ମହାଁମୁହିଁ ହୋଇଛନ୍ତି ବିଜେପି ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା । ଭୋଟ…

ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତା ଓ…

ଭୁବନେଶ୍ୱର : ଶ୍ରୀ ଲିଙ୍ଗରାଜ ମନ୍ଦିର ସାମ୍ନା ରାସ୍ତା ସହ ମନ୍ଦିର ସମ୍ମୁଖ ଗାଡ଼ି ପାର୍କିଂ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ପୁରୁଣା ଭୁବନେଶ୍ବରକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଗାଡ଼ି ନୂଆ ମାର୍କେଟ ନିକଟରେ ପାର୍କିଂ କରାଯିବ। ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି…