Odisha Link
Bridging the Missing Links in Odisha
Daily Archives

January 11, 2020

ଘର ଭିତରୁ ଉଦ୍ଧାର ହେଲା ୪ ଜଣଙ୍କ ମୃତଦେହ

ରାଜଗାଙ୍ଗପୁର:  ରାଜଗାଙ୍ଗପୁର ଆଇଟି କଲୋନୀ କ୍ୱାର୍ଟର୍ସରୁ ୪ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଉକ୍ତ ଘରୁ ପଚା ଗନ୍ଧ ହେବାରୁ ପୁଲିସ ପହଞ୍ଚି ଛାନଭିନ କରିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ କବାଟ ଭାଙ୍ଗି ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ ଓ ୨ ଛୋଟ ଝିଅ ପୁଅଙ୍କ ଗଳିତ ଶବକୁ…

ସିଏଏକୁ ମନା, ସଂଘୀୟ ବ୍ୟବସ୍ଥାର ବିରୋଧ:…

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଲାଗୁ ନକରିବାକୁ କୌଣସି ରାଜ୍ୟର ଅଧିକାର ନାହିଁ। ଯିଏ ମନା କରିବ ଧରାଯିବ ସେ ସଂଘୀୟ ବ୍ୟବସ୍ଥାର ବିରୋଧୀ ବୋଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି ଯେ, ସିଏଏକୁ ନେଇ ଅପପ୍ରଚାର ପଛରେ…

କନୌଜ ସଡକ ଦୁର୍ଘଟଣାରେ ମୋଦୀଙ୍କ ଶୋକ…

ନୂଆଦିଲ୍ଲୀ : ଗତକାଲି ଉତ୍ତର ପ୍ରଦେଶର କନୌଜରେ ହୋଇଥିବା ସଡକ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଟୁଇଟ୍‍ କରି କହିଛନ୍ତି, ଉତ୍ତର ପ୍ରଦେଶର କନୌଜରେ…

ମହାନଦୀରେ ବୁଡ଼ିଗଲା ଡଙ୍ଗା, ଜଣେ ନିଖୋଜ

ଆଠଗଡ଼: ଆଠଗଡ଼ ବଡ଼ମ୍ବା ବ୍ଲକ୍ ଭଟ୍ଟାରିକା ମନ୍ଦିର ନିକଟ ମହାନଦୀରେ ଡଙ୍ଗା ବୁଡି ଜଣେ ବ୍ୟକ୍ତି ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ବ୍ୟକ୍ତି ବ୍ରହ୍ମପୁର ଅଞ୍ଚଳର ସୁନୀଲ କୁମାର ସାହୁ ବୋଲି ଜଣାପଡିଛି। ନିଖୋଜ ବ୍ୟକ୍ତି ଜଣଙ୍କ ଜଗତସିଂହପୁର ଜିଲ୍ଲାରେ ଏକ ଘରୋଇ ବିଦ୍ୟୁତ୍ କମ୍ପାନୀର ଅଧିକାରୀ। ଖବର ପାଇ…

ବିସ୍ଫୋରକ ଲଗାଇ ଅଟ୍ଟାଳିକା ଧୂଳିସାତ

କୋଚି: ଆଜି କେରଳର କୋଚି ଠାରେ ଥିବା ୪ଗୋଟି ବଡ ଆପାର୍ଟମେଣ୍ଟ୍‌ରୁ ୨ଟି ଆପାର୍ଟମେଣ୍ଟ୍‌କୁ ‘କଣ୍ଟ୍ରୋଲ୍‌ଡ୍‌ ଇମ୍ପ୍ଲୋସନ୍‌’ ଲଗାଇ ଧ୍ୱଂସ କରାଯାଇଛି। ‘କୋଷ୍ଟାଲ୍‌ ଜୋନ୍‌ ରେଗୁଲେସନ୍‌’ (ସିଜେଆର୍‌) ଉଲ୍ଲଂଘନ କରାଯାଇ ଏହି ଆପାର୍ଟମେଣ୍ଟ୍‌ ନିର୍ମାଣ କରାଯାଇଥିବାରୁ ଏହାକୁ ଭଙ୍ଗା ଯାଇଛି। ଏହାକୁ…

୧୬ରେ ରାଜ୍ୟର ସବୁ ସ୍କୁଲରେ ଅଭିଭାବକ ଓ…

ଭୁବନେଶ୍ବର: ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ(ପିଟିଏମ୍‌) ଅନୁଷ୍ଠିତ ହେବ। ଏଥିରେ ଷାଣ୍ମାସିକ ପରୀକ୍ଷା ଫଳ ପ୍ରକାଶ କରାଯିବା ସହ ଅଭିଭାବକଙ୍କୁ ଅବଗତ କରାଯିବ। ଦୁଇ ଘଣ୍ଟା ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛାତ୍ରଛାତ୍ରୀ ପାଠପଢ଼ାରେ କିଭଳି…

ପ୍ରାୟଶ୍ଚିତ ପାଇଁ ପୁରୀରେ କଂସ ମହାରାଜ

ପୁରୀ: ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏଥିରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପଧାନ ମଙ୍ଗଳବାର ପୁରୀରେ ପହଞ୍ଚିଛନ୍ତି। ଅଭିନୟରେ ଭଗବାନ କୃଷ୍ଣ ବଳରାମଙ୍କ ଉଦ୍ଦେଶ୍ୟରେ କରିଥିବା ନିନ୍ଦା ପାଇଁ ଅନୁତାପ କରି ପ୍ରାୟଶ୍ଚିତ ନିମନ୍ତେ ସେ ଶ୍ରୀକ୍ଷେତ୍ର ପୁରୀ ଆସିଛନ୍ତି।…

ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣା:…

ଭୁବନେଶ୍ବର: ମହଙ୍ଗା ପଡ଼ିଲା ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ। ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଦଙ୍ଗା ଭଳି ସାଂଘାତିକ ଦଫା। ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ। ମାର୍କେଟ ବିଲଡିଂ ଆକ୍ରମଣ ଘଟଣାରେ ୩୦ଜଣ ସଂପୃକ୍ତ ଥିଲେ, ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ…

ଓଡ଼ିଆ ପୁଅ ଅଂଶୁମାନ ଆଇଇଏସ ଟପ୍ପର

ନୂଆଦିଲ୍ଲୀ: ଇଣ୍ଡିଆନ ଇକୋନୋମିକ ସର୍ଭିସ ଟପ୍ପର ହୋଇଛନ୍ତି ଓଡ଼ିଆ ପୁଅ ଅଂଶୁମାନ କାମିଲା। ଏଥିପାଇଁ ଯୋଗ୍ୟ ବିବେଚିତ ୩୨ ଜଣଙ୍କ ମଧ୍ୟରୁ ସେ ସର୍ବାଧିକ ନମ୍ବର ରଖିଛନ୍ତି । ଅଂଶୁମାନ ହେଉଛନ୍ତି ପୂର୍ବତନ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲା ଓ ଲବ୍ଧ ପ୍ରତିଷ୍ଠିତ ଗାୟିକା ମିତାଲି ଚିନାରାଙ୍କ ପୁଅ ।…

ଆଜିଠୁ ଏକାମ୍ର ଫୁଲ ପ୍ରଦର୍ଶନୀ

ଭୁବନେଶ୍ବର: ଆଜି ଠାରୁ ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଏକାମ୍ର କାନନ ପରିସରରେ ଫୁଲ ପ୍ରଦର୍ଶନୀ। ଦୁଇଦିନ ଧରି ଏହି ଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଚଳିତବର୍ଷର ମୁଖ୍ୟ ଆକର୍ଷଣ ହେଉଛି ଫ୍ଲୋରାଲ ଆନମଲ ଏବଂ ମୁଖ୍ୟ ଫାଟକ। ଏହି ଫୁଲ ପ୍ରଦର୍ଶନୀରେ ରଙ୍ଗ ବିରଙ୍ଗ ଫୁଲର ସମ୍ଭାର ସାଙ୍ଗକୁ ଅର୍କିଡ ହାଉସ…