Odisha Link
Bridging the Missing Links in Odisha
Daily Archives

January 11, 2020

ନିର୍ଭୟା ମାମଲାରେ ଘୁଞ୍ଚିପାରେ ଦୋଷୀଙ୍କ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଜାରି ହୋଇଛି ଡେଥ୍ ୱାରେଣ୍ଟ। ପାଟିଆଲା ହାଉସ୍ କୋର୍ଟ ଗତ ୭ ତାରିଖରେ ଦୋଷୀଙ୍କୁ ଜାନୁୟାରୀ ୨୨ ତାରିଖରେ ଦଣ୍ଡିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଇନଗତ ପ୍ରକ୍ରିୟା ଯୋଗୁଁ ଚୟନ ହୋଇଥିବା ଫାଶି ତାରିଖରେ ହୁଏତ ଦୋଷୀଙ୍କୁ ଫାଶି…

ଆତ୍ମହତ୍ୟାର ଭିଡିଓ ସୁଟିଂ

କଟକ: ଆତ୍ମହତ୍ୟାର ଭିଡିଓ ସୁଟିଂ କରି ଆତ୍ମହତ୍ୟା କରିଛିନ୍ତି ଯୁବକ। କଟକ ତାଳଦଣ୍ଡା ରେଳ ଲାଇନ୍‌ରୁ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ପ୍ରେମ ପ୍ରତାରଣାରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ଗଣାପଡିଛି। ମୃତକଙ୍କ ନାମ ହେଉଛି ମନୋଜ ସ୍ୱାଇଁ। ସୂଚନା…

ଟ୍ରେନ୍‌ରେ ଯାଆଁଳା ସନ୍ତାନ ଜନ୍ମ

ଲକ୍ଷ୍ମୌ: ଟ୍ରେନ୍‌ ବଗିରେ ଯାଆଁଳା ସନ୍ତାନ ଜନ୍ମ ଦେଲେ ମହିଳା।ଏମିତି କିଛି ଘଟଣା ଘଟିଛି ଜଣେ ଦମ୍ପତିଙ୍କ ସହିିତ। ଉତ୍ତରପ୍ରଦେଶର କାନପୁରରେ ବସବାସ କରୁଥିବା ହୃତେଶ ପୂର୍ବା ଏକ୍ସପ୍ରେସ୍‌ରେ ନିଜର ପତ୍ନୀ ଜ୍ୟୋତି ଦେବୀଙ୍କ ସହିତ ଦୁର୍ଗାପୁରରୁ କାନପୁର ଯାଉଥିଲେ। ଆକସ୍ମିକ ଭାବେ ଜ୍ୟୋତିଙ୍କ ପ୍ରସବ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ୧୪ରେ…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତା ୧୪ରେ କ୍ୟୁରେଟିଭ୍ ପିଟିସନର ରିଭ୍ୟୁ କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ। ଜଷ୍ଟିସ୍ ଏନଭି ରମାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମାନ, ଜଷ୍ଟିସ ଆର ଭାନୁମତି ଏବଂ ଜଷ୍ଟିସ ଅଶୋକ ଭୂଷଣ…

କାହାକୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ କହିଲେ…

ସମ୍ବଲପୁର : ସିଏଏ ସପକ୍ଷରେ ବିଜେପିର ସମ୍ବଲପୁରରେ ଆୟୋଜତ ହୋଇଥିବା ବିଶାଳ ରାଲି ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ। ଏହି ରାଲିରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ସିଏଏ ସମ୍ପର୍କିତ ଏକ…

ଭାରତରେ ମିଶିବ ପାକ୍‌ ଅଧିକୃତ କାଶ୍ମୀର

ନୂଆଦିଲ୍ଲୀ: ଭାରତରେ ମିଶିବ ପାକ୍‌ ଅଧିକୃତ କାଶ୍ମୀର। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନରୱାଣେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ପୂରା ଜମ୍ମୁକଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ସେ କହିଛନ୍ତି ସଂସଦ ଚାହିଁଲେ ସେ ସଂପୂର୍ଣ୍ଣ ଅଞ୍ଚଳ ଆମର ହେବ। ପିଓକେକୁ ପୂରାପୂରି କବ୍‌ଜା କରିବାର…

ଚନ୍ଦାଙ୍କ ୭୮କୋଟି ସମ୍ପତ୍ତିକୁ ଇଡିର…

ନୂଆଦିଲ୍ଲୀ: ଭିଡ଼ିଓକନ୍ ଗ୍ରୁପ୍‌କୁ ଋଣ ପ୍ରଦାନରେ ଅନିୟମତା ଅଭିଯୋଗରେ ଫସିଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଚନ୍ଦାଙ୍କ ସ୍ବାମୀଙ୍କ କମ୍ପାନିର ୭୮ କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଛି। ମନି ଲଣ୍ଡରିଂ…

ସାବତ ଝିଅକୁ ଦୁଷ୍କର୍ମ ଘଟଣାରେ ୨୦ ବର୍ଷ…

ରାଏପୁର: ନାବାଳିକା ସାବତ ଝିଅ ସହ ଦୁଷ୍କର୍ମ ମାମଲାରେ ରାଏପୁରର ଏକ ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତ ବାପାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପୀଡିତାର ମା ମଧ୍ୟ ଏହି ଘଟଣାକୁ ପ୍ରଶ୍ରୟ ଦେଉଥିବାରୁ ମାକୁ ମଧ୍ୟ କୋର୍ଟ ଦ୍ୱାରା ଦଣ୍ଡିତ କରାଯାଇଛି। ଫାଷ୍ଟ ଟ୍ରକ କୋର୍ଟର…

୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର…

ଭୁବନେଶ୍ବର : ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇ ଯାଇଛି। ଭୁବନେଶ୍ବରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ସ୍ଲୋଗାନ ରହିଛି ସୁରକ୍ଷିତ ରୁହନ୍ତୁ ସୁଖୀ ରୁହନ୍ତୁ। ଏହି ଅବସରରେ କାର୍ଯ୍ୟକ୍ରମରେ ଭୁବନେଶ୍ବର…

‘ଛପାକ୍‍ ପାଇଁ ସମ୍ମାନିତ ହେବେ ଦୀପିକା

ମୁମ୍ବଇ: ‘ଛପାକ୍‍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ ହେବେ ଦୀପିକା। ମଧ୍ୟପ୍ରଦେଶ ସରକାର ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ‘ଛପାକ୍‍’ ଚଳଚ୍ଚିତ୍ର ପାଇଁ ସମ୍ମାନିତ କରିବେ। ‘ଛପାକ୍‍'ର ମୁକ୍ତିଲାଭ ପୂର୍ବରୁ ହିଁ ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ ଘୋଷଣା କରାଯାଇଥିଲା। ଏବେ ଏହି…