Odisha Link
Bridging the Missing Links in Odisha

ଯଥେଷ୍ଟ ପ୍ରମାଣ ଅଛି

ଭୁବନେଶ୍ୱର: ମାଆ, ଝିଅ ହତ୍ୟା ମାମଲାରେ ଅନୁପ ସାଏଙ୍କ ଗିରଫ ପରେ ରାୟଗଡ଼ ପୁଲିସ ତନାଘନାକୁ ଜୋରଦାର କରିଛି। ଏନେଇ ରାୟଗଡ଼ରେ ବିଳାସପୁର ରେଞ୍ଜ ଆଇଜି ଦୀପାଂଶୁ ସାଭ୍ରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଆମେ ପ୍ରମାଣ ଯୋଗାଡ଼ କରୁଛୁ। ଏହା ଏକ ବ୍ଲାଇଣ୍ଡ ମର୍ଡର ହୋଇଥିବାରୁ ଠୋସ ପ୍ରମାଣ ଯୋଗାଡ଼ କରୁଛୁ। ନାର୍କୋ ଟେଷ୍ଟ ପ୍ରମାଣର ଅଂଶସ୍ୱରୂପ, ଟେଷ୍ଟ କରିବାରେ ବାଧା ହେବ ନାହିଁ। ଦୋଷୀ ସାବ୍ୟସ୍ତ ପାଇଁ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ଦୋଷ ପ୍ରମାଣ କରିବାରେ ବିଶେଷ କିଛି ବାଧା ହେବନି ବୋଲି ଆଶା ବୋଲି ବିଳାସପୁର ରେଞ୍ଜ ଆଇଜି ଦୀପାଂଶୁ ସାଭ୍ରା କହିଛନ୍ତି।

Comments are closed.