Odisha Link
Bridging the Missing Links in Odisha
Daily Archives

February 20, 2020

ବିଜେପି ଶ୍ରେୟ ନେବା ପାଇ ରାଜନୀତି କରେ,…

ଭୋପାଲ: ପୁଣିଥରେ ସେନାର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ। ଛିନ୍ଦାଓ୍ୱାଡ଼ାରେ ଆୟୋଜି ଏକ ସଭାରେ ବିଜେପିକୁ ଟାର୍ଗେଟ କରିବାକୁ ଯାଇ ସେନାର ଦକ୍ଷତା ଓ ପରାକାଷ୍ଠା ଉପରେ ଅଙ୍ଗୁଳି ଉଠାଇଛନ୍ତି କମଲନାଥ। ଏହି ଅବସରରେ ସେ ଶିବରାଜ…

ଶନିବାରଠାରୁ ଖେଲା ଇଣ୍ଡିଆ…

ଭୁବନେଶ୍ବର: ଶନିବାରଠୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ। ଓଡ଼ିଶାର କଟକ ଓ ଭୁବନେଶ୍ବରରେ ଖେଳ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ କଟକର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡ଼ିୟମରେ ଶନିବାର ବିଧିବଦ୍ଧ ଭାବେ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଉଦ୍‌ଘାଟନ…

‘ତାନାଜୀ’ ଦେଖି ନିଜର ପ୍ରତିକ୍ରିୟା…

ମୁମ୍ବାଇ: ଅଜୟ ଦେବଗନ୍ ଙ୍କ ସିନେମା ତାନାଜୀ ବକ୍ସ ଅଫାସରେ ହିଟ୍ ହୋଇଥିଲା । ଏହା ୪୦ ଦିନ ପୂର୍ବରୁ ସିନେମପରଦାରେ ରିଲିଜ ହୋଇଯାଇଛି । ସିନେମାରେ ଅଜୟଙ୍କ ବ୍ୟତିତ ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କାଜୋଲ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ତେବେ ସିନେମାଟିକୁ ଦେଖି ବଲିଉଡ୍ ଅଭିନେତା…

ଫିଲ୍ମ ଫ୍ରାଇଡେରେ ହେବ ଡବଲ ଧମାଲ୍

ମୁମ୍ବାଇ: ଏଥରର ଫ୍ରାଇଡେରେ ଦେଖିବାକୁ ମିଳିବ ଲଭ୍, ରୋମାନ୍ସ, କମେଡି, ଥ୍ରୀଲର୍‌ ଓ ହରର୍‌ର ତଡ଼କା । କାରଣ ପରଦାରକୁ ଆସୁଛି ଦୁଇଟି ସିନେମା । ଗୋଟେ ‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ ରିଲିଜ୍‌ ହେଉଥିବାବେଳେ ତାକୁ ଟକ୍କର ଦେବ ସିନେମା ‘ଭୂତ’ । ‘ଶୁଭ ମଙ୍ଗଲ୍ ଜ୍ୟାଦା ସାବଧାନ’ ସିନେମାରେ ଆୟୁଷ୍ମାନ…

କଫ୍ ସିରପ୍ ର‍୍ୟାକେଟ : ୭ ଗିରଫ

ସମ୍ବଲପୁର: କଫ୍ ସିରପ୍‌ ର‍୍ୟାକେଟ ଠାବ। ଅପମିଶ୍ରିତ କଫ୍ ସିରପ୍‌ ଧରି ଆସୁଥିବା ୭ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ। ସମ୍ବଲପୁର ସହରର ଉପକଣ୍ଠରେ ଥିବା ରେମେଡ ଛକରେ ଯୁବକଙ୍କ ଠାରୁ ବିପୁଳ ମାତ୍ରାରେ କରେକ୍ସ୍ କଫ୍ ସିରପ୍, ତିନିଟି ମୋଟର ସାଇକେଲ୍, ନଗଦ ୩୦ ହଜାର ଟଙ୍କା ଏବଂ ୯ଟି ମୋବାଇଲ୍ ଜବତ କରିଛି…

ଉମର ଆକମଲଙ୍କୁ ବାସନ୍ଦ କଲା ପିସିବି

ଇସଲାମାବାଦ: ପାକିସ୍ତାନୀ ଖେଳାଳି ଉମର ଆକମଲଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବାସନ୍ଦ। ଏଭଳି ନିଷ୍ପତ୍ତି ନେଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)। ଦୁର୍ନୀତି ବିରୋଧୀ କୋଡ୍‌ ଅନୁଚ୍ଛେଦ ୪.୭.୧ ଅନୁସାରେ ଅକମଲ୍‌ଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲାର ଯାଞ୍ଚ…

ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ…

ଭୁବନେଶ୍ୱର : ବୌଦ୍ଧିକ ସଂପଦ ଅଧିକାର କ୍ଷେତ୍ରରେ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଭବିଷ୍ୟତରେ ରାଜ୍ୟ ବଜେଟ୍‌ରେ ଏଥି ପାଇଁ ଅର୍ଥ ବରାଦ କରିବାକୁ ମତ ପ୍ରକାଶ ପାଇଛି । ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ…

ଅଟୋରେ ସ୍କୁଲ୍‌ ପିଲା ଗଲେ…

ବ୍ରହ୍ମପୁର: ଅଟୋରେ ସ୍କୁଲ୍‌ ପିଲା ଗଲେ ସେ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଅଟୋରୁ ଖସି ୫ ବର୍ଷର ଛାତ୍ରର ମୃତ୍ୟୁ ମାମଲାର ତଦନ୍ତ ହେବ।…

ଧାରା ୩୭୧ ଉଚ୍ଛେଦ କରିବେ ନାହିଁ ସରକାର:…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ଆୟୋଜିତ ଏକ ସଭାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦ ପରେ ଧାରା ୩୭୧କୁ ଉଚ୍ଛେଦ କରାଯିବା ନେଇ ଭ୍ରମ ସୃଷ୍ଟି କରାଯାଉଛି। ହେଲେ ସେହିଭଳି କିଛି ହେବ ନାହିଁ ବୋଲି କହିଛନ୍ତି ଅମିତ ଶାହ। ଅମିତ…

ଭୁବନେଶ୍ୱରରେ ହେବ ବାୟୋଟେକ୍ନୋଲୋଜି…

ଭୁବନେଶ୍ୱର : ଭୁବନେଶ୍ୱରଠାରେ ଖୁବ୍‌ ଶୀଘ୍ର ଏକ ବାୟୋଟେକ୍‌ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍‌ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ଇନ୍‌କ୍ୟୁବେସନ ସେଣ୍ଟର ଆରମ୍ଭ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ,…