Odisha Link
Bridging the Missing Links in Odisha

ବିଧାନସଭା ଖବର: ସାଢେ ୧୧ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଆଜି ବି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ଧାନ ମଣ୍ଡି ତାତିକୁ ହଟ୍ଟଗୋଳ ହୋଇଥିଲା। ହାତରେ ପ୍ଲା- କାର୍ଡ ଧରି ଗୃହ ମଧ୍ୟଭାଗରେ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ। ମିଲର୍ସ- ସରକାର ମଧୁଚନ୍ଦ୍ରିକା କହି ହୋହଲ୍ଲା କରିବା ସହିତ ନାରାବାଜି କରିଥିଲେ। ଫଳରେ ଗୃହ କାର୍ଯ୍ୟା ବାଧାପ୍ରାପ୍ତ ହୋଇଥିଲ। ଏନେଇ ବାଚସ୍ପତି ଦିନ ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି।

Comments are closed.