Odisha Link
Bridging the Missing Links in Odisha
Daily Archives

February 25, 2020

‘ସମ୍ମିଳିତ ଏବଂ ନିରନ୍ତର…

ରାଉରକେଲା: ଭାରତର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ରାଉରକେଲା ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, ରାଉରକେଲାରୁ ଭାଗନେଇଥିବା ୩୧ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ ୨୪ଟିକୁ ଏକ ଷ୍ଟାର(ସର୍ବନିମ୍ନ ପରିବେଶ ପାରଦର୍ଶୀ) ମାନ୍ୟତା ମିଳିଛି। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର…

ଓଡ଼ିଶାରେ ମମତା ବାନାର୍ଜୀ, ପୂର୍ବାଞ୍ଚଳ…

ଭୁବନେଶ୍ବର: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜିଠୁ ୪ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସେ। ଆଜି ବିମାନବନ୍ଦରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ୱାଗତ ଜଣାଇଛନ୍ତି। ମମତାଙ୍କ ସହ ପଶ୍ଚିମବଙ୍ଗର କ୍ରୀଡ଼ାମନ୍ତ୍ରୀ ଅରୁପ୍‌ ବିଶ୍ୱାସ…

ଉପାଦେୟ ପୁସ୍ତକ ‘ଡିଭାଇନ୍‌ ଫେବ୍ରିକ୍’…

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ‘ଡିଭାଇନ୍‌ ଫେବ୍ରିକ୍’ ପୁସ୍ତକର ଲୋକାର୍ପଣ କରିଛନ୍ତି । ଏହି ପୁସ୍ତକ ଲୋକାର୍ପଣ ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ୍‌ କହିଛନ୍ତି ଯେ, ଆମର କୁଶଳୀ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଟସର ବସ୍ତ୍ର…

ବେଆଇନ୍‌ ପାର୍କିଂ କରୁଛନ୍ତି କି?,…

ଭୁବନେଶ୍ବର: ଆପଣ ରାଜଧାନୀରେ ବେଆଇନ୍‌ ଭାବେ ଗାଡ଼ି ପାର୍କିଂ କରୁଛନ୍ତି କି? ଯଦି ହଁ ତେବେ ସାବଧାନ ରୁହନ୍ତୁ। କାରଣ ରାଜଧାନୀରେ ଏବେ ବେଆଇନ୍‌ ପାର୍କିଂ କଲେ ପଡ଼ିବ ଡବଲ ଫାଇନ। ତା’ ସହିତ ଗାଡ଼ି ଉଠାଇବାର ଚାର୍ଜ ଟଙ୍କା ବି ଦେବେ। ଆଜିଠାରୁ କମିଶନରେଟ୍‌ ପୁଲିସ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ କରିଛି।…

ବିହାରରେ ଲାଗୁ ହେବ ନାହିଁ ଏନଆରସି:…

ପାଟନା: ବିହାରରେ ଲାଗୁ ହେବ ନାହିଁ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନଆରସି) । ଅନ୍ୟପଟେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ୨୦୧୦ ମସିହାରେ ଯେଉଁ ପ୍ରକ୍ରିୟାରେ ହୋଇଥିଲା ସେହି ଆଧାରରେ ମଧ୍ୟ ବିହାରରେ କାର୍ଯ୍ୟକାରୀ ହେବ। ସେ ନେଇ ଆଜି ବିହାର ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ବିହାର…

ରାଜଘାଟରେ ଗଛ ଲଗାଇଲେ ଟ୍ରମ୍ପ ଦମ୍ପତ୍ତି,…

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ମହାତ୍ମା ଗାନ୍ଧୀଙ୍କ ସମାଧିରେ ପୁଷ୍ପାଞ୍ଜଳି ଦେଇଥିଲେ ଟ୍ରମ୍ପ ଦମ୍ପତ୍ତି। ଏହି ସମୟରେ…

ଏହି ୬ଟି ଶଦ୍ଦ ଟ୍ରମ୍ପ୍ ଭୁଲ୍‌ ଉଚ୍ଚାରଣ…

ଅହମଦାବାଦ: ଗତକାଲି ଅହମଦାବାଦର ମୋଟେରା ଷ୍ଟାଡିୟମରେ 'ନମସ୍ତେ ଟ୍ରମ୍ପ୍' କାର୍ଯ୍ୟକ୍ରମରେ ଅଭିଭାଷଣ ଦେବା ସମୟରେ ଟ୍ରମ୍ପ ବଲିଉଡ ଜଗତ ଓ କ୍ରିକେଟକୁ ଖୁବ୍ ପ୍ରଶଂସା କରିଥିଲେ। ଏହା ସହ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ଟ୍ରମ୍ପ ନିଜ ଅଭିଭାଷଣ ମଧ୍ୟରେ…

ନୈଶ୍ୟ ଭୋଜିରେ ଟ୍ରମ୍ପଙ୍କୁ ପରସା ଯିବ…

ନୂଆଦିଲ୍ଲୀ: ପରିବାର ସହ ୨ ଦିନ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଙ୍କର ଭାରତରେ ଆଜି ଅନ୍ତିମ ଦିନ। ଆଜି ବିଳମ୍ବିତ ସନ୍ଧ୍ୟାରେ ରାଷ୍ଟ୍ରପତି ଟ୍ରମ୍ପ୍ ତାଙ୍କ ପରିବାର ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ମଣ୍ଡଳୀ ସହ ପୁଣି ଥରେ ରାଷ୍ଟ୍ରପତି ଭବନ ଯିବେ କାରଣ,…

ସ୍ତ୍ରୀକୁ ୩୦୦ ଖଣ୍ଡ: କର୍ଣ୍ଣେଲଙ୍କୁ…

ଭୁବନେଶ୍ବର: ନିଜ ସ୍ତ୍ରୀକୁ ୩୦୦ ଖଣ୍ଡ କରି କାଟି ଟିଫିନ୍‌ ରେ ରଖିବା ଘଟାରେ ଅଭିଯୁକ୍ତ ସ୍ବାମୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପିରନାଙ୍କୁ ସଜା ଦିଆଯାଇଛି। ଦୋଷୀ ସ୍ବାମୀ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲା ଜଜ୍। ୨୦୧୩ ଜୁନ୍‌ ମାସରେ ଭୁବନେଶ୍ବର ନୟାପଲ୍ଲୀରେ ଘଟିଥିଲା…

ଚୀନକୁ ଟ୍ରମ୍ପଙ୍କ ପ୍ରଂଶସା

ନୂଆଦିଲ୍ଲୀ: ଆମେରିକା ଦୂତବାସରେ ଚୀନକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତରେ ଆଜି ୨ୟ ଦିନ। ଏହି ଅବସରରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ…