Odisha Link
Bridging the Missing Links in Odisha
Daily Archives

February 25, 2020

ମଦ ଦୋକାନକୁ ୨ ଲକ୍ଷ ଜରିମାନା !

ବ୍ରହ୍ମପୁର: ରେଳ ଷ୍ଟେସନ ନିକଟ ୨ଟି ମଦ ଦୋକାନକୁ ୨ ଲକ୍ଷ ଜରିମାନା କରାଯାଇଛି। ଦୋକାନ ସମ୍ନା ପରିଛନ୍ନ ନଥିବାରୁ ଜରିମାନା ଆଦାୟ କାଲା ବିଇଏମସି। ସୂଚନାଯୋଗ୍ୟ ଯେ, ଗତକାଲି ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ। ମଦ ଦୋକାନ ସାମ୍ନାରେ ପ୍ଲାଷ୍ଟିକ୍‌ ଗ୍ଲାସ ଓ ବୋତଲ ଦେଖି ବିରକ୍ତ…

ଦିଲ୍ଲୀ ହିଂସା: ପ୍ରବେଶ ପଥକୁ ସିଲ୍‌ ନେଇ…

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସିଏଏ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ହିଂସାତ୍ମକ ରୂପ ନେବା ସହ ଆହୁରି ଉଗ୍ର ହେବାରେ ଲାଗିଛି। ଗତକାଲି ଠାରୁ ଆରମ୍ଭ ହୋଇଥିବା ହିଂସାରେ ଜଣେ ପୁଲିସ୍‌ ହେଡ୍‌ କନେଷ୍ଟବଲଙ୍କ ସମେତ ୭ ଜଣ ପ୍ରାଣ ହରାଇବା ବେଳେ ଶତାଧିକ…

ଜଗା ଜମିକୁ ଜବରଦଖଲ

ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ଜମିରୁ ମୋଟ ୨୫ ହଜାର ଏକର ହାତକୁ ଆସିନାହିଁ। ୨୫ ହଜାର ୬୨୩ ଏକର ୯୩୦ ଡେସିମିଲ ଜମି ମନ୍ଦିର ପ୍ରଶାସନକୁ ଆସିନି। ପ୍ରଭୁ ଜଗନ୍ନାଥଙ୍କର ମୋଟ ୬୦, ୪୨୬ଏକର ଜମି ଚିହ୍ନଟ ହୋଇଛି। ସେଥିରୁ ୩୪,୮୦୩ ଏକର ଜମିର ସ୍ବାତ୍ତ୍ବଲିପି ଶ୍ରୀମନ୍ଦିର ପ୍ରଶସନକୁ ମିଳିଛି। ବାକି ଜମି…

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ୍ ହାତରେ…

ବ୍ରହ୍ମଗିରି: ପୁରୀ ଜିଲ୍ଲାର ବ୍ରହ୍ମଗିରିର ଜଣେ ଆରଆଇ ଏବଂ ପିଅନ ଭିଜିଲାନସ୍ ଜାଲରେ ଛନ୍ଦି ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଅଶ୍ବିନୀ କୁମାର ନାୟକ ନାମକ ଜଣେ ବ୍ୟକ୍ତି ନିଜ ଜମିର ମ୍ୟୁଟେସନ୍ କରାଇବା ଲାଗି ବେଶ୍ କିଛି ଦିନ ହେବ ବ୍ରହ୍ମଗିରିର ଆରଆଇ ବିଚିତ୍ରମୋହନ ମିଶ୍ରଙ୍କ ପାଖକୁ…

ଶେଷରେ ଜଙ୍ଗଲ ଫେରିଗଲା ନରହନ୍ତା ଦନ୍ତା

ଭୁବନେଶ୍ବର: ଶେଷେର ଚନ୍ଦକା ଜଙ୍ଗଲକୁ ଫେରିଯାଇଛି ନରହନ୍ତା ଦନ୍ତା। ହେଲେ ଫେରିବା ସମୟରେ ଉତ୍ପାତ ମଚେଇଛି ଦନ୍ତା। ବଣୁଆ ଦନ୍ତା ସାମ୍ନାରେ ଥିବା ପାଚେରୀ କାନ୍ଥକୁ ମଧ୍ୟ ଭାଙ୍ଗି ଦେଇଛି। ପାତ୍ରପଡ଼ାର ଚନ୍ଦକା ଫେରୁଥିବା ସମୟରେ ଦନ୍ତା ସାମ୍ନାରେ ପଡ଼ିଥିଲା କିଛି କାନ୍ଥ ପାଚେରୀ। ଯାହାକୁ ଷୁଣ୍ଢ ମାରି…

ଭାରତ ଗସ୍ତ ଅତି ଚମତ୍କାର : ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଭାରତ ମାଟିରେ ଭାରତୀୟମାନେ ତାଙ୍କୁ ଯେପରି…

ଟ୍ରମ୍ପ୍‌ଙ୍କ ଆଗମନ ଐତିହାସିକ : ମୋଦି

ନୂଆଦିଲ୍ଲୀ: ଦିଲ୍ଲୀ ହାଇଦ୍ରାବାଦ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ବକ୍ତବ୍ୟ ଦେଇ କହିଛନ୍ତି ଯେ, ଭାରତ- ଆମେରିକା ଗ୍ଲୋବାଲ୍‌…

ପେଟ୍ରୋଲ ପମ୍ପ୍‌ରେ ଜଳିଗଲା ମୋପେଡ୍

ଜୟପୁର: ପେଟ୍ରୋଲ ପମ୍ପରେ ଜଳିଗଲା ମୋପେଡ୍। ତେବେ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଅଘଟଣ ଟଳିଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୯ଟା ୩୦ ସମୟରେ ଜଣେ ବ୍ୟକ୍ତି ନିଜ ମୋପେଡ୍ ରେ ପେଟ୍ରୋଲ ଭରିବାକୁ ସ୍ଥାନୀୟ କାଳିଆ ପେଟ୍ରୋଲ ପମ୍ପକୁ ଯାଇଥିଲେ। ସେଠାରେ…

ତେଜେଶ୍ବର ବିଜେପିରେ ଯୋଗଦେବା ନେଇ…

ଭୁବନେଶ୍ବର: ବିଜୁ ଜନତା ଦଳ ନେତା ତଥା ପୂର୍ବତନ ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ଭାରତୀୟ ଜନତା ପାର୍ଟିରେ ଯୋଗବା ନେଇ ଚର୍ଚ୍ଚା ହେଉଛି। ତେବେ ଏହାକୁ ଅପପ୍ରଚାର ଓ ଗୁଜବ ବୋଲି କହିଛନ୍ତି ଶ୍ରୀ ପରିଡ଼ା। ନୂଆଦିଲ୍ଲୀରେ ଛାତ୍ର ସଂଗଠନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା କେନ୍ଦ୍ରାପଡ଼ାର…

ଭାରତ-ଆମେରିକା ମଧ୍ୟରେ ୩ଟି ଚୁକ୍ତି…

ନୂଆଦିଲ୍ଲୀ: ଭାରତ- ଆମେରିକା ମଧ୍ୟରେ ୩ଟି ଚୁକ୍ତି ସ୍ବାକ୍ଷରିତ। ବାଣିଜ୍ୟ, ସୁରକ୍ଷା, ତୈଳ କାରବାର ସହଯୋଗ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ୩ ବିଲିୟନ ଡଲାର ପ୍ରତିରକ୍ଷା ଚୁକ୍ତି ଉପରେ ମୋହର ବାଜିଛି। ମାନସିକ ସ୍ବାସ୍ଥ୍ୟ, ସୁରକ୍ଷିତ ମେଡିକାଲ ପ୍ରଡକ୍ଟ ଏବଂ ତୈଳକାର ବାରରେ ସହଯୋଗକୁ ନେଇ ଉଭୟ ଦେଶ…