Odisha Link
Bridging the Missing Links in Odisha
Browsing Tag

ODISHA ASSEMBLY

ବିଧାନସଭା : ମାତ୍ର ୮ ଦିନରେ ଶେଷ ହେଲା…

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୪ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥାଆନ୍ତା। କିନ୍ତୁ ତା ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଚଳିତଥର…

ବିଧାନସଭା: ପଦ୍ମପୁରରେ ଅର୍ଥମନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ହିଁ ୨୦୨୨-୨୩ ବର୍ଷ ଲାଗି ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହୋଇଛି। ମୋଟ ୧୬ ହଜାର ୮୦୦ ଟଙ୍କା ଅତିରିକ୍ତ ଖର୍ଚ୍ଚ ଦାବିକୁ ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍‌ ଉପସ୍ଥାପନ…

ଆଜିଠୁ ଶୀତ ଅଧିବେଶନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ । ସରକାରୀ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ସଜବାଜ। ଶୀତ ଅଧିବେଶନକୁ ଗରମ କରିବା ପାଇଁ ଅର୍ଚ୍ଚନା ନାଗ ପ୍ରସଙ୍ଗ, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରୀ ଦଳକୁ ଘେରିବାକୁ ଯୋଜନା କରିଛନ୍ତି ।…

କାଲିଠୁ ବିଧାନସଭା ଶୀତ ଅଧିବେଶନ

ଓଏଲ୍ ବ୍ୟୁରୋ: ବିଧାନସଭାରେ କାଲିଠୁ ହେବ ଶୀତ ଅଧିବେଶନ। ସରକାରଙ୍କୁ ଘେରିବାକୁ ବିଭିନ୍ନ ପ୍ରସଙ୍ଗ ନେଇ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ଥିବାବେଳେ ଚାଷୀ ଓ ଅନ୍ୟ ପ୍ରସଙ୍ଗରେ ଅଡ଼ୁଆରେ ପଡ଼ିପାରନ୍ତି ରାଜ୍ୟ ସରକାର। ବିଜେପି ଉଠାଇବ ଅର୍ଚ୍ଚନା, ଧର୍ମେନ୍ଦ୍ର ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି…

ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ…

ଓଏଲ୍ ବ୍ୟୁରୋ: କରୋନା ମହାମାରୀ ପାଇଁ ସାରା ଦେଶରେ କଟକଣା ଲାଗିରହିଥିବାବେଳେ ବିଧାନସଭାରେ ମଧ୍ୟ ସମୟକୁ ପରିବର୍ତ୍ତନ କରାଯାଇଥିଲା। ସାମ୍ବାଦିକଙ୍କୁ ବିଧାନସଭା ପ୍ରେସ ଗ୍ୟାଲେରୀକୁ ଯିବା ପାଇଁ ମଧ୍ୟ କଟକଣା କରାଯାଇଥିଲା। ବର୍ତ୍ତମାନ କଟକଣାରେ ପୂର୍ଣ୍ଣଛେଦ ପଡିଛି। ଗୃହକାର୍ଯ୍ୟ ୧ଘଣ୍ଟା ଅଧିକ ଚାଲିବ।…

ବୃଦ୍ଧି ହୋଇପାରେ ବିଧାୟକଙ୍କ ଦରମା

ଓଏଲ୍ ବ୍ୟୁରୋ : ବଢିପାରେ ବିଧାୟକଙ୍କ ଦରମା। ବିଧାନସଭାର ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଆଲୋଚନା ଶେଷ ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ନେଇ ଖୁବଶୀଘ୍ର ବାଚସ୍ପତିଙ୍କୁ ଉପଦେଷ୍ଟା କମିଟିର ରିପୋର୍ଟ ଦିଆଯିବ। ରାଜ୍ୟସରକାର ଏହାପରେ ଚୂଡାନ୍ତ ନିଷ୍ପତ୍ତି ନେବେ। ପୂର୍ବରୁ ବିଧାନସଭା ଅଧିବେଶନରେ…

ପୁଣି ବିଧାନସଭାକୁ ଫେରିଲା ଚିଟ୍‌ଫଣ୍ଡ…

ଓଏଲ୍‌ ବ୍ୟୁରୋ : ପୁଣି ବିଧାନସଭାକୁ ଫେରିଲା ଚିଟ୍‌ଫଣ୍ଡ ତାତି। ସୋମବାର ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥିଲା ଭାରତୀୟ ଜନତା ପାର୍ଟି। କାରଣ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପ୍ରତିବାଦ କରିଥିଲା ବିଜେପି। ସେହିଭଳି କଂଗ୍ରେସ ମଧ୍ୟ…

ଦଶ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍‌ ଅଧିବେଶନ। ସେହିପରି ମାର୍ଚ୍ଚ ୩୦ ତାରିଖରେ ଆଗତ ହେବ ୨୦୨୨-୨୩ ବର୍ଷ ପାଇଁ ବଜେଟ୍। ଏହାପୂର୍ବରୁ ଗୃହକୁ ସୁରୁଖରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ ଟା ୩୦ରେ…

ଆଜି ଚାଲିବ ତ ବିଧାନସଭା

ଭୁବନେଶ୍ବର: ବିଧାନସଭାର ଶୀତ କାଳୀନ ଅଧିବେଶନର ଆଜି ହେଉଛି ୭ମ ଦିନ। ହେଲେ ଗତ ୬ ଦିନ ହେଲା ଗୃହ ଅଚଳ। ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ତାତି। ବିରୋଧୀଙ୍କ ହଟ୍ଟଗୋଳ ଲାଗି ୬ ଦିନ ହବେ ଗୃହ ଚାଲିପାରୁନାହିଁ। ଏସବୁ ମଧ୍ୟରେ ଆଜି ଚାଲିବ ତ ବିଧାନସଭା। ସେ ନେଇ ବିଚାରବିମର୍ଶ ଜାରି ରହିଛି। ଆଉ…

କକ୍ଷ ତ୍ୟାଗ କଲେ ବିଜେପି ବିଧାୟକ,…

ଭୁବନେଶ୍ବର: ଆଜିବି ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ହଙ୍ଗାମା ପରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାବେ ସମ୍ମାନ ମିଳୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ଏହାସହ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ସଦସ୍ୟ।…