Odisha Link
Bridging the Missing Links in Odisha
Browsing Tag

ODISHA ASSEMBLY

ପୁଣି ବିଧାନସଭାକୁ ଫେରିଲା ଚିଟ୍‌ଫଣ୍ଡ…

ଓଏଲ୍‌ ବ୍ୟୁରୋ : ପୁଣି ବିଧାନସଭାକୁ ଫେରିଲା ଚିଟ୍‌ଫଣ୍ଡ ତାତି। ସୋମବାର ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥିଲା ଭାରତୀୟ ଜନତା ପାର୍ଟି। କାରଣ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ପ୍ରତିବାଦ କରିଥିଲା ବିଜେପି। ସେହିଭଳି କଂଗ୍ରେସ ମଧ୍ୟ…

ଦଶ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ୍‌ ଅଧିବେଶନ। ସେହିପରି ମାର୍ଚ୍ଚ ୩୦ ତାରିଖରେ ଆଗତ ହେବ ୨୦୨୨-୨୩ ବର୍ଷ ପାଇଁ ବଜେଟ୍। ଏହାପୂର୍ବରୁ ଗୃହକୁ ସୁରୁଖରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ ଟା ୩୦ରେ…

ଆଜି ଚାଲିବ ତ ବିଧାନସଭା

ଭୁବନେଶ୍ବର: ବିଧାନସଭାର ଶୀତ କାଳୀନ ଅଧିବେଶନର ଆଜି ହେଉଛି ୭ମ ଦିନ। ହେଲେ ଗତ ୬ ଦିନ ହେଲା ଗୃହ ଅଚଳ। ମମିତା ମେହେର ହତ୍ୟା ପ୍ରସଙ୍ଗକୁ ନେଇ ଗୃହରେ ତାତି। ବିରୋଧୀଙ୍କ ହଟ୍ଟଗୋଳ ଲାଗି ୬ ଦିନ ହବେ ଗୃହ ଚାଲିପାରୁନାହିଁ। ଏସବୁ ମଧ୍ୟରେ ଆଜି ଚାଲିବ ତ ବିଧାନସଭା। ସେ ନେଇ ବିଚାରବିମର୍ଶ ଜାରି ରହିଛି। ଆଉ…

କକ୍ଷ ତ୍ୟାଗ କଲେ ବିଜେପି ବିଧାୟକ,…

ଭୁବନେଶ୍ବର: ଆଜିବି ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ହଙ୍ଗାମା ପରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଭାବେ ସମ୍ମାନ ମିଳୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ଏହାସହ ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ସଦସ୍ୟ।…

ଶେଷ ହେଲା ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ବର:  ଆଜି ବିଧାନସଭାର ବଜେଟ୍ ଅଧିବେଶନ ଶେଷ ହୋଇଛି। ୫ଟି କାର୍ଯ୍ୟଦିବସ ପୂର୍ବରୁ ଆଜି ବିଧାନସଭା ବଜେଟ୍ ଅଧିବେଶନକୁ ଶେଷ କରିଦିଆଯାଇଛି । ତେବେ ଏହି ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା। ଯେଉଁଥିରେ ସମୁଦାୟ ୯ଟି ବିଲ୍ ପାରିତ ହୋଇଥିଲା। ଏଥିସହିତ ଏହି ଅଧିବେଶନରେ ଉଭୟ ଶାସକ ଓ ବିରୋଧୀଙ୍କ…

ବିଧାନସଭା: ଚଳିତ ଅଧିବେଶନରୁ ସସ୍‌ପେଣ୍ଡ…

ଭୁବନେଶ୍ୱର: ବିଧାନସଭାରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗା ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ବିଜେପିର ୩ ବିଧାୟକଙ୍କୁ ବିଧାନସଭାର ଚଳିତ ଅଧିବେଶନରୁ ସସ୍‌ପେଣ୍ଡ କରାଯାଇଛି। ବାଚସ୍ପତି ଭିଡିଓ ଫୁଟେଜ୍ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସସ୍‌ପେଣ୍ଡ ହୋଇଥିବା ବିଧାୟକମାନେ…

ବିଧାନସଭା: ରାଜ୍ୟରେ ହାଇସ୍କୁଲ ବନ୍ଦ ନେଇ…

ଭୁବନେଶ୍ୱର: ରାଜ୍ୟରେ ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଦବେଗ୍ ପ୍ରକାଶ ପାଇଛି। ଗୃହରେ ହାଇସ୍କୁଲ ପ୍ରସଙ୍ଗ ଉଠାଇବା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିବାଦ କରିଛନ୍ତି। ବିଧାନସଭା ଚାଲୁଥିବା ବେଳେ କାହିଁକି ବିଭାଗ ଏପରି ନିଷ୍ପତ୍ତି ନେଲା। ବିଧାନସଭା ଚାଲିଥିବା…

ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ…

ଭୁବନେଶ୍ବର: ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ। ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି। ଗୃହ ବିଲକୁଲ୍ ଚାଲି ପାରୁନାହିଁ। ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଉ ଏହାରି ଭିତରେ ବିରୋଧୀ…

ବିଧାନସଭା: ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ବିଧାନସଭାରେ ବିରୋଧୀ ଓ ଶାସକ ମୁହାଁମୁହିଁ ହୋଇଛନ୍ତି। ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଅପରାହ୍ନ ୪ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ ଗୃହରେ ୮ଟି ବିଲ୍ ଉପସ୍ଥାପନ ହୋଇଥିଲା। ତେବେ ଗୃହରେ ଉଭୟ ଶାସକ ଏବଂ…

କାଲିଠାରୁ ଆରମ୍ଭ ହେବ ବିଧାନସଭା…

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ସରକାରଙ୍କୁ ଘେରିବା ପାଇଁ ମାଳ ମାଳ ପ୍ରସଙ୍ଗ ରଖିଛନ୍ତି ବିରୋଧୀ। ବିଶେଷ କରି ଶିମିଳିପାଳ ନିଆଁର ତାତି ଉଠିବ ବିଧାନସଭାରେ। କେମିତି ନିଆଁ ଲାଗିଲା, ସରକାର କାହିଁକି ଉଦାସୀନ ରହିଲେ,…