Odisha Link
Bridging the Missing Links in Odisha
Browsing Tag

ODISHA ASSEMBLY

ବିଧାନସଭା: ପ୍ରଶ୍ନ କାଳରେ ଉଠିଲା ଧାନର…

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳରେ ଧାନର ଏମଏସପି ପ୍ରସଙ୍ଗ ଉଠିଛି। ବିଧାୟକ ଅମରପ୍ରସାଦ ଶତପଥୀ ଏମଏସପି ପ୍ରସଙ୍ଗ ଉଠାଇଛନ୍ତି। ତେବେ ଏମଏସପି ପ୍ରସଙ୍ଗରେ କୃଷି ମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖି କହିଛନ୍ତି ଯେ, ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ଦାବି କରାଯାଇଥିଲା।…

ବିଧାନସଭା: ତେଲ ଦର ବୃଦ୍ଧିକୁ ନେଇ…

ଭୁବନେଶ୍ବର: ବିଧାନସଭାରେ ଆଜି ତେଲ ଦର ବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା କରାଯାଇଛି। ଆଜି ତେଲ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ବିଜେଡ଼ି-ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ। ତେଲ ଦର କଂଗ୍ରେସ ସମୟରେ କମ୍ ଥିଲା ମୋଦି ସରକାରଙ୍କ ସମୟରେ ବଢ଼ିଲା। ମହାମାରୀ ସମୟରେ…

ବିଧାନସଭା: ବାଚସ୍ପତିଙ୍କ ଫାଇବର ଗ୍ଲାସ୍…

ଭୁବନେଶ୍ବର: ବିଧାନସଭାର ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ହଟ୍ଟଗୋଳ ଜାରି ରଖିଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ସମବାୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ…

ଏଥର ବିଧାନସଭା ଜଗିବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବିଧାନସଭା ସଦନର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍‌ କରିଛନ୍ତି ପୁଲିସ୍‌ ଡିଜି ଅଭୟ। ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଯୋଗାଇବାକୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ ‌ହେବେ ବୋଲି ସୂଚନା…

ସରିଲା ସର୍ବଦଳୀୟ ବୈଠକ, ଏଥର ରହିବ…

ଭୁବନେଶ୍ବର: କାଲିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବାଚସ୍ପତି ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। କାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ କିଭଳି ପରିଚାଳନା କରାଯିବ ତାକୁ ନେଇ ଆଲୋଚନା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି…

କାଲିଠୁ ବିଧାନସଭା: ବିଭିନ୍ନ ପ୍ରସଙ୍ଗରେ…

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଆରମ୍ଭ ହେବ ବିଧାନସଭା। ବଜେଟ ଅଧିବେଶନ ଆସନ୍ତା ୧୮ରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୮ରୁ ୨୭ ଯାଏ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ଯାଏ ଅନୁଷ୍ଠିତ ହେବ। ଗୁରୁତ୍ୱପୂର୍ଣ୍ଣ ଏ ଅଧିବେଶନରେ…

ବଜେଟ ଅଧୀବେଶନ: ମୁହାମୁହିଁ ହେବେ ଶାସକ ଓ…

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ୧୮ ରୁ ଆରମ୍ଭ ହେବାକୁ ଯାଉଛି। ଅଧୀବେଶନ ପାଇଁ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ଶାସକ ଦଳକୁ ଗୃହରେ ଘେରିବା ପାଇଁ ବିରୋଧ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି। ଅଧୀବେଶନ ପାଇଁ ଲମ୍ବା ପ୍ରସଙ୍ଗ ତାଲିକା ଧରି ପ୍ରସ୍ତୁତ ହେଲେଣୀ…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି…

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ । ଉଭୟ ବିଧାନସଭା ପଛପଟ ଇଡକଲ ରାସ୍ତାରେ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ…

ବିଧାନସଭା: ଆସନ୍ତାକାଲି ଯାଏଁ ଗୃହ…

ଭୁବନେଶ୍ବର: କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଦିବଂଗତ ନେତା ଓ କରୋନା ଯୋଦ୍ଧା ପ୍ରତି ଶୋକ ବ୍ୟକ୍ତ ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ମୁଲତବୀ ପରେ ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ…

ବିଧାନସଭା: ଗୃହରେ ଉପସ୍ଥାପିତ ହେଲା…

ପୁରୀ: କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏହା ସହିତ ଗୃହରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ। ବିରୋଧୀଙ୍କ ହଙ୍ଗାମା ଭିତରେ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି। ଅତିରିକ୍ତ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୦୨୦-୨୧ ବର୍ଷ ପାଇଁ ୧୧…