Odisha Link
Bridging the Missing Links in Odisha
Browsing Tag

ODISHA ASSEMBLY

ବିଧାନସଭା: ପୁଣି ଗୃହ ୩୦ ମିନିଟ ମୁଲତବୀ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। କରୋନା କଟକଣା ଭିତରେ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭାରେ ଅପରାହ୍ନ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପି ସଭ୍ୟମାନେ ପାଟିତୁଣ୍ଡ କରିଛନ୍ତି। ଦିନକରେ ଦୁଇଟି ହାଜତ ମୃତୁ୍ୟ ଅଭିଯୋଗକୁ…

କାଲିଠାରୁ ବିଧାନସଭା, ସରିଲା ପ୍ରମୁଖ ଦଳର…

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ। ଏହାର ଗୋଟିଏ ଦିନ ପୂର୍ବରୁ ୩ ଦଳର ରଣନୀତି ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ବିଧାୟକ ଦଳ ବୈଠକ ସନ୍ଧ୍ୟାରେ ହୋଇଥିଲା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡି ହୋଇଥିଲେ।…

ବିଧାନସଭା: ଏଥର ବି ପ୍ରଶ୍ନକାଳ ରହିବନି

ଭୁବନେଶ୍ୱର: ଆଜି ସର୍ବଦଳୀୟ ବୈଠକ ଶେଷ ହୋଇଛି। ତେବେ ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ ୪ ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।…

ବିଧାନସଭା ଶୀତ ଅଧିବେଶନ: ଆଜି ସର୍ବଦଳୀୟ…

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ସୁରୁଖୁରୁରେ ପରିଚାଳନା କରିବାକୁ ଆଜି ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି। ଏ ବୈଠକରେ ଅଧିବେଶନ ପରିଚାଳନା ନେଇ ବିଶଦ ଭାବେ ଆଲୋଚନା ହେବ। ନବନିର୍ବାଚିତ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ…

ବର୍ଷ ଶେଷ ପୂର୍ବରୁ ଅଧିବେଶନ

ଭୁବନେଶ୍ବର: ଚଳିତ ବର୍ଷ ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ଏନେଇ ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବା ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ ଅଧିବେଶନରେ ମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି। ଡିସେମ୍ବର ପୂର୍ବରୁ ଆଉ ୪୦ ଦିନ ଗୃହ କାର୍ଯ୍ୟ ବସିବାକୁ ବାକି…

ବିଧାନସଭା: ପାରିତ ହେଲା ବିଶ୍ବବିଦ୍ୟାଳୟ…

ଭୁବନେଶ୍ବର: ବିଧାସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ -୨୦୨୦ ପାରିତ ହୋଇଛି। ବିରୋଧୀଙ୍କ ହୋହଲା ଭିତରେ ପାରିତ ହେଲା ଏହି ବିଲ୍। ୪ ଦିନର ଆଲୋଚନା ପରେ ଗୃହରେ ବିଲ୍‌ ପାରିତ ହୋଇଛି। ବିଲ୍‌କୁ କଳା ଆଇନ କହି ବିରୋଧ କଲେ ନରସିଂହ ମିଶ୍ର। ଆଜିର ଅଲୋଚନାରେ ଭାଗ ନେଲା ନାହିଁ ବିଜେପି। ପ୍ରକାଶ ଯେ,…

ବିଧାନସଭା ଖବର: ହଟ୍ଟଗୋଳ ମଧ୍ୟରେ ଚାଲିଛି…

ଭୁବନେଶ୍ବର: ଆଜି ବିଧାନସଭାରେ ହଟ୍ଟଗୋଳ ଲାଗି ରହିଥିଲେ ବି ଜାରି ରହିଛି ଗୃହ କାର୍ଯ୍ୟ। ବିଧାନସଭାରେ ବାଚସ୍ପତି ମୁଲତବି ନୋଟିସ୍‌ ଗ୍ରହଣ ନକରିବାରୁ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ପିଏମ୍‌ କିଶାନ ଯୋଜନାକୁ ନେଇ ମୁଲତବି ନୋଟିସ୍‌ ଦେଇଥିଲା ବିଜେପି। ସେପଟେ ମୁଲତବି ନୋଟିସ୍‌କୁ ନେଇ ବାଚସ୍ପତି…

ବିଧାନସଭା ଖବର: କାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ବିଧାନସଭାରେ ଶୋକ ପ୍ରସ୍ତାବ ପରେ କାଲି ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି। କାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବି ହୋଇଛି। ପ୍ରଦୀପ ମହାରଥୀଙ୍କୁ ସମ୍ମାନ ଜଣାଇ ଗୃହ ମୁଲତବି ଘୋଷଣା ହୋଇଛି।…

ବିଧାନସଭା: ଅପରାହ୍ନ ୩ଟା ଯାଏଁ ମୁଲତବୀ…

ଭୁବନେଶ୍ବର: ହାଥରସ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସର ବିଧାୟକ ମାନେ ହଟ୍ଟଗୋଳ କରିଛନ୍ତି। କଂଗ୍ରେସ ବିଧାୟକ ମାନେ ଗୃହରେ ଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଏବଂ ଗିରଫ କରାଯାଇଥିବା ଦର୍ଶାଇ ହୋହଲ୍ଲା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

ବିଧାନସଭା: ଗୃହ ୩ଟା ଯାଏଁ ମୁଲତବୀ

ଭୁୁବନେଶ୍ୱର: ରାଜ୍ୟର କୃଷକ, ବିପିଏଲ ପରିବାରଙ୍କ ପାଇଁ ବିତ୍ୟୁତ ଶୁଳ୍କ ବଢିନାହିଁ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଶକ୍ତିମନ୍ତ୍ରୀଙ୍କ ବିବୃତି ପରେ ଅସନ୍ତୋଷ ପ୍ରକାଶ କରିଛି ବିଜେପି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ କରିଛି ବିଜେପି। ଫଳରେ ଗୃହକାର୍ଯ୍ୟ…