Odisha Link
Bridging the Missing Links in Odisha

ବିଜେଡିର କାର୍ଯ୍ୟକାରିଣୀ ବୈଠକ ବାତିଲ୍

ଭୁବନେଶ୍ବର: ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବାତିଲ୍। ଆସନ୍ତା ୧୬ ତାରିଖରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ହେବାକୁ ଥିଲା। ଯାହାକୁ ବାତିଲ୍‌ କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ବୈଠକ ସ୍ଥଗିତ ରହିବ। ଏନେଇ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା ଆଜି ସୂଚନା ଦେଇଛନ୍ତି।

Comments are closed.