Odisha Link
Bridging the Missing Links in Odisha

ଏହି ୪ ଅଭିନେତ୍ରୀଙ୍କୁ ନେବାକୁ ପଡ଼େନି ମେକ୍‌ ଅପ୍‌

ମୁମ୍ବାଇ : ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖୁବ କମ ମେକ୍ ଅପ୍ ବ୍ୟବହାର କରିଥାନ୍ତି । ତେବେ ବଲିଉଡ୍‌ର ୪ ଅଭିନେତ୍ରୀଙ୍କ ଚେହେରା କ୍ଷୀର ପରି ତୋଫା ଗୋରା ।

ତେଣୁ ସେମାନଙ୍କୁ ପ୍ରାୟତଃ କୌଣସି ମେକ୍‌ ଅପ୍‌ ନେବାକୁ ପଡ଼ି ନ ଥାଏ । ଅଭିନେତ୍ରୀ ତମନ୍ନା ଭାଟ୍ଟିଆ, ନୋରା ଫତେହି, ଉର୍ବଶୀ ରୌତେଲା ଏବଂ ୟାମୀ ଗୌତମୀଙ୍କ ଚେହେରା ଏଭଳି ।

ଶୁଟିଂ ସମୟରେ ସେମାନଙ୍କୁ ଅଧିକ ମେକ୍‌ ଅପ୍‌ ନେବାର ଆବଶ୍ୟକତା ପଡ଼େ ନାହିଁ । ସୋସିଆଲ୍‌ ମିଡ଼ିଆରେ ଏହି ୪ ଅଭିନେତ୍ରୀଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ ।

Comments are closed.