Odisha Link
Bridging the Missing Links in Odisha
Daily Archives

March 14, 2020

କରୋନା ପାଇଁ ବନ୍ଦ ରହିବ ଓଡ଼ିଶା ରାଜ୍ୟ…

ଭୁବନେଶ୍ବର : ବିଶ୍ବରେ ଦେଖା ଦେଇଥିବା କରୋନା ସଂକ୍ରମଣର ଭୟା ବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ସିଆରପି ଛକ ସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ଗବେଷଣା ଓ ତାଲିମ ପ୍ରତିଷ୍ଠାନରେ ଥିବା ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟକୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ…

କାହିଁକି ଟ୍ରୋଲ ହେଲେ ଦୀପିକା ?

ମୁମ୍ବାଇ : ବଲିଉଡ ସୁନ୍ଦରୀ ନାୟିକା ଦୀପିକା ପାଦୁକୋନ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅଭିନୟ ସମସ୍ତ ଦର୍ଶକଙ୍କ ମନ କିଣି ନେଇଛି । ସାଧାରଣତଃ ଅଭିନେତା ଓ ଅଭିନେତ୍ରୀ ଅନେକ ସମୟରେ ଫଟୋ ଶୁଟ କରିଥାନ୍ତି ଏଥିପାଇଁ ତାଙ୍କୁ ଅନେକ ସମୟରେ ମଧ୍ୟ ଟ୍ରୋଲ ହେବାକୁ ପଡିଥାଏ । ନାୟିକା ଦୀପିକା…

କରୋନା କବଳରେ ନାବାଳିକା

ପୁରୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ଭୟର ବାତାବରଣ ଖେଳି ଯାଇଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବହୁ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ପୁରୀ ସଦର ମେଡିକାଲରେ ‘କରୋନା’ ସନ୍ଦିଗ୍ଧ ବିଦେଶୀ ନାବାଳିକା । ନାବାଳିକା ଜଣକ ୟୁରୋପ୍‌…

‘କରୋନା’ ଭୟରେ ନବବଧୂଙ୍କୁ ନିର୍ଯାତନା

ଉମରକୋଟ : କରୋନାର ଭୟ ସମସ୍ତଙ୍କୁ ଘାରିବାରେ ଲାଗିଛି । ସାମାନ୍ୟ ଛିଙ୍କ ହେଲେ ମଧ୍ୟ ଲୋକ ମାନେ ଡ଼ରି ଯାଉଛନ୍ତି । ଏହି ଭାଇରସ କାରଣରୁ ଜଣେ ନବବଧୂଙ୍କୁ ନିର୍ଯ୍ୟାତନା ସହିବାକୁ ମଧ୍ୟ ପଡ଼ିଛି । ବାହାଘରକୁ ତାଙ୍କର ୧୫ ଦିନ ବିତିନି । ସାମାନ୍ୟ ଛିଙ୍କ ହେବାରୁ ‘କରୋନା’ ସନ୍ଦେହରେ ନିର୍ଯାତନା ଦେଉଥିଲେ…

୪୭ବର୍ଷ ବୟସରେ ପଦାର୍ପଣ କଲେ ରୋହିତ

ମୁମ୍ବାଇ : ବଲିଉଡ୍‌ର ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଆଜି ଜନ୍ମ ଦିନ । ୧୯୭୬ ମସିହା ମାର୍ଚ୍ଚ ୧୪ରେ ବମ୍ବେରେ ଜନ୍ମ ହୋଇଥିଲେ ରୋହିତ । ସେ ୪୭ ବୟସରେ ପାଦ ଦେଇଛନ୍ତି । ତାଙ୍କର ପ୍ରତିଟି ସିନେମାରେ ଆକ୍ସନ, ରୋମାନ୍ସ, କମେଡିର ତଡକା ଥାଏ । ରୋହିତ ଏକ ସାକ୍ଷାତ୍‌କାରରେ ନିଜର ସଂଘର୍ଷର ଦିନକୁ…

କରୋନା ପାଇଁ ରାଉରକେଲା ଏନ୍‌ଆଇଟି ଛୁଟି

ରାଉରକେଲା : କରୋନା ଭୟ ସବୁ ଜାଗାରେ ଦେଖାଯାଇଛି । ଏଥିରୁ ବର୍ତ୍ତିବା ପାଇଁ ସରକାର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଛନ୍ତି । ତେବେ ରାଉରକେଲା NITକୁ ଛୁଟି କରି ଦିଆଯାଇଛି । ଦେଶ ବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।…

ଜଗନ୍ନାଥଙ୍କ ଅର୍ଥ ଆତ୍ମସାତ୍ ଘଟଣାରୁ…

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ବୁଡାଇ ଦେବାର ଚକ୍ରାନ୍ତ ରଚିଥିବା ବିଜୁ ଜନତା ଦଳର ସରକାର ବିଧାନସଭାରେ ଜବାବ ଦେଇପାରିଲେ ନାହିଁ । ଗୃହରେ ବିରୋଧୀ ସରକାରଙ୍କୁ ୟେସ ବ୍ୟାଙ୍କ କେଳେଙ୍କାରି ବିଷୟରେ ଯେପରି ଭାବେ ଘେରିଲେ ସରକାର ଅଣନିଶ୍ୱାସୀ ହୋଇପଡିଛନ୍ତି । ସରକାରର…

କରୋନା ଭାଇରସକୁ ନେଇ ପ୍ରସ୍ତୁତ ହେଲା…

ମୁମ୍ବାଇ : ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଦେଖିବାକୁ ମିଳୁଛି । ଏଥିରେ ସଂକ୍ରମିତ ହୋଇ ହଜାର ହଜାର ଲୋକଙ୍କ ଜୀବନ ମଧ୍ୟ ଗଲାଣି । ଏଥିରୁ ନିସ୍ତାର ପାଇଁ ଏଯାଏଁ ବୈଜ୍ଞାନିକମାନେ କୌଣସି ଟିକା ବା ଭ୍ୟାକସିନ୍‌ ତିଆରି କରିପାରିନାହାଁନ୍ତି । ଭାଇରସ୍‌ ଏତେ ଭୟଙ୍କର ଯେ ଏହା ଅତି ସହଜରେ…

କରୋନାକୁ ନେଇ ସଚେତନ କଲେ ରାକ୍ଷୀ ଆଉ…

ମୁମ୍ବାଇ : କରୋନା ଭାଇରସ ସାରା ବିଶ୍ବରେ କାୟାବିସ୍ତାର କରି ସାରିଲାଣି । ଏଭଳି ସ୍ଥିତିରେ ସଂକ୍ରମଣରୁ ନିଜକୁ କେମିତି ରକ୍ଷା କରିବେ ? କ'ଣ କ'ଣ ସତର୍କତା ଓ ପଦକ୍ଷେପ ଗ୍ରହଣ କରିବେ ? ଅନେକ ସେଲେବ୍ରିଟି ମଧ୍ୟ କରୋନାଠୁ ନିଜକୁ କେମିତି ରକ୍ଷା କରିବେ ସେନେଇ ଲୋକଙ୍କୁ ସଚେତନତା କରିବା ପାଇଁ ପ୍ରୟାସ…

ବିଜେଡିର କାର୍ଯ୍ୟକାରିଣୀ ବୈଠକ ବାତିଲ୍

ଭୁବନେଶ୍ବର: ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବାତିଲ୍। ଆସନ୍ତା ୧୬ ତାରିଖରେ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ହେବାକୁ ଥିଲା। ଯାହାକୁ ବାତିଲ୍‌ କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ବୈଠକ ସ୍ଥଗିତ ରହିବ। ଏନେଇ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା ଆଜି…