Odisha Link
Bridging the Missing Links in Odisha
Daily Archives

September 18, 2020

ଦୁବାଇକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଉଡ଼ାଣ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଡ଼ାଣକୁ ୧୫ଦିନ ବାତିଲ କଲା ଦୁବାଇ ବିମାନବନ୍ଦର। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ରୋଗୀଙ୍କୁ ଦୁବାଇକୁ ପଠାଇଥିବାରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ସେବାକୁ ୧୫ଦିନ ପାଇଁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି ଦୁବାଇ। ଦୁବାଇ ବେସାମରିକ…

ଫସି ଯିବେକି କଙ୍ଗନା !

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ମାମଲାର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ସହ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ଗିରଫ କରିଛି । ଡ୍ରଗ୍ସ କୁ ନେଇ ଏନସିବିର ଖୋଳାତାଡ଼ ଜାରି ରହିଛି । ରିୟା ବଲିଉଡର ବଡ଼ ବଡ଼…

ଭୁବନେଶ୍ୱର ମର୍ଡରର ଆସିଲା ଚାଞ୍ଚଲ୍ୟକର…

ଭୁବନେଶ୍ୱର : ଭୁବନେଶ୍ୱର ମର୍ଡରର ଆସିଲା ଚାଞ୍ଚଲ୍ୟକର ତଥ୍ୟ । ହତ୍ୟାକାଣ୍ଡ ଘଟାଇଥିବା ଦୁଇ ପୁଅର ବାପା ନିହାର ପ୍ରଧାନ ଜଣେ ପେଶାଦାର ହତ୍ୟାକାରୀ । ସେ ମେ ୧୩ ୨୦୧୧ରେ ଅମିତ ପ୍ରଧାନଙ୍କୁ ନମାକ ଜଣେ  ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଥିଲେ । ତାଙ୍କ ସହ ବ୍ରହ୍ମଗିରି ଅଂଚଳରେ ନିହାର ସାହାଯ୍ୟ କରିଥିଲେ…

ଦେବୀ ମିଶ୍ରଙ୍କ ଘରେ ସିବିଆଇ

ଭୁବେନଶ୍ବର: ବରିଷ୍ଠ ବିଜେଡ଼ି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌ କରିଛି। ଏନେଇ ଭୁବନେଶ୍ବର ୟୁନିଟ୍‌-୧ ସ୍ଥିତ ଘରେ ସିବିଆଇ ରେଡ୍‌ କରିଛି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ରେ ରେଡ୍‌ ଚାଲିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ସି-ସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ବହୁ ନେତା ଓ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ କଟ୍‌…

ଭୁବନେଶ୍ବର: ଯୁକ୍ତ ଦୁଇ ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ। ନାମଲେଖା ପାଇଁ ଆବେଦନ କରିଥିବା ୩ ଲକ୍ଷ ୮୪ ହଜାର ୨୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୪୭ ହଜାର ୬୨୬ ଜଣଙ୍କୁ ଚୟନ କରାଯାଇଛି । କଳାରେ ସାଧାରଣ ବର୍ଗ ପାଇଁ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ୭୨. ୫% କଟ୍…

ଗଲୱାନ‌ ସଂଘର୍ଷରେ ଚୀନ ସୈନିକଙ୍କର ମଧ୍ୟ…

ନୂଆଦିଲ୍ଲୀ : କରୋନା ପାଇଁ ସାରା ଦେଶ ଚିନ୍ତାରେ ଥିବା ସମୟରେ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି। ଏହା ଗତ ଜୁନ ମାସରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ।ଭାରତର ୨୦ଜଣ ଯବାନ ସହିଦ ହୋଇଥିଲେ। କିନ୍ତୁ ଚୀନ ଗଲୱାନରେ ହୋଇଥିବା ଏହି ସଂଘର୍ଷରେ କୌଣସି ସେନା ଯବାନଙ୍କ ମୃତ୍ୟୁ…

କରୋନା: ରାଜ୍ୟରେ ଆଉ ୧୩ ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ୨୪ ଘଣ୍ଟା ମଧ୍ୟରେ୧୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ଯବାନଙ୍କୁ ହତ୍ୟା କରି ଫୋପାଡିଲେ ନକ୍ସଲ

ଛତିଶଗଡ଼ : ଯବାନଙ୍କୁ ହତ୍ୟା କରି ଫୋପାଡିଲେ ନକ୍ସଲ। ଯବାନ ଜଣଙ୍କ ୫ ଦିନ ନିଖୋଜ ଥିଲେ । ତାଙ୍କ ମୃତ ଦେହ ରାସ୍ତା ଉପରୁ ଉଧାର କରାଯାଇ । ମୃତ ଯବାନ ଛତିଶଗଡ଼ ଆର୍ମଡ ଫୋର୍ସରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ ନକ୍ସଲମାନେ ଯବାନଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଗୁଳି କରି ହତ୍ୟା କରିଥିଲେ । ତେବେ…

କରୋନା: ରାଜ୍ୟରେ ୪୧୮୦ ନୂଆ ପଜିଟିଭ୍‌…

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା। ୨୪ ଘଣ୍ଟା ମଧ୍ୟରେ ୪୧୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୧୩୪୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।…

ରାଜଧାନୀରେ ସଫେଇ କର୍ମଚାରୀଙ୍କ ଧାରଣା

ଭୁବନେଶ୍ବର: ରାଜଭବନ ନିକଟରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ। ସେମାନଙ୍କର ଗୋଟିଏ ଦାବି ଆମକୁ ମିଳୁ ଦରମା ଆଉ କରୋନାରୁ ସୁରକ୍ଷା ପାଇଁ ସୁରକ୍ଷା କିଟ୍। ଧାରଣାରେ ବସିଛନ୍ତି ପ୍ରାୟ ୬୦ରୁ ଅଧିକ ମହିଳା ଓ ପୁରୁଷ ସଫେଇ କର୍ମଚାରୀ। ବିଏମସିର ସଫେଇ କାମକୁ ଠିକାରେ ନେଇଥିବା ଠିକାସଂସ୍ଥା, ଏହି ସଫେଇ…