Odisha Link
Bridging the Missing Links in Odisha

୭ଟି ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ ଯବାନଙ୍କ ଦ୍ୱାରା ୭ଟି ଅଫୁଟା ବୋମା ଓ ଲ୍ୟାଣ୍ଡମାଇନ ଜବତ କରିଛନ୍ତି।

ଯୋଡ଼ାମ୍ବ ଥାନା ଟୁଟୁଗନ୍ଧି ପୁରୁଣା ପୋଲରୁ ନିକଟରୁ ଏହି ବୋମା ଜବତ ହୋଇଛି। ବିସ୍ଫୋରଣ ପାଇଁ ମାଓବାଦୀ ଏହାକୁ ଲଚୁାଇ ରଖିଥିବା ନେଇ ସନ୍ଦେହ କରାଯାଉଛି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.