Odisha Link
Bridging the Missing Links in Odisha
Daily Archives

October 20, 2020

ଓଡ଼ିଶାରେ ଚେଲ୍ଲାକୁମାର

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା ପିସିସି ପ୍ରଭାରୀ ଚେଲ୍ଲାକୁମାର। ୪ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସିଛନ୍ତି ଚେଲ୍ଲାକୁମାର। ଆସନ୍ତାକାଲି କଂଗ୍ରେସର ଜିଲ୍ଲା ସଭାପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ନିର୍ବାଚନ ପ୍ରଚାରରେ ଯିବେ। ପ୍ରଚାର ବେଳେ ବିଜେଡି…

ପୂଜା ସ୍ପେସିଆଲ ଟ୍ରେନ ଲାଇନଚ୍ୟୁତ

ପାଟନା: ଚଳିତ ବର୍ଷ ଦଶହରା ଅବସରରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଗୋରଖପୁରରୁ କୋଲକାତା ଯାଉଥିବା ପୂଜା ସ୍ପେଶାଲ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ବିହାରର ସିଲାଉଟ ଏବଂ ସିହୋ ମଧ୍ୟରେ ଟ୍ରେନର ବଗି ଦୁଇଟି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି…

ଭଲ ଖବର: କରୋନାରୁ ସୁସ୍ଥ ହେଲେ ଆଉ ୨୬୨୨…

ଭୁବନେଶ୍ୱର: ରାଜ୍ୟରେ ଦିନ କୁ ଦିନ ହ୍ରାସ ପାଇବାରେ ଲାଗିଛି କରୋନା। ଆଜି ୨୬୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨୧୯୭ ରେ ପହଁଞ୍ଚିଛି। ଖୋର୍ଦ୍ଧାରୁ ସର୍ବାଧିକ ୪୩୧ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୋଳରୁ ୨୧୬, କଟକରୁ ୧୯୭, ମୟୂରଭଞ୍ଜରୁ…

ନଭେମ୍ବର ୧୧ରୁ +୨ ଇନଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରୁ +୨ ଇନଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଜି ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ସେହିପରି ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ୧୨ ତାରିଖରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ…

ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଟ୍ ଠାରେ ବାଣିଜ୍ୟିକ ହାଇଡ୍ରୋଜେନ୍ ସିଏନଜି (ଏଚସିଏନଜି) ଉତ୍ପାଦନ ପ୍ଲାଣ୍ଟ ଏବଂ ବିତରଣ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାନବାହନ ଯାତାୟତ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ…

କମଲ ନାଥଙ୍କ ‘ଆଇଟମ୍‌’ ମନ୍ତବ୍ୟ…

ଭୋପାଳ: ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ୍‌ ନାଥ ଜଣେ ନେତ୍ରୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚନାର ଶିକାର ହୋଇଛନ୍ତି। ବିଧାନସଭା ଉପନିର୍ବାଚନ ପ୍ରଚାର ଅଭିଯାନ ଭାଷଣରେ ରାଜ୍ୟମନ୍ତ୍ରୀ ଇମର୍ତ୍ତି ଦେବୀଙ୍କୁ କମଲ ନାଥ ‘ଆଇଟମ୍‌’ ବୋଲି ସମ୍ବୋଧନ…

କନେଷ୍ଟବଳ ଲଳିତ ମୋହନଙ୍କୁ ସମ୍ମାନୀତ କଲା…

କଟକ: ନିଜର ଭଲ କାମ ପାଇଁ ପୋଲିସ କମିଶନରଙ୍କ ହାତରୁ ସମ୍ନାନିତ ହେଲେ କଟକରେ କାର୍ଯ୍ୟରତ ଟ୍ରାଫିକ କନଷ୍ଟେବଳ ଲଳିତ ମୋହନ ରାଉତ। ଜାତୀୟ ରାଜପଥରେ ପଡ଼ିଥିବା ଚିପସ ଯୋଗୁଁ ଦୁର୍ଘଟଣା ଘଟୁଥିଲା। ଏହା ଦେଖି ସେଠଆରେ ଡ୍ୟୁଟି କରୁଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତ ପାଖ ଦୋକାନରୁ ଝାଡୁ ଆଣି ରାସ୍ତା…

ହିନ୍ଦୀରେ ଟ୍ୱିଟ୍ କରି ଭାରତକୁ ଧନ୍ୟବାଦ…

ନୂଆଦିଲ୍ଲୀ: କରୋନାର କାୟାରେ ସାରା ବିଶ୍ୱ। ମହାମାରୀ କରୋନାକୁ ପ୍ରତିହତ କରିବାକୁ ଟିକା ଦୌଡ଼‌ରେ ବିଶ୍ବର ଅନେକ ଦେଶ। କୋଭିଡ -୧୯ ମହାମାରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଏଡେନମ ହିନ୍ଦୀରେ ଟ୍ୱିଟ…

ଭିଜିଲାନ୍ସ ଜାଲରେ ବିପିଏମ୍

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲ ବିପିଏମ୍ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ବ୍ଲକ ପ୍ରୋଗ୍ରାମ ମ୍ୟାନେଜର୍ ଶ୍ରୀମନ୍ତ ଅତିବୁଦ୍ଧି ଗାଡି ଭଡ଼ା ବାବଦରେ ବିଲ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ପ୍ରକାଶ ଯେ, ରାକେଶ ଚନ୍ଦ୍ର…

ପୁଣି ଥରେ ହାଥ୍ରାସ ପୀଡିତାଙ୍କ ପରିବାରକୁ…

ଲକ୍ଷ୍ନୌ: ହାଥ୍ରାସ୍ ଗଣଦୁଷ୍କର୍ମ ପୀଡିତା ପରିବାରକୁ ଆଜି ଦ୍ୱିତୀୟ ଥର ପାଇଁ ଭେଟିଛନ୍ତି ସିବିଆଇ ଟିମ୍। ଏଥିସହିତ ଅପରାଧ ଘଟିଥିବା ଜାଗା ଦେଖିଛନ୍ତି। ପୋଲିସ ପକ୍ଷରୁ ଆଲିଗଡ ଜେଲରେ ରହିଥିବା ୪ ଅଭିଯୁକ୍ତଙ୍କୁ ମଧ୍ୟ ପଚରା ଉଚୁରା କରାଯାଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ସମୟରେ…