Odisha Link
Bridging the Missing Links in Odisha
Daily Archives

October 20, 2020

ସାନିଟାଇଜ୍‌ ହେଲା ସ୍ବର୍ଗଦ୍ବାର

ପୁରୀ: ପୁରୀ ସ୍ୱର୍ଗଦ୍ୱାରରୁ କଟକଣା ଉଠିବା ପରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱର୍ଗଦ୍ୱାରକୁ ସାନିଟାଇଜ କରାଯାଇଛି। ଅଗ୍ନିଶମ ବିଭାଗ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱର୍ଗଦ୍ୱାର ପରିସର, ଚାରିପାଖ ଓ ଅଫିସକୁ ସାନିଟାଇଜ କରାଯାଇଛି। ବାହାର ଜିଲ୍ଲା ଲୋକଙ୍କ ଶବ ସଂସ୍କାର ପାଇଁ ଅନୁମତି…

ନୟାଗଡ଼ରୁ ନକଲି ଟଙ୍କା କାରଖାନ ଠାବ

ନୟାଗଡ଼: ନୟାଗଡ଼ରୁ ନକଲି ଟଙ୍କା କାରଖାନ ଠାବ। ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରକାନା ଠାବ କରାଯାଇଛି। ନକଲି ଟଙ୍କା ଦେଇ ଗାଡ଼ି କିଣିବାର ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲେ ୨ ଯୁବକ। ସୋ ରୁମ୍ ରେ ୧.୨୫ ଲକ୍ଷର ନକଲି ନୋଟ୍‌ ଦେଇଥିଲେ ୨ ଯୁବକ। ୨ ଯୁବକଙ୍କ ଉପରେ ସନ୍ଦେହ ହେବାରୁ ପୋଲିସ୍‌କୁ ଖବର…

ରାଜଧାନୀରୁ ଆଉ ୨୨୯ କରୋନା ପଜିଟିଭ…

ଭୁବନେଶ୍ୱର: ରାଜଧାନୀରେ ଗତ ୧୫ ଦିନ ହେବ କରୋନା  ପଜିଟିଭ ସଂକ୍ରମଣ କମିବାରେ ଲାଗିଛି। ଆଜି ଭୁବନେଶ୍ୱରରୁ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୮୨ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ଆଜି ୩୦୮ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି।…

ଭ୍ୟାକସିନ୍ ନ ଅସିବା ଯାଏଁ କରୋନା ବିରୋଧୀ…

ନୂଆଦିଲ୍ଲୀ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରୋନା ମୁକାବିଲାରେ ଭାରତ ସଫଳ ହୋଇଛି। ବିକଶିତ ଦେଶ ଠାରୁ ବି ଆମେ ଭଲ ସ୍ଥିତିରେ ଅଛୁ। ମୃତ୍ୟୁହାର କମିଛି। ସୁସ୍ଥ ହାର ବୃଦ୍ଧି ପାଇଛି। କରୋନା ପରୀକ୍ଷଣ ପାଇଁ ୨ ହଜାର ଲ୍ୟାବ…

ପାର୍ବଣର ଶୁଭ ଅବସରରେ ରିଲାଏନ୍ସ ଜୁଏଲ୍ସର…

ଭୁବନେଶ୍ବର: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ପାର୍ବଣ ଅବସରରେ ଏହାର ସ୍ୱତନ୍ତ୍ର ଜୁଏଲାରୀ ସମ୍ଭାର ‘ଉତ୍କଳ’ ର ଶୁଭାରମ୍ଭ କରିଛି। ଏହି ସ୍ୱତନ୍ତ୍ର କଲେକ୍ସନ ବା ସମ୍ଭାର ଓଡ଼ିଶାର କଳା, ପରମ୍ପରା ଓ ସଂସ୍କୃତିର ଚିହ୍ନ ବହନ କରୁଥିବା ଭାସ୍କର‌୍ୟ୍ୟ, ଶୈଳୀ ଓ ଡିଜାଇନ୍…

ସରକାରୀ କଳକୁ ବ୍ୟବହାର କରି ଭୋଟରଙ୍କୁ…

ବାଲେଶ୍ୱର: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛି। ସରକାରୀ କଳକୁ ବ୍ୟବହାର କରି ବିଜେଡି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛି, ଯାହାକି ସଂପୂର୍ଣ୍ଣଭାବେ ବେନିୟମ ଓ ବେଆଇନ। ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ…

ସ୍କୁଟି ଅରୋହୀଙ୍କ ଉପରେ ଚଢ଼ିଗଲା ଟ୍ରକ୍

କରଞ୍ଜିଆ: ମୟୂରଭଞ୍ଜର ରରୁଆ ନିକଟରେ ଟ୍ରକ୍ ତଳେ ଚାପି ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୋଟିଏ ସ୍କୁଟିରେ ଯାଉଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଘଟିବା ସମୟରେ ଜଣଙ୍କର ମୃତ୍ୟୁ ଘଟିଥିଲା। ୨ ଘଣ୍ଟା ଉଦ୍ୟମ ପରେ ଅନ୍ୟ ୨ ଜଣଙ୍କୁ ମଧ୍ୟ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ…

ସମ୍‌ରେ ନୂତନ ରେନାଲ୍ ପାଥୋଲୋଜି ବିଭାଗର…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍‌ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ (ଆଇଏମ୍‌ଏସ୍ ଆଣ୍ଡ ସମ୍‌) ହସ୍ପିଟାଲ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ଯନ୍ତ୍ର ଉଦ୍‌ଘାଟିତ ହୋଇଯାଇଛି।…

ଇସ୍ପାତର ଚାହିଦା ବଢ଼ାଇବା ପାଇଁ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଇସ୍ପାତ୍‌ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ‘ଆତ୍ମନିର୍ଭର ଭାରତ: ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରରେ ବୃଦ୍ଧି’ରେ ଯୋଗଦେଇ ଗ୍ରାମୀଣ ବିକାଶରେ ଭାରତୀୟ ଇସ୍ପାତ୍ କ୍ଷେତ୍ରର ଭୂମିକା ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଏବଂ…

ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାରୁ…

ଭୁବନେଶ୍ୱର: କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ କୋଭିଡକୁ ପରାସ୍ତ କରିଛନ୍ତି। ସମ୍ କୋଭିଡ ହସ୍ପିଟାଲ୍‌ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର ଶତପଥୀ। ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କ୍ୟାନ୍ସର ଚିକିତ୍ସା…