Odisha Link
Bridging the Missing Links in Odisha

ଓଡ଼ିଶାରେ ଚେଲ୍ଲାକୁମାର

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା ପିସିସି ପ୍ରଭାରୀ ଚେଲ୍ଲାକୁମାର। ୪ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସିଛନ୍ତି ଚେଲ୍ଲାକୁମାର। ଆସନ୍ତାକାଲି କଂଗ୍ରେସର ଜିଲ୍ଲା ସଭାପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ନିର୍ବାଚନ ପ୍ରଚାରରେ ଯିବେ। ପ୍ରଚାର ବେଳେ ବିଜେଡି ଓ ବିଜେପି ଭାଇଭାଇକୁ ପ୍ରସଙ୍ଗ କରିବେ ଚେଲ୍ଲାକୁମାର।

ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ଭୁବନେଶ୍ବରରେ ରହଣି ସମୟରେ ସେ ଦଳର ବରିଷ୍ଠ ନେତା, ସଭାପତି, କଂଗ୍ରେସ ବିଧାୟକ ଦଳ ନେତା, ପୂର୍ବତନ ସଭାପତି, ମହିଳା କଂଗ୍ରେସ, କିଷାନ କଂଗ୍ରେସ ଓ ଛାମୁଆ ସଂଗଠନର ନେତାମାନଙ୍କ ସହ ଦଳର ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

Comments are closed.