Odisha Link
Bridging the Missing Links in Odisha

ଜିଏସ୍‌ଟି ଠକେଇରେ ମହିଳା ଅଟକ

ବାଲାଙ୍ଗୀର: ଜିଏସ୍‌ଟି ଠକେଇରେ ଜଣଙ୍କୁ ଅଟକ ରଖିଛି ବଲାଙ୍ଗୀର ପୁଲିସ୍। ତେବେ ଚାଷଙ୍କୁ ଋଣ ଦେବେ କହି ୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଘଟଣାରେ ଟାଉନଥାନାରେ ଅଟକ।

ସୂଚନାଅନୁସାରେ, ଠକାମୀର ଶିକାର ହୋଇଥିବା ୨ ଜଣ ବିରେନ୍ଦ୍ର ଭୋଇ ଓ ସବିତା ରଣା ଦେଓଗାଁ ଥାନା ଏବଂ ସଇଁତଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରିଥିଲା ଓ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି।

ସେମାନେ ଅଭିଯୋଗ କରିଥିଲେ ଯେ, ଶିନ୍ଦୂଜା ଷ୍ଟିଲ ନାମକ ଏକ କମ୍ପାନୀର ୨ କୋଟି ଟଙ୍କା ଜିଏସ୍‌ଟି ଠକେଇରେ ସଂପୃକ୍ତି ରହିଛି।

Comments are closed.