Odisha Link
Bridging the Missing Links in Odisha
Daily Archives

November 8, 2020

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ୧୩୧୧…

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥ‌ଙ୍କ ହାର ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୩୧୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୮୮ ହଜାର୧୬୮ରେ ପହଞ୍ଚିଛି। ଏନେଇ ରାଜ୍ୟ…

ବାଇଡେନ୍‌ଙ୍କୁ ‘ଗଜନୀ’ ସହ ତୁଳନା କଲେ…

ନୂଆଦିଲ୍ଲୀ: ଆମେରିକା ନିର୍ବାଚନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସବୁ ଘଟଣାରେ ନିଜର ମତ ରଖୁଥିବା କଙ୍ଗନା ରଣାୱତ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋସେଫ୍‌ ଆର୍‌ ବାଇଡେନ୍‌ ଓ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କର ବିଜୟ ଉପରେ ମଧ୍ୟ ଖୋଲାଖୋଲି ଭାବେ ନିଜର ପ୍ରତିକ୍ରିୟା ଦେଇଛନ୍ତି।…

ରାଜ୍ୟରେ ବଢୁଛି ଶୀତ, ଦାରିଙ୍ଗବାଡିରେ…

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଢିବ ଶୀତ ପ୍ରକୋପ। ସାରା ରାଜ୍ୟରେ ୨ ଦିନ ଭିତରେ ପାରଦ ୨ରୁ ୩ ଡିଗ୍ରୀ କମିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ବରର ତାପମାତ୍ରା ୧୭ଡିଗ୍ରୀକୁ ଖସିପାରେ। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରୀକୁ ଖସି ଆସିଥିବା ବେଳେ…

ସିଡିଏସ୍-୨ ପରୀକ୍ଷାରେ ଓଡ଼ିଆ ଝିଅ ଅଦିିତି…

ଭୁବନେଶ୍ୱର: ସିଡିଏସ (କମ୍ବାଇନଡ ଡିଫେନ୍ସ ସର୍ଭିସ୍)-୨ ପରୀକ୍ଷାରେ ଢେଙ୍କାନାଳର ଝିଅ ଅଦିତି ପରିଡ଼ା ମହିଳା ବିଭାଗରେ ଟପ୍ପର ହୋଇପାରିଛନ୍ତି। ନିକଟରେ ପ୍ରକାଶ ପାଇଥିବା ସିଡିଏସ୍ ପରୀକ୍ଷା ଫଳରେ ୨୪୧ ଜଣଙ୍କୁ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ସର୍ଟ ସର୍ଭିସ କମିଶନ (ଏସଏସସି) କୋର୍ସ…

ସୁରକ୍ଷାକର୍ମୀ -ଆତଙ୍କବାଦୀ ମୁହାମୁହିଁ:…

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ସୀମାନ୍ତରେ ରବିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାମୁହିଁ। ଜମ୍ମୁ-କାଶ୍ମୀରର କୁପୱାଡା ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତୀୟ ସେନାର ୪ ଜଣ ବିଏସଏଫ୍ ଯବାନ ସହୀଦ ହୋଇଛନ୍ତି। ସୂଚନା…

ଜେଲ ଗଲେ ଅର୍ଣ୍ଣବ

ମୁମ୍ବାଇ: ଜେଲ ଗଲେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଆଜି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇ ଦିଆଯାଇଛି। ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏହା ପୂର୍ବରୁ ଅର୍ଣ୍ଣବଙ୍କୁ ଆଲିବାଗ…

ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟି ନେଲେ ୪୦…

ବାଲେଶ୍ୱର: ଆଖିରେ ଲଙ୍କା ଗୁଣ୍ଡ ପକାଇ ଜଣେ ବ୍ୟବସାୟୀଙ୍କ ଠାରୁ ୪୦ ହଜାର ଟଙ୍କା ଲୁଟି ନେଲେ ଲୁଟେରା। ଏହି ଘଟଣାଟି ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଭଗିଆ ଉଭରବ୍ରିଜ୍ ନିକଟରେ ଘଟିଛି। ଜଣେ ବ୍ୟବସାୟୀ ନିଜର ମୋଟର ସାଇକେଲରେ ଘରକୁ ଫେରୁଥିବା ସମୟରେ ଲୁଟେରା ତାଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ…

“ମୋ ଧାମ ମୋ ଗର୍ବ” ସ୍ୱଚ୍ଛତା…

ପୁରୀ: ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛତା ସହର କରିବା ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇ ଥିଲା ‘ମୋ ଧାମ ମୋ ଗର୍ବ‘ ସଚେତନତା କାର୍ଯ୍ୟକ୍ରମ। ଗତ ଏକ ସପ୍ତାହ ବ୍ୟାପୀ ସ୍ଵଚ୍ଛତା ସମ୍ବନ୍ଧୀୟ ସଚେତନତା ଧର୍ମୀ ଅଭିଯାନ ‘ମୋ ଧାମ ମୋ ଗର୍ବ ‘ର ଆଜି ଉଦଯାପନୀ ଉତ୍ସବ ବ୍ଲୁ ଫ୍ଲାଗ ବିଚ ସମୁଦ୍ର…

ଟ୍ରୋଲ୍‌ର ଶିକାର ହେଲେ ବିଗ ବି

ମୁମ୍ବାଇ: ବଲିଉଡର ବିଗ ବି ଟ୍ରୋଲର ଶିକାର ହୋଇଛନ୍ତି। ଅମିତାଭ ବଚ୍ଚନ ସୋଶିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ଏଥିସହିତ ନିଜର ଦିନଚର୍ଯ୍ୟା ବିଷୟରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଥାନ୍ତି। ଅମିତାଭ ନିଜର ଏକ ଫଟୋ ସୋଶିଆଲ ମିଡିଆରେ ଶେୟାର କରି ଏକ କ୍ୟାପ୍‌ସନ ଦେଇଛନ୍ତି ଯେଉଁଥିପାଇଁ…

ଶତାଧିକ ମହିଳାଙ୍କୁ ପଠାଇଲେ ନିଜ ଅଶ୍ଳୀଳ…

କର୍ଣ୍ଣାଟକ: ଶତାଧିକ ମହିଳାଙ୍କୁ ନିଜ ଅଶ୍ଳୀଳ ଫଟୋ ପଠାଇ ୫୪ ବର୍ଷୀୟ ବ୍ୟକ୍ତି ଗିରଫ। ବ୍ୟକ୍ତି ଜଣଙ୍କ ୬ ମାସ ମଧ୍ୟରେ ୧୨୦ ମହିଳା ସମେତ ୨୦୦ରୁ ଅଧିକ ବ୍ୟକ୍ତିଙ୍କୁ ନିଜ ଅଶ୍ଳୀଳ ଫଟୋ ପଠାଇଛନ୍ତି।କର୍ଣ୍ଣାଟକ ପୋଲିସ ଗତ ଶୁକ୍ରବାର ଦିନ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରିଛି। ଏକ ସପ୍ତାହ…