Odisha Link
Bridging the Missing Links in Odisha
Daily Archives

November 8, 2020

ରାଜଧାନୀରୁ ଆଉ ୫୭ ଜଣ କରୋନା ପଜିଟିଭ୍…

ଭୁବନେଶ୍ୱର: ରାଜଧାନୀରୁ ଆଉ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୦୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୩ ଜଣ ରହିଥିବା ବେଳେ ୪୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ।…

ମାଓବାଦୀଙ୍କୁ ଆତ୍ମସମର୍ପଣ ନେଇ…

ମାଲକାନାଗିରି: ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ଦିନିକିଆ ଗସ୍ତରେ ଯାଇଥିଲେ ପୁଲିସ ଡିଜି ଅଭୟ। ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି। ଡିଜିପି କହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିସହ ମାଓବାଦୀଙ୍କୁ ଆତ୍ମସମର୍ପଣ…

ଡିସେମ୍ବର ୧୨ରେ ବାର୍‌ ଆସୋସିଏସନ୍‌…

କଟକ: ରାଜ୍ୟର ସବୁ ବାର୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ବାର୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ଡିସେମ୍ବର ୧୨ ତାରଖକୁ ଧାର୍ଯ୍ୟ କରାଯାଇଛି। ବାର୍‌ ଆସୋସିଏସନ୍‌ ନିର୍ବାଚନ ପାଇଁ ଆଜି ରାଜ୍ୟ କାଉନସିଲ୍‌ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଗତ ମାର୍ଚ୍ଚ ମାସରେ ବାର୍‌…

ବାଣ ବିସ୍ଫୋରଣରେ ୪ ଗୁରୁତର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଖଣତ ଗ୍ରାମରେ ଏକ ବିସ୍ଫୋରଣ ଘଟିଛି। ବାଣ ପ୍ରସ୍ତୁତ ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଦୁର୍ଘଟଣାଟରେ ୪ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ପ୍ରଥମେ ସେମାନଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା…

ନମିତା ଟୋପ୍ପୋଙ୍କୁ ମିଳିବ ଏକଲବ୍ୟ…

ଭୁବନେଶ୍ବର: ଆନ୍ତର୍ଜାତୀୟ ହକି ଖେଳାଳୀ ନମିତା ଟୋପ୍ପୋଙ୍କୁ ମିଳିବ ଏକଲବ୍ୟ ପୁରସ୍କାର। ୨୦୨୦ ବର୍ଷ ପାଇଁ ୨୮ ତମ ଏକଲବ୍ୟ ପୁରସ୍କାର ପାଇଁ ନମିତା ଟୋପ୍ପୋଙ୍କୁ ମନୋନିତ କରାଯାଇଛି। ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଏହି ମନୋନୟନ କରାଯାଇଛି। ପୁରସ୍କାର ବାବଦରେ ନମିତାଙ୍କ ୫ ଲକ୍ଷ ଟଙ୍କା ସହ…

ଜିଏସ୍‌ଟି ଠକେଇରେ ମହିଳା ଅଟକ

ବାଲାଙ୍ଗୀର: ଜିଏସ୍‌ଟି ଠକେଇରେ ଜଣଙ୍କୁ ଅଟକ ରଖିଛି ବଲାଙ୍ଗୀର ପୁଲିସ୍। ତେବେ ଚାଷଙ୍କୁ ଋଣ ଦେବେ କହି ୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଘଟଣାରେ ଟାଉନଥାନାରେ ଅଟକ। ସୂଚନାଅନୁସାରେ, ଠକାମୀର ଶିକାର ହୋଇଥିବା ୨ ଜଣ ବିରେନ୍ଦ୍ର ଭୋଇ ଓ ସବିତା ରଣା ଦେଓଗାଁ ଥାନା ଏବଂ ସଇଁତଳା ଥାନାରେ ଅଭିଯୋଗ କରିଥିଲେ।…

ହରିଣ ଛାଲ ଜବତ, ତିନି ଗିରଫ

ଢେଙ୍କାନାଳ: ବନ ବିଭାଗ ପାଞ୍ଚଟି ହରିଣ ଛାଲ ଓ ତିନି ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ତା ସହ ସେମାନଙ୍କଠାରୁ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଛି ବନ ବିଭାଗ। କପିଳାସ ବନାଞ୍ଚଳରେ ବନ ଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦେଶ କ୍ରମେ କପିଳାସ ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଙ୍ଗ କରୁଥିଲେ।…

ଟ୍ରମ୍ପଙ୍କୁ ଆଉ ଏକ ଝଟକା, ମେଲେନିଆ ଦେବେ…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପକୁ ଆଉ ଏକ ଝଟକା। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ପରେ ତାଙ୍କ ପତ୍ନୀ ମିଲେନିଆ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ମେଲେନିଆ ଟ୍ରମ୍ପଙ୍କ ସହିତ ୧୫ ବର୍ଷର ପୁରୁଣା ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ହ୍ଵାଇଟ୍ ହାଉସ୍‌ର ଜଣେ ପୂର୍ବତନ ସହଯୋଗୀ ସୂଚନା…

ଉପ-ରାଷ୍ଟ୍ରପତି କମଳା ହ୍ୟାରିସ ମାଆଙ୍କୁ…

ୱାସିଂଟନ: ଆମେରିକା ଉପ-ରାଷ୍ଟ୍ରପତି ଭାବେ କମଳା ହ୍ୟାରିସ ନିର୍ବାଚିତ ହେବା ପରେ ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛିନ୍ତି। କମଲା ହ୍ୟାରିସ୍ କହିଛନ୍ତି ଯେ, ମୋର କିମ୍ବା ଜୋ ବିଡେନଙ୍କ ନିର୍ବାଚନ ଠାରୁ ବଡ଼ କଥା ହେଉଛି, ଆମେରିକୀୟ ଭରଷା। ଯେଉଁମାନେ ଆମକୁ ନିର୍ବାଚିତ କରିଛନ୍ତି। ଏହି ଅବସରରେ କମଲା…

ବଲିଉଡ୍‌ ପ୍ରଯୋଜକଙ୍କ ଘରେ ରେଡ୍ କଲା…

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କାରବାରରେ ଅନେକ ସେଲିବ୍ରେଟିଙ୍କ ନାଁ ଉଠିଥିଲା। ତେବେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକ ପିରୋଜ୍‌ ଏ. ନାଦିୱାଦ୍‌ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ବାସଭବନରେ ପହଁଞ୍ଚିଥିଲା ଏନ୍‌ସିବି। ଡ୍ରଗ୍ସ କାରବାର ମାମଲାରେ…