Odisha Link
Bridging the Missing Links in Odisha

ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁ  ହାର କମିବାରେ ଲାଗିଛି। ତେବେ ରାଜ୍ୟରେ ଆଖି ବୁଜିଲେ ଆଉ ୧୩ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୫୪ରେ ପହଞ୍ଚି ଯାଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୩ ମୃକଙ୍କ ମଧ୍ୟରୁ ସର୍ବାଧିକ ସମ୍ବଲପୁର,ମୟୁରଭଞ୍ଜରୁ ୩ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ସୁନ୍ଦରଗଡ଼ରୁ ୨ ଜଣ, ବାଲେଶ୍ବର,ବରଗଡ଼, ଭୁବନେଶ୍ବର,ଖୋର୍ଦ୍ଧା, କେଉଁଝରରୁ ଜଣେ ଲୋଖାଏଁ ରହିଛନ୍ତି ।

Comments are closed.