Odisha Link
Bridging the Missing Links in Odisha
Daily Archives

November 10, 2020

ଉପନିର୍ବାଚନରେ ଲୋକଙ୍କୁ ବିଜୟର ଶ୍ରେୟ…

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ବାଜିମାତ କରିଛି ଶାସକ ବିଜେଡି।ଉପନିର୍ବାଚନରେ ବିଜୟ ହାସଲ କରିଥିବା ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଓ ବିଜୟ ଶଙ୍କର ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।…

ଫୁଟ୍‌ବଲ୍‌ ପଡ଼ିଆରେ କାଟିଲେ ୫୦ ଜଣଙ୍କ…

ନୂଆଦିଲ୍ଲୀ: ମୋଜାମ୍ବିକ କ୍ୟାବୋ ଡେଲ୍‌ଗାଡୋରେ ଆଇଏସ ଆତଙ୍କବାଦୀ କରିଛନ୍ତି ନରସଂହାର। ଆତଙ୍କବାଦୀମାନେ ୫୦ ଜଣ ବ୍ୟକ୍ତିଙ୍କର ମୁଣ୍ଡ କାଟିଥିବା ନେଇ ରାଷ୍ଟ୍ରାୟତ ‘ମୁଜାମ୍ବିକ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି। ରିପୋର୍ଟ ମୁତାବକ, ଗାଁରେ ଥିବା ଫୁଟ୍‌ବଲ୍‌ ପଡ଼ିଆକୁ ‘ସଂହାର କ୍ଷେତ୍ର’ରେ…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୧୪୪୮…

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ସୁସ୍ଥଙ୍କ ହାର ସଂକ୍ରମିତଙ୍କଠୁ ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ୧୪୪୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୯୧୧୩୭କୁ ବୃଦ୍ଧି ଘଟିଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା…

ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ୍…

ନୂଆଦିଲ୍ଲୀ: ଡ଼ିସେମ୍ବର ସୁଦ୍ଧା ସବୁ ବ୍ୟାଙ୍କ ଜମାଖାତାକୁ ଆଧାର ସହ ଯୋଡ଼ିବା ଓ ଆବଶ୍ୟକସ୍ଥଳେ ପାନ କାର୍ଡ଼ ସହ ସଂଯୋଗ କରିବା ପାଇଁ ବ୍ୟାଙ୍କ ସମୁଦାୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ସହିତ ରୁ-ପେ କାର୍ଡ଼କୁ ଗ୍ରାହକମାନଙ୍କ ନିମନ୍ତେ ପ୍ରଥମ ବିକଳ୍ବ ଭାବରେ…

ସୁରକ୍ଷା ପାଇଁ ଗୃହ ମନ୍ତ୍ରୀଙ୍କୁ ଅନୁରୋଧ…

ଭୁବନେଶ୍ୱର: ସାରୁଅ ଜମି ମାମଲାରେ ପୁଲିସର ଆକ୍ରୋଶକୁ ନେଇ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ ଆଣିଛନ୍ତି ଗୁରୁତର ଅଭିଯୋଗ। ଜଗୀ ପଣ୍ଡାଙ୍କ ବାପା ପୋଲିସ୍ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ଆମେ ୧୦ ଦିନ ହେଲା ଗୃହବନ୍ଦୀ ଅଛୁ। ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଅପିଲ କରୁଛୁ ଆମକୁ…

ଉପନିର୍ବାଚନ: ତିର୍ତୋଲରେ ବିଜେଡ଼ିର…

ଭୁବନେଶ୍ୱର: ତିର୍ତୋଲ ଉପନିର୍ବାଚନରେ ବିଜେଡ଼ି ବାଜିମାତ କରିଛି। ଫଳରେ ବିଜେଡ଼ିର ବିଜୟ ହୋଇଛି। ତିର୍ତୋଲରେ ବିଜେପି ଶାସକ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲେବି ହରାଇବାରେ ସମର୍ଥ ହୋଇପାରିନାହିଁ। ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟ ଶଙ୍କର ଢେ଼ର ଆଗରେ ରହିଛନ୍ତି। ଫଳରେ ତାଙ୍କର ସମର୍ଥକମାନେ ବିଜୟ…

ଉପନିର୍ବାଚନ: ବାଲେଶ୍ବରରେ ବିଜେଡ଼ିର…

ଭୁବନେଶ୍ୱର: ବାଲେଶ୍ବରରେ ବିଜେଡ଼ି ପ୍ରାର୍ଥୀ ସ୍ବରୂପ ଦାସ ବିଜୟ ଲାଭ କରିଛନ୍ତି। ବାଲେଶ୍ୱରରେ ବିଜେପି ଶାସକ ବିଜେଡ଼ିକୁ କଡ଼ା ଟକ୍କର ଦେଇଥିଲେବି ହରାଇବାରେ ସମର୍ଥ ହୋଇପାରିନାହିଁ। ଫଳରେ ବାଲେଶ୍ୱର ଉପନିର୍ବାଚନରେ ବିଜେଡ଼ି ବାଜିମାତ କରିଛି। ଏହା ସହିତ ବାଲେଶ୍ୱରରେ ଆହୁରି ଦୁଇ ରାଉଣ୍ଡ ଭୋଟ ଗଣତି…

କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ବରଗଡ ଜିଲ୍ଲାର ଅନେକ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇବାରୁ ବଞ୍ଚିତ ଅଛନ୍ତି। ବିଶେଷ କରି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ବାଦିକଟା, ଭେଙ୍ଗରାଜପୁର, ଲଖମରା, ଝିଟିକି, ଲରମ୍ଭା ( ବରଗଡ ) ଆଦି ଗ୍ରାମ ପଞ୍ଚାୟତର ଚାଷୀମାନେ ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଫସଲ ବୀମା ଟଙ୍କା…

ଫେଲ୍‌ ମାରିଲା ବେଣୁ ମଉସାଙ୍କ କେଟଲି

ବାଲେଶ୍ବର: ଆଜି ପ୍ରକାଶ ପାଇବ ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଫଳାଫଳ। ଏଥିପାଇଁ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା। ଏହାରି ମଧ୍ୟରେ ଉଭୟ ଉପନିର୍ବାଚନୀ କ୍ଷେତ୍ରରେ ୨୦ ରାଉଣ୍ଡ ଭୋଟ ଗଣତି ସରିଲାଣି। ୨୦ ରାଉଣ୍ଡ ସୁଦ୍ଧା ଉଭୟ ଉପନିର୍ବାଚନ ମଣ୍ଡଳୀରେ ଶାସକ ବିଜୁ ଜନତା ଦଳ ଆଗରେ…

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗ, ୨୩ରେ…

ଭୁବନେଶ୍ୱର: ଘରୋଇ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗରେ ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏଥିସହ ରାଜ୍ୟ ସରକାର ସ୍କୁଲ ଫି’ ଛାଡ଼ ନିଷ୍ପତ୍ତି ହାଇକୋର୍ଟ ଉପରେ ଛାଡ଼ି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଜବାବ ଦାଖଲ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖ ହେବ ବୋଲି ଦିନ…