Odisha Link
Bridging the Missing Links in Odisha

ନିର୍ବାଚନ ଫଳାଫଳ: ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ବର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଫଳା ପ୍ରକାଶ ପାଇବ। ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ତିର୍ତ୍ତୋଲରେ ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ରହିଛି।

ଷଷ୍ଠ ରାଉଣ୍ଡ ପରେ ବିଜେଡି ୮୧୧୪ଖଣ୍ଡ ଭୋଟରେ ଆଗୁଆ ରହିଛି । ବିଜେଡି ୨୧୯୯୬, ବିଜେପି ୧୩୮୮୨, କଂଗ୍ରେସ ୨୭୯୦ ଖଣ୍ଡ ଭୋଟ ପାଇଛନ୍ତି।

Comments are closed.