Odisha Link
Bridging the Missing Links in Odisha
Daily Archives

November 12, 2020

ଓପିଏସ୍‌ସିର ନୂଆ ସଦସ୍ୟ ହେଲେ ବିଭୁତି…

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂଆ ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ସମବାୟ ସମିତିର ପୂର୍ବତନ ରେଜିଷ୍ଟ୍ରାର୍‌ ବିଭୂତି ଭୂଷଣ ପଟ୍ଟନାୟକ ଓ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ସୁଧାଂଶୁ ଶେଖର ରଥ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅଧିସୂଚନା…

କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ? ନୀତିଶ…

ପାଟନା: ବିହାର ରାଜନୀତିକୁ ନେଇ ଚର୍ଚ୍ଚା। ବିହାରରେ ସରକାର ଗଠନ କରିବାକୁ ଏନଡିଏ ମ୍ୟାଜିକ ନମ୍ବର ହାସଲ କରିଥିଲେ ହେଁ କିଏ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ଗୁରୁବାର ଜେଡିୟୁର…

ସମାଜର ସବୁ ବର୍ଗର ଲୋକଙ୍କ ପାଇଁ…

ଭୁବନେଶ୍ବର: ଦେଶରେ ଅର୍ଥନୀତିକୁ ସୁଦୃଢ଼ କରିବା, ଚାହିଦା ବଢ଼ାଇବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଚାପଗ୍ରସ୍ତ କ୍ଷେତ୍ର, ଚାଷୀ, ଏମଏସଏମଇ ଏବଂ ମଧ୍ୟବିତ୍ତ ଆୟ ସମୂହଙ୍କୁ ସାହାଯ୍ୟ କରିବା ପାଇଁ ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ୨.୬୫ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଘୋଷଣା କରିଥିବାରୁ…

କରୋନା: ରାଜ୍ୟରେ ସୁସ୍ଥ ହେଲେ ୧୨୬୪…

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ଆଉ ୧୨୬୪ ଜଣ ସୁସ୍ଥ ହୋଇ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ସେହିଭଳି ଅନୁଗୁଳରୁ ୧୧୦,…

ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ…

ଭୁବନେଶ୍ୱର: ମ୍ୟାଲେରିଆର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପକୁ ହାତକୁ ନିଆଯାଇଛି। ଉଭୟ ବିଭାଗ ମିଳିତ ଭାବେ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରିବ ପାଣିପାଗ…

ଖାରଜ ହେଲା ଗ୍ୟାଙ୍ଗଷ୍ଟାର ରାଜା…

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟର ଜାମିନ ଖାରଜ ହୋଇଛି। ଏନେଇ ଜାମିନ୍‌ ଖାରଜ କଲେ ଅତିରିକ୍ତ ଜିଲା ଦୌରାଜଜ୍। ନିକଟରେ ଦାଦାବଟି ଆଦାୟ ମାମଲାରେ ରାଜା ଆଚାର୍ଯ୍ୟ ଗିରଫ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ, ଘର ତିଆରି ନେଇ ଗ୍ୟାଙ୍ଗଷ୍ଟାର ରାଜା ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲେ।…

କୋର୍ଟରେ ହାଜର ହେଲେ ଅନୁଭବ

କଟକ: ଆଜି କୋର୍ଟରେ ଓକିଲଙ୍କ ଜରିଆରେ ସାଂସଦ ଅନୁଭବ ମହାନ୍ତି ହାଜର ହୋଇଛନ୍ତି। ତେବେ ଆସନ୍ତା ଡିସେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ପାରିବାରିକ ହିଂସା ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ…

ତିର୍ତ୍ତୋଲ ଓ ବାଲେଶ୍ବରବାସୀଙ୍କୁ…

ଭୁବନେଶ୍ୱର: ଉପ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିର୍ତ୍ତୋଲ ଓ ବାଲେଶ୍ବରବାସୀଙ୍କୁ ସମ୍ବୋଧନ କରିଛନ୍ତି। ତିର୍ତ୍ତୋଲ ଓ ବାଲେଶ୍ୱରରେ ବିପୁଳ ବିଜୟ ପରେ ଦୁଇଟି ଆସନର ବିଜେତା ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ନବୀନ। ବିଜୟୀ ହୋଇଥିବା ନୂଆ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହ…

ଗଡ଼ିବ ୪ଟି ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଲୱେ ପକ୍ଷରୁ ଆହୁରୀ ୪ଟି ସ୍ପେଶାଲ ଟ୍ରେନ୍ ଚାଲିବ। ବିଶାଖାପାଟଣା-ରାୟଗଡ଼ା, ପଲାସା-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍, ପଲାସା-ଭୁବନେଶ୍ୱର, ସମ୍ବଲପୁର-ରାୟଗଡ଼ା ସ୍ପେଶାଲ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଯଥେଷ୍ଟ ଯାତ୍ରୀ ହେଉ ନଥିବାରୁ ଆଉ ୫ ଯୋଡ଼ା…

୧୧,୨୦୦ କୋଟିର ଅତିରିକ୍ତ ବଜେଟକୁ ରାଜ୍ୟ…

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ କରିଛନ୍ତି। ଆଜି ସଂଧ୍ୟାରେ ବସିଥିବା ରାଜ୍ୟ ମନ୍ତ୍ରୀପରିଷଦର ବୈଠକରେ ଏହାକୁ ମଞ୍ଜୁର କରାଯାଇଛି। ଏହି ଅତିରିକ୍ତ ବଜେଟକୁ ଆସନ୍ତା ୨୦ ତାରିଖରେ ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବ। ଗତ ଫେବ୍ରୁଆରି ମାସରେ ରାଜ୍ୟ…