Odisha Link
Bridging the Missing Links in Odisha
Daily Archives

November 12, 2020

ସମ୍ ଅଲ୍ଟିମେଟ୍ ମେଡିକେୟାର ବିଶେଷଜ୍ଞଙ୍କ…

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାର ସର୍ଜନଙ୍କ ଦ୍ୱାରା ପୁଣି ସଫଳତାର ସହ ସମ୍ପାଦିତ ହୋଇଛି ଏକ ଜଟିଳ ଅସ୍ତ୍ରୋପଚାର। ଏକ ୧୨ ମାସର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ବାହାର କରାଯାଇଛି ଆତ ମଞ୍ଜି। ଏହି ମଞ୍ଜି ଅଟକିଥିବା ଯୋଗୁଁ ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା। ବରଗଡ ଜିଲ୍ଲା…

ଦରଜୀଙ୍କ ରାସଲୀଳା: ବିବାହିତ ମହିଳାଙ୍କୁ…

ଅନୁଗୁଳ: ପ୍ରଥମେ ପ୍ରେମ। ପରେ ଯୌନ ସମ୍ପର୍କ ଓ ପରିଶେଷରେ ବ୍ଲାକ୍‌ମେଲିଂ। ଏପରି ଏକ ଖବର ଆସିଛି ଅନୁଗୁଳ ଜିଲ୍ଲାରୁ। ଜଣେ ବ୍ୟକ୍ତି ଜଣେ ବିବାହିତ ମହିଳାଙ୍କୁ ପ୍ରେମ ଜାଲରେ ଫସାଇଲା। କେବଳ ସେତିକି ନୁହେଁ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଲା। ଏପରିକି ଅନ୍ତରଙ୍ଗ ମୁହୂର୍ତ୍ତକୁ ସବୁ…

କରୋନା: କଟକରେ ୪୬.୩୯ ପ୍ରତିଶତ ଆଣ୍ଟିବଡ଼ି

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ କମିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି କଟକରେ ହୋଇଥିବା ସେରୋ ସର୍ଭେର ରିପୋର୍ଟ ସାମ୍ନାକୁ ଆସିଛି । ସିଏମସି କମିଶନର ଅନନ୍ୟା ଦାସ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି। ୨ରୁ ୫ ନଭେମ୍ବର ଯାଏଁ…

ବ୍ୟାନ୍ ପରେ ଭାରତକୁ ଖୁବଶୀଘ୍ର ଫେରିବ…

ନୂଆଦିଲ୍ଲୀ: PUBG ୟୁଜରଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ନୂଆ ରୂପରେ ଭାରତ ଫେରିବାକୁ ଯାଉଛି ଲୋକପ୍ରିୟ ଗେମିଂ ଆପ୍‌ PUBG। ସାଉଥ୍‌ କୋରିଆ କମ୍ପାନୀ ପବଜୀ କର୍ପୋରେସନ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତକୁ ପବଜୀ ମୋବାଇଲ୍‌ ଗେମ୍‌ ଫେରିବା ନେଇ ଘୋଷଣା କରିଛି। ତେବେ କେବଳ ଭାରତ ପାଇଁ ନୂଆ ଫିଚର…

ଅଭିନେତା ଆସିଫ୍ ବାସ୍ରା କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ପରଲୋକରେ ବଲିଉଡ ଓ ଟେଲିଭିଜନ ଜଗତର ଆଉ ଜଣେ ଚର୍ଚ୍ଚିତ ଚେହେରା। ବଲିଉଡର ଦିବଙ୍ଗନ୍ତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଦୁଃଖ ଲୋକଙ୍କ ମନରେ ଏବେ ବି ତାଜା ରହିଥିବାବେଳେ ଏବେ ଆଉଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ହିମାଚଳ ପ୍ରଦେଶର କାଙ୍ଗଡା ଜିଳ୍ଲାର ଧର୍ମଶାଳାରେ…

କରୋନା: ଭୁବନେଶ୍ବରରୁ ୬୯ ସଂକ୍ରମିତ…

ଭୁବନେଶ୍ୱର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ଭୁବନେଶ୍ୱରରୁ ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୬୫ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୫ ଜଣ ରହିଥିବା ବେଳେ ୫୪ ଜଣ ହେଉଛନ୍ତି…

୧୮ ଗ୍ରାମ୍ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ପୁରୀ: ପୁରୀ କୋଣାର୍କ ଥାନା ପୋଲିସ ବ୍ରାଉନ ସୁଗାର ବେପାର କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୮ ଗ୍ରାମ୍ ବ୍ରାଉନସୁଗାର ସହ ୫୦ ହଜାର ଟଙ୍କା ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କୋଣାର୍କ ଅଣସରା ଅଞ୍ଚଳର ପ୍ରଭାତ ସେଠୀ ଓ ଜୁଣେଇର ଦିଲ୍ଲୀପ କାଣ୍ଡି। ମିଳିଥିବା…

ଜୟପୁର ହତ୍ୟା ଘଟଣାର ପର୍ଦ୍ଦାଫାଶ: ୩…

ଜୟପୁର : ପଟ୍ଟାଙ୍ଗୀ ପୁଲିସ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି। ଜଣେ ସୁପାରୀ କିଲରଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ଠାରୁ ହତ୍ୟା କରିଥିବା ସାମଗ୍ରୀ, ଗୋଟିଏ କାର୍, ଗୋଟିଏ ବୁଲେଟ୍ ସହ କିଛି ଗ୍ଲୋଭସ ମଧ୍ୟ ଜବତ ହୋଇଛି । ସୂଚନା ଅନୁସାରେ, ଅନୀଲଙ୍କ ଭାଇ ସୁନୀଲ…

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ

ଲକ୍ଷ୍ମୀପୁର: ଆଜି ଏକ ମାଲବାହୀଟ୍ରେନ ମଝିରୁ ଅଲଗା ହେଇଯାଇଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। କୋରାପୁଟ ଲକ୍ଷ୍ମୀପୁର ଷ୍ଟେଷନ ନିକଟରେ ଏହି ଘଟଣାଟି ଘଟିଛି। ସୂଚନା ଅନୁସାରେ,  ମାଲବାହୀ ଟ୍ରେନଟି ଦାମନଯୋଡ଼ିରୁ ପାଉଡର ନେଇ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି। ତେବେ ଟ୍ରେନଟି ମଝିରୁ…

ନିର୍ମଳା ସୀତାରମଣ: ସହରୀ ଗରିବ ପାଇବେ…

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବଙ୍କ ପାଇଁ ତିଆରି ହବ ପକ୍କା ଘର। ମୋଟ ୧୨ ଲକ୍ଷ ପକ୍କା ଘର ନିର୍ମାଣ କରାଯିବ ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମନିର୍ଭର ଭାରତ ୩.୦ ସମ୍ପର୍କରେ ଘୋଷଣାବେଳେ ଅର୍ଥମନ୍ତ୍ରୀ ଏଭଳି ଖୁସି ଖବର…