Odisha Link
Bridging the Missing Links in Odisha

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ

ଲକ୍ଷ୍ମୀପୁର: ଆଜି ଏକ ମାଲବାହୀଟ୍ରେନ ମଝିରୁ ଅଲଗା ହେଇଯାଇଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। କୋରାପୁଟ ଲକ୍ଷ୍ମୀପୁର ଷ୍ଟେଷନ ନିକଟରେ ଏହି ଘଟଣାଟି ଘଟିଛି।

ସୂଚନା ଅନୁସାରେ,  ମାଲବାହୀ ଟ୍ରେନଟି ଦାମନଯୋଡ଼ିରୁ ପାଉଡର ନେଇ ବିଶାଖାପାଟଣା ଯାଉଥିବା ଜଣାପଡ଼ିଛି। ତେବେ ଟ୍ରେନଟି ମଝିରୁ ଅଲଗା ହୋଇଯିବା ଖବର ପାଇ ଘଟଣାସ୍ଥଳରେ ମେକାନିକ ଟିମ ପହଞ୍ଚିଛି

Comments are closed.