Odisha Link
Bridging the Missing Links in Odisha

ଯୁକ୍ତ ୩ରେ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ବର: ଯୁକ୍ତ ୩ରେ ନାମଲେଖା ଅବଧି ବଢ଼ିଲା। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁକ୍ତ ୩ରେ ଆଗାମୀ ଡିସେମ୍ବର ୫ ତାରିଖ ସନ୍ଧ୍ୟା ୫ଟା ଯାଏଁ ସ୍ପଟ୍ ଓ ୱେଟିଂ ଆଡମିସନ୍ ଚାଲିବ।

ଠିକ୍ ସେହିପରି ୯ ତାରିଖ ସନ୍ଧ୍ୟା ୫ଟା ଯାଏଁ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ତାଲିକା ପ୍ରକାଶ ପାଇବ।

Comments are closed.