Odisha Link
Bridging the Missing Links in Odisha

ଏକାଠି ନଜର ଆସିବେ ଧର୍ମେନ୍ଦ୍ରଙ୍କ ତିନି ପିଢ଼ି

ମୁମ୍ବାଇ: ବଲିଉଡ଼ର ଲୋକ ପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କ ଅଭିନିତ ସିନେମା ‘ଅପନେ’ ବେଶ ଲୋକପ୍ରୟ ହାସଲ କରିଥିଲା। ଏହି ସିନେମାଟି ୨୦୦୭ ମସିହାରେ ସିନେମା ହଲରେ ରିଲଜ ହୋଇଥିଲା।

ତେବେ ସିନେମା ଅପନେର ସିକ୍ବେଲ ଖୁବଶୀଘ୍ର ହେବ ବୋଲି ଘୋଷଣା କରାଯାଇଛି। ଏହି ସିନେମା ସନି ଦେୱଲ, ବବି ଦେୱଲ ଏବଂ ନାତି କରନ ଦେୱଲ ନଜର ଆସିବେ। ଦର୍ଶକ ତିନିଟି ଯାକ ପିଢିର କଳାକାରଙ୍କୁ ଏହି ସିନେମାରେ ଏକାଠି ଦେଖିବାକୁ ପାଇବେ।

ଧର୍ମେନ୍ଦ୍ର ନିଜର ଟ୍ବିଟର୍ ପେଜରେ ଏକ କ୍ଲିକ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, ଭଗବାନଙ୍କ ଦୟାରୁ , ଆଉ ଆପଣଙ୍କ ମାନଙ୍କୁ ପ୍ରାର୍ଥନା ଯୋଗୁଁ ଆମେ ଅପନେ-୨ କରିବାକୁ ନିଷ୍ପତ୍ତି ନେଇଛୁ’।

Comments are closed.