Odisha Link
Bridging the Missing Links in Odisha
Daily Archives

November 30, 2020

ମହିଳା ମୋର୍ଚ୍ଚାର ପୂର୍ବତନ ରାଷ୍ଟ୍ରୀୟ…

ଭୂବନେଶ୍ୱର : ଭାରତୀୟ ଜନତା ପାର୍ଟୀ ମହିଳା ମୋର୍ଚ୍ଚାର ପୂର୍ବତନ ରାଷ୍ଟ୍ରୀୟ ସଭାନେତ୍ରୀ କିରଣ ମାହେଶ୍ୱରୀଙ୍କ ଗତ କାଲି ରାତିରେ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତାଃ ମାହେଶ୍ୱରୀଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ରାଜ୍ୟ ବିଜେପି ତରଫରୁ ନୀରବ ପ୍ରାର୍ଥନା କରାଯାଇଥିଲା । ଜଣେ ଦୃଢ ଓ ସୁସଂଗଠିକା…

ଭୋପାଳରେ ପେଟ୍ରୋଲର ଦର ବୃଦ୍ଧି, ଲିଟର…

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଭୋପାଳରେ ପେଟ୍ରୋଲର ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ଅତିକ୍ରମ କରିଛି। ତେବେ ଆଜି ରାଜଧାନୀରେ ଡିଜେଲ ଲିଟର ପିଛା ୮୦.୧୦ ଟଙ୍କାରେ ବିକ୍ରି ହୋଇଛି। ପେଟ୍ରୋଲ ପମ୍ପ ମାଲିକ ସଂଘର ସଭାପତି ଅଜୟ ସିଂଙ୍କ ସୂଚନା ଅନୁସାରେ ସମଗ୍ର ବିଶ୍ୱରେ…

ମାସକୁ ୭୦ ହଜାର ଟଙ୍କା ଘର ଭଡ଼ା ଦେଉଥିଲା…

ମୁମ୍ବାଇ: ଜଣେ ଟ୍ରାକ୍ସି ଡ଼୍ରାଇଭର ଘର ଉପରେ ଚଢ଼ଉ କରିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଉକ୍ତ ଟ୍ୟାକ୍ସି ଡ଼୍ରାଇଭରର ଜମା ଓ ଋଣର ହିସାବ ଦେବାକୁ ବ୍ୟାଙ୍କକୁ ଅନୁରୋଧ କରିଛି ଏନସିବି। ଡ଼୍ରାଇଭର ଜଣକ ହେଲେ ନବାବ ଶେଖ। ସେ ଦକ୍ଷିଣ ମୁମ୍ବାଇର ଲାମିଙ୍ଗଟନ ରୋଡ଼ରେ ଅସ୍ଥିତ ପ୍ଲସ ନାଥାନି ହାଇଟ୍ସ…

ଆସନ୍ତାକାଲିଠୁ ୨୨ଟି ରୁଟରେ ଗଡିବ ୧୪୪ଟି…

ଭୁବନେଶ୍ଵର : ରାଜଧାନୀ ବାସିଙ୍କ ପାଇଁ ଖୁସି ଖବର। ଏଣିକି ଭୁବନେଶ୍ଵରର ସମସ୍ତ ରୁଟ୍‌ରେ ଚଳାଚଳ କରିବ ମୋ ବସ୍‌ । ଏନେଇ ବସ୍‌ ପରିଚାଳନାକାରୀ ‘କ୍ରୁଟ୍‌’ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ କେବଳ ରୁଟ୍‌ ନମ୍ବର ୨୯କୁ ଛାଡି ଅନ୍ୟ ସବୁ ରୁଟ୍‌ରେ ମୋ’ ବସ୍‌ ଚାଲି। ଆସନ୍ତାକାଲିଠୁ ୨୨ଟି ରୁଟରେ ଗଡିବ…

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ମୋହନା : ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମର୍ମନ୍ତ ସଡ଼କ ଦୁର୍ଘଟଣାଟି ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ଗାଁ ନିକଟରେ ଘଟିଛି। ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ମୃତକମାନେ ହେଲେ ଦମାଦୁଆ ଗାଁର…

ଭୁବନେଶ୍ବରରୁ ଆଜି ୨୮ଜଣ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଭୁବନେଶ୍ବରରୁ ଆଜି ୨୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍ ୪ଟି ହୋଇଥିବାବେଳେ ୨୪ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛନ୍ତି। https://twitter.com/bmcbbsr/status/1333393720830349314 କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ବଡ଼ଗଡ଼ରୁ ୨ଜଣ…

ରାଜ୍ୟରେ ସୁସ୍ଥ ହେଲେ ୮୦୯ କରୋନା…

ଭୁବନେଶ୍ବର: ରାଜ୍ୟରୁ ଆଜି ୮୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। https://twitter.com/HFWOdisha/status/1333394470365106176 ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୮୨ଜଣ ଆକ୍ରାନ୍ତ…

ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ

ଭୁବନେଶ୍ୱର : ଓଡ଼ିଶାର ଡାକ୍ତରୀ ଇତିହାସରେ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରାଯାଇ ପାରିଛି । ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଦିନ ଦ୍ୱିତୀୟ ଥର ପାଇଁ ସଫଳତାର ସହ ଲିଭିଙ୍ଗ ଡୋନର୍…

ବିଗ୍ ବସ୍ ୧୪ରେ ରୁବିନାଙ୍କ ବଡ଼ ଖୁଲାସା

ମୁମ୍ବାଇ : ଟେଲିଭିଜନ ରିୟଲିଟି ଶୋ ବିଗ୍ ବସ୍ ୧୪ ଖୁବ ଚର୍ଚ୍ଚାରେ ରହିଛି। ବିଗ୍ ବସ୍ ର ପ୍ରତିଯୋଗୀ ରୁବିନା ଦିଲାଏକ ଓ ଅଭିନବ ଶୁକ୍ଳା ଯୋଡ଼ିକି ଅନେକ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ତେବେ ଏହି ଶୋରେ ଦେଖିବାକୁ ମିଳିଛି ବିଗ୍ ବସ୍ ଏକ ଟାକ୍ସ ଦେଛନ୍ତି ଯେଉଁଥିରେ ପ୍ରତ୍ୟେକ ସଦସ୍ୟଙ୍କୁ ନିଜ ଜୀବନ ସହ…

ଏକାଠି ନଜର ଆସିବେ ଧର୍ମେନ୍ଦ୍ରଙ୍କ ତିନି…

ମୁମ୍ବାଇ: ବଲିଉଡ଼ର ଲୋକ ପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କ ଅଭିନିତ ସିନେମା 'ଅପନେ' ବେଶ ଲୋକପ୍ରୟ ହାସଲ କରିଥିଲା। ଏହି ସିନେମାଟି ୨୦୦୭ ମସିହାରେ ସିନେମା ହଲରେ ରିଲଜ ହୋଇଥିଲା। ତେବେ ସିନେମା ଅପନେର ସିକ୍ବେଲ ଖୁବଶୀଘ୍ର ହେବ ବୋଲି ଘୋଷଣା କରାଯାଇଛି। ଏହି ସିନେମା ସନି ଦେୱଲ, ବବି ଦେୱଲ ଏବଂ ନାତି…