Odisha Link
Bridging the Missing Links in Odisha
Daily Archives

December 17, 2020

କରୋନା: ରାଜ୍ୟରୁ ୩୭୬ଜଣ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ରାଜ୍ୟରୁ ୩୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୩୨୦୫୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ…

ଇସଲାମମାଦ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ପାକିସ୍ତାନ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଆମୀର। ୨୮ ବର୍ଷୀୟ ଏହି ଖେଳାଳି କ୍ରିିକେଟରୁ ସନ୍ନ୍ୟାସ ନେବା ସହିତ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଗୁମର ଖୋଲିଛନ୍ତି। ଯାହା କ୍ରିକେଟ ଜଗତରେ ଚହଳ ପକାଇଛି। ୨୮ ବର୍ଷୀୟ ଆମୀର କ୍ରିକେଟକୁ ଅଲବିଦା…

ଆସନ୍ତା କାଲି ଖୋଲିବ ରାଜ୍ୟ ଜନଜାତି…

ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ୍‌ ଡିସେମ୍ବର ୧୮ ତାରିଖଠାରୁ ଭୁବନେଶ୍ୱର ସିଆର୍‌ପି ଛକ ନିକଟ ରାଜ୍ୟ ଜନଜାତି ସଂଗ୍ରହାଳୟ ସର୍ବସାଧାରଣଙ୍କ ପାଇଁ ଖୋଲିବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଥିବା ଏହି ସଂଗ୍ରହାଳୟକୁ…

ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ, ୨୮…

ନୂଆଦିଲ୍ଲୀ: ଭାରତୀୟ ସେନା ଏବେ ହେବ ଆହୁରି ଶକ୍ତିଶାଳୀ। କାରଣ ପ୍ରତିରକ୍ଷା ମନ୍ତ୍ରଣାଳୟ ନୂତନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସୈନ୍ୟ ଉପକରଣ ପାଇ ୨୮ ହଜାର କୋଟି ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିିଛି। ଏନେଇ ଗୁରୁବାର ଦିନ ସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ ଲଦାଖରେ ଭାରତ-ଚୀନ…

ଭିଜିଲାନ୍ସ ଜାଲରେ ୩ ଯନ୍ତ୍ରୀ

ନବରଙ୍ଗପୁର: ଆଦିବାସୀ ଉନ୍ନୟନ ସଂସ୍ଥାର ୩ଜଣ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନଙ୍କର ନିକଟରୁ ୩ଲକ୍ଷ ୯ହଜାର ୪୦୦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଆଇଟିଡିଏର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝୀ ସମେତ ଦୁଇ ସହକାରୀ ଯନ୍ତ୍ରୀ ବି.ଏନ.ବେହେରା (…

ଅନ୍‌ଲାଇନ୍‌ରେ ଉପଲବ୍‌ଧ ସବୁ ଶ୍ରମ ଆଇନ ଓ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପରିଶ୍ରମ ପୋର୍ଟାଲର ଲୋକାର୍ପଣ କରିବା ସହିତ ୨୨ ପ୍ରକାର ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ…

ଚୋରି ଶିଶୁପୁତ୍ର ଉଦ୍ଧାର, ୪ ଗିରଫ

ରାଉରକେଲା: ରାଉରକେଲାରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଆଜି ଉଦ୍ଧାର କରାଯାଇଛି। ଶିଶୁପୁତ୍ରକୁ ଉଦ୍ଧାର ବେଳେ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ୫ ବର୍ଷର ଶିଶୁପୁତ୍ରକୁ ପଶ୍ଚିମବଙ୍ଗ ମିଦାନପୁରରୁ ପୋଲିସ ଉଦ୍ଧାର କରିଛି। ଚୋରି ରାକେଟରେ ସମ୍ପୃକ୍ତ ୩ ମହିଳାଙ୍କ ସମେତ ୪ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।…

ଜେଲ୍ ଗଲେ ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଆଜି ସନ୍ଧ୍ୟାରେ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସର୍ବେଶ୍ୱର ଜେଲ ଯାଇଛନ୍ତି। ସେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରହିବେ।…

କିଟ୍ ବିଶ୍ୱବିଦ୍ୟାଳୟକୁ…

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟକୁ ୧୩ତମ କ୍ୱାଲିଟି କାଉନ୍ସି୍ଲ୍‍ ଅଫ୍‍ ଇଣ୍ଡିଆ (କ୍ୟୁସିଆଇ)- ଡିଏଲ୍‍ ଶାହ କ୍ୱାଲିଟି ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ କ୍ୟୁସିଆଇ-ଡିଏଲ୍‍ ଶାହ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ୩ୟ ଭର୍ଚୁଆଲ୍‍ କନ୍କ୍ଲେୁଭ୍ରେନ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି…

ବିଧାୟକ ପଦରୁ ଇସ୍ତଫା ଦେଲେ ଜିତେନ୍ଦ୍ର…

ପଶ୍ଚିମବଙ୍ଗ: ଆଗକୁ ଆସୁଛି ପଶ୍ଚିମବଙ୍ଗ ନିର୍ବାଚନ। ହେଲେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଶୁଭେନ୍ଦୁ ଅଧିକାରୀଙ୍କ ପରେ ପାର୍ଟିର ବିଧାୟକ ତଥା ଆସନସୋଲ ନଗରନିଗମର ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦଳରୁ ଇସ୍ତଫା ଦେବା…