Odisha Link
Bridging the Missing Links in Odisha
Daily Archives

December 19, 2020

କଟକ ପରେ ଭଦ୍ରକରୁ ନକଲି ଜର୍ଦ୍ଦା…

ଭଦ୍ରକ: କଟକ ପରେ ଏବେ ଭଦ୍ରକରେ ଦେଖିବାକୁ ମିଳିଛି ନକଲି କାରାଖାନା। ଆଜି ଜର୍ଦ୍ଦା ତିଆରି ହେଉଥିବା ଏକ ଘର ଉପରେ ଚଢାଉ କରି ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ୨ ଲକ୍ଷରୁ ଅଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖିଛି। ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର…

ପୀଡ଼ିତାଙ୍କୁ ନିର୍ଯାତନା ଦେଇ ନିଲମ୍ବିତ…

ନରସିଂହପୁର: ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କୁ ଥାନାରେ ମାନସିକ ନିର୍ଯାତନା ଦେବା ଅଭିଯୋଗରେ କଟକ ଗ୍ରାମାଞ୍ଚଳ ଏସପି ବି. ଯୁଗଳ କିଶୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନରସିଂହପୁର ଥାନାର ସବଇନ୍ସପେକ୍ଟର ରବୀନ୍ଦ୍ର କୁମାର ନାୟକଙ୍କୁ ନିଲମ୍ବିତ କରାଯାଇଛି। ସେପଟେ ଦୁଷ୍କର୍ମ ମାମଲାର ମୁଖ୍ୟ…

କରୋନା: ରାଜ୍ୟରୁ ସୁସ୍ଥ ହେଲେ ୩୬୨…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା। ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯ଟି ଜିଲ୍ଲାରୁ ୩୬୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୨୧, ୩୦୯କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ…

କରୋନା: ରାଜ୍ୟରୁ ସୁସ୍ଥ ହେଲେ ୩୬୨…

କଟକ: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଛି ଗଞ୍ଜେଇ କାରବାର। ଏହି କାରବାରକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅବାକାରୀ ବିଭାଗ ଓ ପୋଲିସ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ କରୁଛନ୍ତି। ରାଜ୍ୟ ସରକାର ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ବେଶ୍‌ ଗୁରୁତ୍ବ ଦେଉଛନ୍ତି। ଚଳିତ ବର୍ଷ ଅନାନ୍ୟ ନିଶାଦ୍ରବ୍ୟ ସହ…

ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ…

ଭୁବନେଶ୍ୱର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗସ୍ତର ଦ୍ୱିତୀୟ ଦିନରେ ଇଣ୍ଡିଆନ ଅଏଲର ଅତ୍ୟାଧୁନିକ ଲ୍ୟୁବ୍ରିକାଂଟ୍ ପ୍ଲାଂଟ୍ ଲୋକାର୍ପଣ କରିବା ସହ ଏହି ପ୍ଲାଂଟ ପୂର୍ବ ଭାରତର ସାମାଜିକ ଓ ଅର୍ଥନୈତିକ ବିକାଶର ଗେମ୍‌ଚେଞ୍ଜର ହେବ ଏବଂ ବିଶ୍ୱସ୍ତରୀୟ…

ଜବତ ହେଲା ନକଲି ସୋୟା ବଡ଼ି କାରଖାନା

କଟକ: ଦିନକୁ ଦିନ କଟରେ ନକଲି କାରଖାନା ଠାବ ହେବାରେ ଲାଗିଛି। ଆଜି ବି କଟକରେ ସୋୟା ବଡ଼ି କାରଖାନା ଠାବ କରାଯାଇଛି। ସବୁ ଜିନିଷ ଶସ୍ତାରେ ମିଳୁଥିବା କଟକର ଜଗତପୁର ଅଞ୍ଚଳରେ ରହିଛି ଏହି ଅପମିଶ୍ରିତ ସୋୟା ବଡ଼ି କାରାଖାନା। ଏହି ନକଲି କାରଖାନାରେ ଅପମିଶ୍ରିତ ସୋୟା ବଡ଼ି ପ୍ରସ୍ତୁତ କରାଯାଇ ମହକ…

ବିତ୍ୟୁତ ତାର ଛିଡ଼ି ଜଳିଗଲା ଗାଡ଼ି, ଜଣେ…

ବ୍ରହ୍ମପୁର: ବୁଗୁଡା ଥାନା ଅନ୍ତର୍ଗତ ବି .ବ୍ରହ୍ମପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଟ୍ରାକ୍ଟର ଉପରେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର ଚାଲିଗଲା ଡ୍ରାଇଭରଙ୍କ ଜୀବନ। ସୂଚନା ଅନୁସାରେ ଧାନ ଅମଳ ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା।ନିଆଁ ଜଳି ଉଠିବାରୁ ଶୁଖିଲା ବାଉଁଶ ଦ୍ବାରା ସ୍ଥାନୀୟ ଲୋକେ…

ରାସ୍ତା କଡ଼ରୁ ହଟିବ ପୁରୁଣା ଗାଡ଼ି

ଭୁବନେଶ୍ୱର: ରାଜଧାନୀ ରାସ୍ତା କଡ଼ରୁ ପୁରୁଣା ଗାଡ଼ିର ହଟାଇବାକୁ ନିର୍ଦ୍ଦେଶ। ଏନେଇ ବାରମ୍ବାର ଅଭିଯୋଗ ପରେ ଏବେ ଚେତା ପ୍ରଶାସନର ଚେତା ପଶିଛି। ରାଜଧାନୀ ରାସ୍ତା କଡ଼ରୁ ପୁରୁଣା ଗାଡ଼ି ଗୁଡ଼ିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି ଟ୍ରାଫିକ। ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ…

ଇସ୍ତଫା ଦେଲେ ଛାତ୍ର କଂଗ୍ରେସର…

ନୂଆଦିଲ୍ଲୀ: ଛାତ୍ରଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ପ୍ରଭାରୀ ରୂଚୀ ଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଏମିତି ସମୟରେ ଆସିଛି ଯେତେବେଳେ କଂଗ୍ରେସ ନୂଆ ଅଧ୍ୟକ୍ଷ ଚୟନ କରିବା ସହ ଆହୁରି ଅନେକ ଗରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୈଠକ କରୁଛି। ଗୁପ୍ତାଙ୍କୁ ରାହୁଲ…

ଟେଷ୍ଟ କ୍ରିକେଟ୍‌ରେ ଇତିହାସ ରଚିଲେ…

ଆଡିଲେଡ: ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ପ୍ରଥମ ଇନିଂସରେ ଭଲ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଘରୋଇ ଅଷ୍ଟ୍ରେଲିଆ ଦଳ ୮ ଓ୍ବିକେଟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ବାଜି ମାରି…