Odisha Link
Bridging the Missing Links in Odisha

ଖୁସି ଖବର: ସିଧାସଳଖ ଓଡ଼ିଶା ଆସିବ ଟିକା

ଭୁବନେଶ୍ୱର: ଆସନ୍ତା ୧୦ ଦିନ ମଧ୍ୟରେ ଟିକାକାରଣ ଆରମ୍ଭ ହେବ ବୋଲି ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଟିକାକରଣ ପାଇଁ ଓଡ଼ିଶା ସମେତ ୧୯ଟି ରାଜ୍ୟକୁ ସିଧାସଳଖ ଆସିବ କରୋନା ଟିକା।

ଟିକା ବାବଦରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି। ଅନ୍ୟ ୧୮ଟି ରାଜ୍ୟ ଜିଏମଏସଡି ଜରିଆରେ ଟିକା ପାଇବେ। ସବୁ ରାଜ୍ୟ ଟିକାକାରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Comments are closed.