Odisha Link
Bridging the Missing Links in Odisha
Daily Archives

January 6, 2021

ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ବନ୍ଧୁକ ଜବତ। ବିମାନବନ୍ଦରରେ ଚେକିଂ ବେଳେ ଜଣେ ଯାତ୍ରୀଙ୍କ ଠାରୁ ବନ୍ଧୁକ ଜବତ ହୋଇଛି। ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ଚେନ୍ନାଇ ଯାଇଥାନ୍ତେ। ଜନତ ବନ୍ଧୁକର କୌଣସି କାଗଜପତ୍ର ନଥିଲା ସେଥିପାଇଁ ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାପୋର୍ଟ ଥାନାକୁ ହସ୍ତାନ୍ତର…

ଗୁଗୁଲ ପେ’ ନାଁରେ ଠକେଇ, ଲିଙ୍କ୍ ଖୋଲୁ…

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକେଇ ମାମଲା ବଢିପାରେ ଲାଗିଛି। ଏହାର ଶିକାର ହେଉଛନ୍ତି ବହୁଲୋକ। ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସାଇବର ଠକ ଲୁଟୁଛନ୍ତି ଟଙ୍କା। ଗୁଗୁଲ ପେ’ ନାଁରେ ଠକେଇ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଗୁଗୁଲ ପେ’ ନାଁରେ ଲଟିଛନ୍ତି ୫୩ ହଜାର ଟଙ୍କା। ସୂଚନା ମୁତାବକ,…

ସ୍କୁଲ ପାଇଁ ହେଲପ୍ ଲାଇନ୍ ନମ୍ବର ଜାରି…

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଓ କଲେଜ ଖୋଲିବା ନେଇ ବିଏମସିର ବୈଠକ ଶେଷ ହୋଇଛି। ବୈଠକ ପରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ବିଏମସି ପକ୍ଷରୁ ହେଲପ ଲାଇନ୍‌ ନମ୍ବର ଲାଇନ୍ ଖୋଲାଯାଇଛି । ସ୍କୁଲ କର୍ତ୍ତୃପକ୍ଷ ଏହି ନମ୍ବରରେ ଯୋଗାଯୋଗ କରିପାରିବେ। ଏଥିସହ ସ୍କୁଲ ଓ…

ଆଗାମୀ ୨ ମାସ ସତର୍କ ରହିବାକୁ ପଡିବ:…

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ। ଟିକାକାରଣକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଦୋକାନ, ବଜାର, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଖୋଲିଛି। ତେଣୁ ଆଗାମୀ…

ଆଗାମୀ ଦିନରେ ରାଜ୍ୟରେ ସରକାର ଗଠନ କରିବ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ସବକା ସାଥ୍ ସବକା ବିକାଶ ନୀତି ଦ୍ୱାରା ବିଜେପି ସାରା ଦେଶରେ ବିଶ୍ୱାସ ଭାଜନ ହୋଇପାରିଛି। ପୂରା ଦେଶରେ ବିଜେପିର ଲୋକପ୍ରିୟତା ବଢିଛି। ଗତ କିଛିଦିନ ମଧ୍ୟରେ ହୋଇଥିବା ନିର୍ବାଚନ ଏବଂ ଉପନିର୍ବାଚନରେ ବିଜେପି ଦେଶର ବିଭିନ୍ନ…

ସୋଆରେ ଆୟୋଜିତ ହେବ ଦୂରଗାମୀ…

ଭୁବନେଶ୍ୱର: ଖଣିଜ ପଦାର୍ଥ ପରିବହନ ନିମନ୍ତେ ରୂପରେଖ, ନିର୍ମାଣ ଏବଂ କାର୍ଯ୍ୟ ଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍‌ର ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ କର୍ମଶାଳା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଜାନୁଆରୀ ୮ ତାରିଖରୁ ଆୟୋଜନ କରାଯାଉଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍…

ସୁନାମ ଆଣିଲେ ବଲାଙ୍ଗୀରର ୭ ବର୍ଷୀୟ…

ଭୁବନେଶ୍ବର: ବୟସ ମାତ୍ର ୭। କମ୍‌ ବୟସରେ ହାସଲ କରିଛନ୍ତି ବିରଳ ସଫଳତା। ମାଇକ୍ରୋସଫ୍ଟ ଟେକନୋଲୋଜି ଆସୋସିଏଟ (MTA) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବଲାଙ୍ଗୀରର ଭେଙ୍କଟ ରମଣ ପଟ୍ଟନାୟକ। ସୂଚନାଥାଉକି, ଟକ୍ନୋଲୋଜିରେ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା…

ଆଉ ଦେଖିବାକୁ ମିଳିବନି Mr. Beanଙ୍କ ହସ

ନୂଆଦିଲ୍ଲୀ: ହଲିଉଡର ଚର୍ଚ୍ଚିତ ହାସ୍ୟ ଅଭିନେତା ରୋବନ ଏଟକିଂସନ ‘ମିଷ୍ଟର୍ ବିନ୍’ ନାଁରେ ପୁରା ଦୁନିଆରେ ପରିଚିତ। ତେବେ ନଜର ଆସିବେନି ଲୋକପ୍ରିୟ ‘ମିଷ୍ଟର୍ ବିନ୍’। ଆଉ ଦେଖିବାକୁ ମିଳିବନି ରୋବନଙ୍କ ‘ମିଷ୍ଟର୍ ବିନ୍’ ଚରିତ୍ର। ଏନେଇ ନିଜେ ଅଭିନେତା ରୋବନ ଏଟକିଂସନ ସୂଚନା ଦେଇଛନ୍ତି। ନିକଟରେ ରୋବନ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, କେତେ…

ନୂଆଦିଲ୍ଲୀ: ପୁଣି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ଗତ ୧୧ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ଫଳରେ ଭାରତରେ ତେଲଦର ବଢୁଛି। ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୪.୦୯ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୧.୯୫ ଡଲାରକୁ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର…

କମିଲା ସୁନା ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଲଗାତାର ଦୁଇ ଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଏହି ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା, ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। MCXରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୬୦ ଟଙ୍କା ହ୍ରାସ ସହ କାରବାର ହୋଇଥିଲା। ଦିନ ୧୧ଟା ୪୦…