Odisha Link
Bridging the Missing Links in Odisha
Daily Archives

January 6, 2021

ଗାଈ ପାଟିରେ ଫୁଟିଲା ବୋମା

ବ୍ରହ୍ମପୁର: ଗାଈ ପାଟିରେ ଫୁଟିଲା ବୋମା। ବିଲରେ ଗାଈ ଚରୁଥିବା ବେଳେ ବୋମା ଖାଇଥିଲା। ଫଳରେ ବୋମାଟି ଗାଈ ପାଟିରେ ଫୁଟିଛି। ଏଭଳି ଦୁର୍ଘଟଣା ଘଟିଛି ସଦର ଥାନା କୁକୁଡ଼ାଖଣ୍ଡି କାଳୁଆ ରୋଡ ନିକଟ ବିଲରେ। ଗାଈଟି ଗୁରୁତର ଅବସ୍ଥାରେ ବିଲ୍‌ରେ ପଡ଼ିଥିବା ଜଣାପଡ଼ିଛି। ବାର୍‌ହା ଶିକାର ପାଇଁ ବିଲରେ ବୋମା ବିଛା…

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ: ମୁଖ୍ୟ…

ଭୁବନେଶ୍ୱର: ଦେଶର ଅନେକ ଅଧିକାଂଶ ରାଜ୍ୟରେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ବାର୍ଡ ଫ୍ଲ କାରଣରୁ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ପକ୍ଷୀ ମରି ପଡିଥିବାର ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ପରୀକ୍ଷା ହୋଇଥିଲା। ରାଜ୍ୟରେ ପରୀକ୍ଷା ହୋଇଥିବା ୧୧ ହଜାର ନମୁନା ନେଗେଟିଭ୍ ଆସିଛି। ଏନେଇ…

ଆରଏସ୍‌ପି ଗ୍ୟାସ ଲିକ୍‌ ଘଟଣା, ୨…

ରାଉରକେଲା: ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଗ୍ୟାସ୍ ଲିକ୍‌ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ ଡିଜିଏମ୍‌ଙ୍କୁ ନିଲମ୍ବିତ କଲେ ରାଉରକେଲା ଷ୍ଟିଲପ୍ଲାଣ୍ଟ୍‌ ସିଇଓ। କୋଲ୍‌ କେମିକାଲ୍‌ ଡିପାର୍ଟମେଣ୍ଟର ଡିଜିଏମ୍‌ ଏନ୍. ଦାସ ନିଲମ୍ବିତ ଏବଂ ଏନର୍ଜି ମ୍ୟାନେଜର ଡିଜିଏମ୍‌ ଜି. ବାରିକ୍‌ ମଧ୍ୟ…

ଦେବାଳୟରେ ଗଣଦୁଷ୍କର୍ମ, ମହିଳାଙ୍କ…

ବଦାଉଁ: ଦେବାଳୟରେ ‘ନିର୍ଭୟା’ ଦୁଷ୍କର୍ମ ମାମଲାର ପୁନରାବୃତ୍ତି। ଗଣଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ରଡ୍ ପୂରାଇଥିବା ଜଣାପଡ଼ିଛି। ଏଭଳି ଘୃଣ୍ୟ କାର୍ଯ୍ୟ କରିଛନ୍ତି ଈଶ୍ୱର ଉପସନା କରୁଥିବା ଜଣେ ପୂଜକ ଏବଂ ଦୁଇ ଶିଷ୍ୟ। ଉତ୍ତର ପ୍ରଦେଶର ବଦାଉଁ ଜିଲ୍ଲାରେ ଏହି ଘଟଣା ଘଟିଛି। ଦୁଷ୍କର୍ମର ଶିକାର…

ଖୁସି ଖବର: ସିଧାସଳଖ ଓଡ଼ିଶା ଆସିବ ଟିକା

ଭୁବନେଶ୍ୱର: ଆସନ୍ତା ୧୦ ଦିନ ମଧ୍ୟରେ ଟିକାକାରଣ ଆରମ୍ଭ ହେବ ବୋଲି ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଟିକାକରଣ ପାଇଁ ଓଡ଼ିଶା ସମେତ ୧୯ଟି ରାଜ୍ୟକୁ ସିଧାସଳଖ ଆସିବ କରୋନା ଟିକା। ଟିକା ବାବଦରେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି। ଅନ୍ୟ ୧୮ଟି…

ରାଜ୍ୟରେ ୨୪% ଅଧିକ ଧାନ ସଂଗ୍ରହ ହୋଇଛି:…

ଭୁବନେଶ୍ୱର: ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜ୍ୟରେ ୨୪ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି। ଅଧିକ ଧାନ ସଂଗ୍ରହ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। https://twitter.com/rajaaswain/status/1346741666992906240 ସୂଚନା ମୁତାବକ,…

ଆରଏସ୍‌ପି ଗ୍ୟାସ ଲିକ୍, ୪ ମୃତ

ରାଉରକେଲା: ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଗ୍ୟାସ ଲିକ୍।  ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ ଏହା ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଆଉ ଦୁଇ ଜଣ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ…

ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି…

ଆସିକା: ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୋଲସରା ଥାନା ରାଣୀପଡ଼ାର ଗଙ୍ଗା ତାଣ୍ଡି ନାମକ ଯୁବକଙ୍କୁ ହତ୍ୟା କରାଯାଇଛି। ଗଙ୍ଗାକୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି…

ହେଲମେଟ୍କୁ ନେଇ ସତର୍କ ସୂଚନା ଦେଲା…

ଭୁବନେଶ୍ବର: ନୂଆ ବର୍ଷରୁ ନୂଆ ନିୟମକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଏଣିକି ବାଇକ୍‌ ପଛରେ ବସିବା ବ୍ୟକ୍ତି ବି ହେଲମେଣ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏହାରି ଭିତରେ ଆସିଛି ଆଉ ଏକ ବଡ଼ ଖବର। ହେଲ୍‌ମେଟ୍ ନିୟମ କାର୍ଯ୍ୟକାରି ହେବା ପରେ ପୁଣି ଚିନ୍ତା ବଢ଼ାଇଛି ଅସଲି ନକଲି ହେଲ୍‌ମେଟ୍।…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୨୩୧…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୦୯୨୧ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…